ମହିଳା ମାନଙ୍କ କେଉଁ ଅଙ୍ଗରେ ଚୁଟି ରହିଲେ ବଡ ଅଶୁଭ ହେଇଥାଏ – ଏବେ ଜାଣିରଖନ୍ତୁ ସବୁ ମହିଳା ଓ ପୁରୁଷ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲ ମାଧ୍ୟମରେ ଆମେ କହିବାକୁ ଯାଉଛୁ ମହିଳାମାନଙ୍କ କେଉଁ ଅଙ୍ଗରେ ଚୁଟି ଥିଲେ ବହୁତ ଅଶୁଭ ହୋଇଥାଏ?ଯାହାକି ପୁରୁଷ ମାନଙ୍କ ସେହି ସ୍ଥାନରେ ଚୁଟି ଥିଲେ ଶୁଭ ହୋଇଥାଏ।ତେବେ ସେହି ସବୁ ଅଙ୍ଗ ବିଷୟରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆଜି ଆମେ ଆପଣଙ୍କୁ ଏହି କଥା କହିବୁ ଯାହା ଆପଣ ଆଗରୁ କେବେହେଲେ ଜାଣିନଥିବେ।ଆପଣ ଏହା ଜାଣିଛନ୍ତି ଯେ ହସ୍ତରେଖା ବିଜ୍ଞାନରେ ଏହି କଥାର ଉଲେଖ ରହିଛି ଯେ ଯେଉଁ ମହିଳା ମାନଙ୍କ ଲମ୍ବା ଏବଂ ଘନ ଚୁଟି ରହିଥାଏ ସେମାନେ ଶୋଭାଗ୍ୟଶାଳୀ ହୋଇଥାନ୍ତି।ଏବଂ ନିଜର ଭାଗ୍ୟ ବଳରେହିଁ ସସେମାନେ ନିଜ ଘର ଏବଂ ପରିବାରକୁ ଉର୍ଣ୍ଣତ୍ତି ପ୍ରଦାନ କରିଥାନ୍ତି।ଏବଂ ସେହି କାରଣରୁ ଘରେ ସବୁବେଳେ ପ୍ରେମର ଏବଂ ମଧୁର ବାତାବରଣ ଲାଗିରହିଥାଏ।

ଛୋଟ ଛୋଟ ଏବଂ କଳା ଚୁଟିର ପଲକ ଯେଉଁ ମହିଳାଙ୍କର ରହିଥାଏ ସେମାନେ ମଧ୍ୟ ଶୋଭାଗ୍ୟଶାଳୀ ହୋଇଥାନ୍ତି ସେମାନଙ୍କ ହୃଦୟ ବହୁତ ସରଳ ଏବଂ ଦୟାଳୁ ହୋଇଥାଏ।ସେମାନଙ୍କ ବ୍ୟବହାର କାରଣରୁ ସେମାନେ ନିଜ ସ୍ୱମୀଙ୍କର ରାଣୀ ହୋଇଥାନ୍ତି।ଏବଂ ଏହା ସହିତ ସେମାନେ ନିଜ ଆଖ ପାଖରେ ରହୁଥିବା ଲୋକ ମାନଙ୍କୁ ନିଜର ଭଲ ସ୍ୱଭାବ ବନାଇ ରଖିଥାନ୍ତି।ଯାହା ଫଳରେ ସେମାନେ ଭଲ ଗୃହିଣୀ ହୋଇଥାନ୍ତି।

ଯେଉଁ ଝିଅର ଚୁଟି ପରସ୍ପର ସହିତ ଯୋଡିହୋଇ ରହିଥାଏ ସେମାନଙ୍କୁ କେବେହେଲେ ଧନର ଅଭାବ ହୋଇନଥାଏ ନିଜର କାମ ଏବଂ ଦକ୍ଷତା ବଳରେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ସମ୍ବଳିତ ହୋଇଥାନ୍ତି।ସେମାନେ ଅନ୍ୟକୁ ସାହାଯ୍ୟ କରିବାପାଇଁ ମଧ୍ୟ ବହୁତ ଭଲ ପାଇଥାନ୍ତି।ନିଜର ଜୀବନ ସାଥିଙ୍କ ଠାରେ ଅଧିକରୁ ଅଧୀକ ଭଲପାଇବା ପାଇବା ସହିତ ଶାଶୁ ଶ୍ୱଶୁରଙ୍କର ପ୍ରିୟ ହୋଇଥାନ୍ତି।

କିନ୍ତୁ ସାଙ୍ଗମାନେ ଶରୀରର ଏପରି କିଛି ଅଙ୍ଗ ଯେଉଁ ସ୍ଥାନରେ ଚୁଟି ରହିବା ସେହି ମହିଳାଙ୍କ ପାଇଁ ଅଶୁଭ ହୋଇଥାଏ।ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ବିଷୟରେ।ଯେଉଁ ମହିଳାଙ୍କ ଛାତିରେ ଚୁଟି ରହିଥାଏ ସେମାନେ ସ୍ୱର୍ଥୀ ହୋଇଥାନ୍ତି ଅନ୍ୟ ଅପେକ୍ଷା ନିଜର ସ୍ୱାର୍ଥ ଅଧିକ ଦେଖିଥାନ୍ତି।ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ସେହି ଘରର ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ଯାଇଥାଏ।ଏବଂ ଆର୍ଥିକ ସମସ୍ୟା ଦେଖାଦେଇଥାଏ ଏହା ସହିତ ଘର ମଧ୍ୟରେ ଅଶାନ୍ତି ଅଭାବ ସବୁବେଳେ ଲାଗିରହିଥାଏ।

ଯେଉଁ ଝିଅ ମାନଙ୍କ ନାକ ତଳେ ଚୁଟି ରହିଥାଏ ସେମାନେ ମୁଖ୍ୟତଃ ଉଚ୍ଚ ଅଭିଲାସୀ ହୋଇଥାନ୍ତି।ଏହା ତାଙ୍କ ସ୍ୱାମୀଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ।ଯେଉଁ ଝିଅ ମାନଙ୍କ ପେଟରେ ଚୁଟି ରହିଥାଏ ସେମାନେ ମୁଖ୍ୟତଃ ନିଜ ସ୍ୱମୀ ଅପେକ୍ଷା ଅନ୍ୟ ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।ଯେଉଁ ଘରକୁ ବିବାହ କରି ଯାଇଥାନ୍ତି ଏହି ଘରେ କୋଳାହଳ ଲାଗିବା ସହିତ ଘର ମଧ୍ୟରେ ସମସ୍ୟା ବଢିଯାଇଥାଏ।

ଆପଣ ଅନେକ ମହିଳା ଦେଖିଥିବେ ଯେଉଁ ମାନଙ୍କ ହାତ ଏବଂ ଗୋଡ଼ରେ ମଧ୍ୟ ଚୁଟି ଥାଏ।ସେମାନେ ଏହାକୁ ଲୁଚାଇବା ପାଇଁ ଅନେକ ଉପାୟ କରିଥାନ୍ତି।କିନ୍ତୁ ଏଭଳି ଚୁଟି ରହିବା ଅସୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *