ଓଡ଼ିଶାରେ ମିଳିଲା ସୁନା ଖଣି (Extraction) କଣ ରହିଛି ଏହି କଥାର ଅସଲ ସତ୍ୟତା ! କେଉଁ ଜାଗାରେ ମିଳିଛି ଦେଖନ୍ତୁ Video

Spread the love

କେନ୍ଦୁଝର ଜିଲ୍ଲା ବାଂଶପାଲି ବ୍ଲକ ଜଳଦିଆ ଅଞ୍ଚଳର ସୁନା ଖଣି ଜଙ୍ଗଲରେ ବର୍ତ୍ତମାନ ସୁନା ଥିବା ଖବର ଶୁଣିବାକୁ ମିଳୁଛି।ତେବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ଲୋକମାନେ ବର୍ତ୍ତମାନ ସେହି ଜଙ୍ଗଲକୁ ଯାଇ ସେଠାରେ ବର୍ତ୍ତମାନ ସୁନା ରହିଛି କି ନାହିଁ ଏହାର ଅନୁସନ୍ଧାନ କରୁଛନ୍ତି।ଏହା ସହିତ ସେହି ଅଞ୍ଚଳର ସମସ୍ତ ଲୋକ ବର୍ତ୍ତମାନ ଏହି ଖବର ପାଇ ବହୁତ ଅଧିକ ଖୁସି ଥିବା ଜଣା ପଡ଼ିଛି।ଏହା ସହିତ ସେଠାରେ ଗତ ଦୁଇଦିନ ହେବ ସୁନାର ଅନୁସନ୍ଧାନ କରାଯାଉଛି।

ତେବେ ସୁନାର ଅନୁସନ୍ଧାନ କରା ଯାଉଥିବା ସମୟରେ ସେଠାରେ ଅନେକ ଲୋକ ସେଠାକୁ ଏହି ଦୃଶ୍ୟ ଦେଖିବାକୁ ଆସୁଛନ୍ତି।ତେବେ ସେଠାରେ ବର୍ତ୍ତମାନ ପ୍ରତ୍ନତାତ୍ତ୍ୱିକ ବିଭାଗ ନିଜର ଅନୁସନ୍ଧାନ ଚଳାଇଛି।ତେବେ ସେହି ଜଙ୍ଗଲର ନାମକରଣ ପୂର୍ବରୁ ସୁନା ଖଣି ଭାବରେ କରା ଯାଇଥିଲା।ତେବେ ଏହା ପରେ ବର୍ତ୍ତମାନ ସେହି ସ୍ଥାନରେ ଏପରି ଅଚାନକ ଭାବରେ ସୁନା ମିଳିବାର ସୂଚନା ପାଇବା ଫଳରେ ବର୍ତ୍ତମାନ ସେହି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

ଏହା ସହିତ ସେଠାରେ ଲୋକମାନେ ବହୁତ ଅଧିକ ଖୁସି ମଧ୍ୟ ଅଛନ୍ତି।ତେବେ ସେଠାରେ ବାସ୍ତବରେ କିଛି ସୁନା ରହିଛି କି ନାହିଁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ।ତେବେ ଏହାକୁ ବାଦ ଦେଲେ ସେହି ସ୍ଥାନରେ ସୁନାର ନମୁନା ସଂଗ୍ରହ ପାଇଁ ବର୍ତ୍ତମାନ ପ୍ରୟାସ ଚାଲିଛି।ଏହା ସହିତ ବିଭିନ୍ନ ପ୍ରକାରର ମେସିନ ସାହାଯ୍ୟରେ ସେଠାରେ ବହୁତ ଅଧିକ ଗଭିରକୁ ଖୋଳା ଯାଇ ସେଠାରେ ସୁନା ରହିଛି କି ନାହିଁ ଏହାର ଅନୁସନ୍ଧାନ କରା ଯାଉଛି।

ତେବେ ସେଠାରୁ ମାଟିର ନମୁନା ସଂଗ୍ରହ କରି ସେଠାରେ ଥିବା ଅନୁସନ୍ଧାନ ଲ୍ୟାବକୁ ପଠା ଯାଉଛି।ଏହା ସହିତ ସେଠାରେ ସୁନା ରହିଛି ବୋଲି ଅନେକ ଲୋକ ଅନୁମାନ କରାଯାଉଛି।ତେବେ ଅନୁସନ୍ଧାନ ପାରେ ଏହା ଜଣା ପଡ଼ିବ ସେଠାରେ ବାସ୍ତବରେ ସୁନା ରହିଛି କି ନାହିଁ।ତେବେ ସେହି ଜଙ୍ଗଲର ନାମ ଏପରି ଭାବରେ ସୁନା ଖଣି ରଖାଯିବାର କାରଣ ସେହି ସମୟରେ କଣ ହୋଇ ଥିବ

ଏହା ବର୍ତ୍ତମାନ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।ତେବେ ସେହି ସ୍ଥାନକୁ ଲୋକମାନେ ବର୍ତ୍ତମାନ ସେହି ସୁନା ଅନୁସନ୍ଧାନ ଦେଖିବା ପାଇଁ ଯାଉଛନ୍ତି।ଏହା ସହିତ ସେହି ସ୍ଥାନରେ ଅନେକ ଲୋକ ବର୍ତ୍ତମାନ ଭିଡ଼ କରିବାରେ ଲାଗିଛନ୍ତି।ତେବେ ସେହି ଜଙ୍ଗଲରେ ବର୍ତ୍ତମାନ ସୁନା ମିଳିବା ପରେ ଅନେକ ଲୋକ କହିଛନ୍ତି କି ସେମାନଙ୍କ ଭାଗ୍ୟ ବଦଳିଯିବ ଯଦି ଏପରି ହୋଇଥାଏ।

ଏହା ସହିତ ଏହା ସେମାନଙ୍କ ଅଞ୍ଚଳ ପାଇଁ ଏକ ବହୁତ ବଡ଼ ଗର୍ବର ବିଷୟ ବୋଲି ସେ କହିଛନ୍ତି।ଏହା ସହିତ ସେମାନେ ସେଠାରେ ଅନୁସନ୍ଧାନ କରୁଥିବା ଲୋକମାନଙ୍କୁ ମଧ୍ୟ ଅନେକ ସହାୟତା କରୁଛନ୍ତି।ତେବେ ସେଠାରୁ ସମସ୍ତ ନମୁନା ସଂଗ୍ରହ କରାଯାଇ ବର୍ତ୍ତମାନ ଅନୁସନ୍ଧାନ ପାଇଁ ପଠା ଯାଉଛି।ତେବେ ଟେଷ୍ଟ ପରେ ସେହି ସ୍ଥାନରେ ସୁନା ଅଛି କି ନାହିଁ ଏହା ଜଣା ପଡ଼ିବ।ତେବେ ସେଠାରେ ସୁନା ଅଛି ବୋଲି ବର୍ତ୍ତମାନ ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *