ମନ୍ଦିର ବ୍ୟତୀତ ଏହି ସମସ୍ତ ସ୍ଥାନକୁ ଜୋତା ବା Chapal ପିନ୍ଧି ଯାଆନ୍ତୁ ନାହିଁ ଏହି ଜାଗାକୁ ଖାଲି ପାଦରେ ଯିବା ଆବଶ୍ୟକ,ନଚେତ Mahapapa ଲାଗିବ ଆପଣଙ୍କୁ

Spread the love

ପ୍ରାଚୀନ କାଳରେ ହିନ୍ଦୁ ଧର୍ମକୁ ଅନେକ ମହତ୍ତ୍ଵ ଦିଆ ଯାଇଛି।ତେବେ ଆମେ ଯେତେବେଳେ କୌଣସି ସ୍ଥାନକୁ ଯାଇ ଥାଉ ସେହି ସମୟରେ ଆମେ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେଇଥାଉ।ତେବେ ଆମେ ଯେତେବେଳେ ମନ୍ଦିର ମଧ୍ୟକୁ ଯାଇ ଥାଉ ସେହି ସମୟରେ ଆମେ ଭଲ ଭାବରେ ସ୍ନାନ କରି ଜାଇଥାଉ।ସେହି ପରି ଭାବରେ ଆମେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସମୟରେ ଜୋତା ବା ଚପଲ ବାହାରେ ରଖି ଯାଉ।ସେହି ପରି ଭାବରେ ଆମ ଘରେ କେତେକ ସ୍ଥାନ ଅଛି ଯେଉଁ ସ୍ଥାନକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ।

ତେବେ ଆମ ଡିନ୍ଦୁ ଶାସ୍ତ୍ର ଅନୁସାରେ ଆମ ଘରେ ଏପରି କିଛି ସ୍ଥାନ ରହିଛି ଯେଉଁ ସ୍ଥାନକୁ ଆମେ ଯଦି କେବେ ଚପଲ ପିନ୍ଧି ପ୍ରବେଶ କରୁ ତେବେ ଆମ ଘରେ ବିଭିନ୍ନ ପ୍ରକାରର ସମସ୍ତ ଉତ୍ପନ୍ନ ହୋଇଥାଏ।ଯେପରିକି ଘରେ ଧନର ଅଭାବ ଦେଖା ଯାଇଥାଏ।ସେଥିପାଇଁ ଘରର କେତେକ ନିର୍ଦ୍ଧିଷ୍ଟ ସ୍ଥାନକୁ କେବେ ମଧ୍ୟ ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ।ନଚେତ ଆପଣଙ୍କୁ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।ଏହା ସହିତ ଆପଣଙ୍କୁ ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ମଧ୍ୟ ମିଳି ପାରିବ ନାହିଁ।

ତେବେ ଆପଣ ନିଜ ଘରେ ଯେଉଁ ସ୍ଥାନରେ ଆଲମାରୀ ରଖା ଯାଇଛି ସେହି ସ୍ଥାନକୁ କେବେ ମଧ୍ୟ ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ।କାରଣ ଅନେକ ଲୋକ ଆଲମାରୀ ମଧ୍ୟରେ ଧନ ଓ ସୁନା ଗହଣା ରଖି ଥାଆନ୍ତି।ଫଳରେ ସେହି ସ୍ଥାନକୁ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ବୋଲି ଗ୍ରହଣ କରା ଯାଇଥାଏ।ତେଣୁ କେବେ ମଧ୍ୟ ଏହି ସ୍ଥାନକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ ନଚେତ ଆପଣ ବିଭିନ୍ନ ପ୍ରକାରର ସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।ସେଥିପାଇଁ ଆପଣ ସତର୍କ ରହିବା ସହିତ କେବେ ମଧ୍ୟ ସେହି ସ୍ଥାନକୁ ଚପଲ ପିନ୍ଧି ଯାଆନ୍ତୁ ନାହିଁ।

ଏହା ସହିତ ଆପଣ କେବେ ମଧ୍ୟ କୌଣସି ନଦୀକୁ ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ।କାରଣ ନଦୀ ବା ସାଗରକୁ ଦେବୀଙ୍କ ରୂପ ବୋଲି ଗ୍ରହଣ କରା ଯାଇଥାଏ।ତେଣୁ ଆପଣ କେବେ ମଧ୍ୟ ନଦୀ ମଧ୍ୟକୁ ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ।ଏହା ସହିତ ଏପରି କଲେ ବରୁଣ ଦେବ ମଧ୍ୟ କ୍ରୋଧିତ ହୋଇ ପାରନ୍ତି।ଏହା ସହିତ ଘରର ରୋସେଇ ଘରକୁ ସର୍ବଦା ସଫା ରଖିବା ସହିତ ସେହି ସ୍ଥାନକୁ କେବେ ମଧ୍ୟ ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ।ଏପରି କରିବା ସହିତ ରୋସେଇ ଘରକୁ ସଫା ରଖିବା ଫଳରେ ଘରେ କେବେ ମଧ୍ୟ ଧନର ଅଭାବ ଦେଖା ଯିବ ନାହିଁ।

ଏହା ସହିତ ରୋସେଇ ଘରେ ମାତା ଲକ୍ଷ୍ମୀଙ୍କ ବାସ ବୋଲି ମଧ୍ୟ ବିଚାର କରା ଯାଇଥାଏ ସେଥିପାଇଁ ଏହି ସ୍ଥାନକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ।ଏହା ସହିତ ଘରର ଠାକୁର ଘର ମଧ୍ୟକୁ ମଧ୍ୟ ଚପଲ ପିନ୍ଧି ଯିବା ଉଚିତ ନୁହେଁ।ଏପରି କରିବା ଫଳରେ ସେହି ସ୍ଥାନର ଅପମାନ ହୋଇଥାଏ।ଏହା ସହିତ ସେହି ସ୍ଥାନରେ ଥିବା ଠାକୁରଙ୍କର ମଧ୍ୟ ଅପମାନ ହୋଇଥାଏ।ତେଣୁ କେବେ ମଧ୍ୟ ଏହି ସ୍ଥାନକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ।ତେଣୁ ମନ୍ଦିର ବ୍ୟତୀତ ଏହି ସମସ୍ତ ସ୍ଥାନକୁ ମଧ୍ୟ ଚପଲ ପନ୍ଧି ଯିବା ବିଲକୁଲ ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *