Six Month ପରେ ପୁଣି ସାରା ଦେଶ ସମ୍ପୂର୍ଣ୍ଣ ଲକଡାଉନ ହେଲା,ମାତ୍ର ଗୋଟିଏ ପଜିଟିଭ ପାଇଁ ସାରା ଦେଶ ୩ ଦିନ ଯାଏ ଲକ ଡାଉନ ଘୋଷଣା କଲେ ଏହି ଦେଶର ସରକାର

Spread the love

ସମଗ୍ର ବିଶ୍ଵରେ ମହାମାରୀ ନିଜର ତାଣ୍ଡବ ଚଳାଇଥିବା ବେଳେ ଏହି ମହାମାରୀ ବର୍ତ୍ତମାନ ଅନେକ ଦେଶରୁ ଶେଷ ହୋଇ ସାରିଛି।ସେହି ଭଳି ଏକ ଦେଶ ହେଉଛି ନ୍ୟୁଜିଲାଣ୍ଡ।ନ୍ୟୁଜିଲାଣ୍ଡରେ ମହାମାରୀ ସମ୍ପୂର୍ଣ୍ଣ ଭାବରେ ଦୀର୍ଘ ୬ ମାସ ତଳୁ ଶେଷ ହୋଇ ଯାଇଛି।ଏହା ସହିତ ଏହି ମହାମାରୀ ପ୍ରଭାବରେ ସେଠାରେ ମାତ୍ର ୫୦ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ସେଠାରେ ମାତ୍ର ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।ଏହା ସହିତ ଏହି ମହାମାରୀ ପ୍ରଭାବରେ ସେଠାରେ ଅନେକ ଲୋକ ପ୍ରଭାବିତ ହୋଇଥିଲେ।

ତେବେ ଏହି ମହାମାରୀ ଯୋଗୁ ବର୍ତ୍ତମାନ ତାଙ୍କ ଦେଶରେ କୌଣସି ବି ଭୟ ନଥିଲା।କାରଣ ଏହି ମହାମାରୀର ଆରମ୍ଭ ସମୟରେ ନ୍ୟୁଜିଲାଣ୍ଡ ଦେଶ ଏହି ମହାମାରୀର ଉପଯୁକ୍ତ ମୁକାବିଲା କରିଥିଲା।ଯାହା ଫଳରେ ଏହି ଦେଶରେ ଏହି ମହାମାରୀ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇ ଯାଇଥିଲା।ଯେଉଁଠାରେ ଅନ୍ୟ ସମସ୍ତ ଦେଶ ମହାମାରୀ ପ୍ରଭାବରେ ଅଧିକ ଆତଙ୍କିତ ଥିବା ସମୟରେ ସେଠାରେ ନ୍ୟୁଜିଲାଣ୍ଡରେ ଲୋକମାନେ ଏକ ସାଧାରଣ ଜୀବନ ଯାପନ କରୁଥିଲେ।

ତାଙ୍କର ଦେଶର ସରକାର ଏଇ ମହାମାରୀର ଉପଯୁକ୍ତ ମୁକାବିଲା କରିବା ପାଇଁ ତାଙ୍କ ଦେଶରେ ବର୍ତ୍ତମାନ ସେହି ସମୟରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଇଥିଲା।ଏହା ସହିତ ତାଙ୍କ ଦେଶର ଲୋକମାନେ ମଧ୍ୟ ସରକାରଙ୍କ ସମସ୍ତ ନିୟମ ସଠିକ ଭାବରେ ପାଳନ କରିଥିଲେ।ଯାହା ଫଳରେ ତାଙ୍କ ଦେଶରେ ଏହି ମହାମାରୀ ଅତି ସ୍ଵଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇ ଯାଇ ପାରିଥିଲା।

ମାତ୍ର ତାଙ୍କ ଦେଶରେ ପ୍ରାୟ ୬ ମାସ ପରେ ଅକଲାଣ୍ଡ ସହରରେ ପୁଣି ଏକ ରୋଗୀ ଚିହ୍ନଟ ହୋଇଛି।ଯାହା ଫଳରେ ତାଙ୍କ ଦେଶରେ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରି ଦେଇଥିଲେ।ତେବେ ସରକାରଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି।ତେବେ ସରକାରଙ୍କ ପୂର୍ବ ପ୍ରସ୍ତୁତି କାରଣରୁ ନ୍ୟୁଜିଲାଣ୍ଡ ଦେଶରେ ସଂକ୍ରମଣ ହାର ଅଧିକ ହୋଇ ନଥିଲା ଏହା ସହିତ ସେମାନେ ଏହି ମହାମାରୀର ସଫଳତା ପୂର୍ବକ ମୁକାବିଲା କରିବାରେ ସଫଳ ହୋଇ ପାରିଥିଲେ।

ମାତ୍ର ଏବେ ସରକାର ଏହି ମହାମାରୀର ପୁନଶ୍ଚ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।ଏହା ସହିତ ସେମାନେ ଏହି ମହାମାରୀର ମୁକାବିଲା କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଆରମ୍ଭ କରି ସାରିଲେଣି।କାରଣ ପ୍ରାୟ ୬ ମାସ ପରେ ପୁଣି ଏହି ଦେଶରେ ଏକ ମହାମାରୀ ଜନିତ ରୋଗୀ ଚିହ୍ନଟ ହୋଇଥିଲା।

ଯାହା ଫଳରେ ସେମାନେ ପୁଣି ସତର୍କ ହେବା ଆରମ୍ଭ କରିଛନ୍ତି।ଏହା ସହିତ ଏହି ଅକଲ୍ୟାଣ୍ଡ ଅଞ୍ଚଳରେ ବର୍ତ୍ତମାନ ଅଧିକ ସତର୍କତା ଅବଲମ୍ବନ କରାଯାଇଛି।ଏହା ସହିତ ସେହି ଅଞ୍ଚଳର ଲୋକମାନଙ୍କୁ ସମସ୍ତ କଟକଣା ପାଳନ କରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ସେଠାରେ ସଂକ୍ରମଣକୁ ଏପରି ଭାବରେ ନିୟନ୍ତ୍ରଣ କରିବା ଦେଖି ନ୍ୟୁଜିଲାଣ୍ଡ ଦେଶକୁ ଅନେକ ପ୍ରଶଂସା ମଧ୍ୟ କରାଯାଉଛି।ଏହା ସହିତ ତାଙ୍କ ଦେଶର ସରକାର ସମସ୍ତ ଦେଶରେ ଲୋକଙ୍କୁ ମଧ୍ୟ ଏହି ମହାମାରୀ ଜନିତ ସମସ୍ତ କଟକଣାକୁ ସଠିକ ଭାବରେ ପାଳନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *