ଯେଉଁ ନାରୀ ମଥାରେ ଓଢଣୀ ଦିଅନ୍ତି ନାହିଁ ସେମାନେ ଏହି ଆର୍ଟିକିଲ ନିଶ୍ଚିତ ପଢନ୍ତୁ – କଣ ଅସୁବିଧା ହେବ ଜାଣିରଖନ୍ତୁ ଏବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ନାରୀ ମନେ5 ମଥାରେ ଓଢଣୀ ଦେବାପାଇଁ କିଛି ବିଶେଷ ତଥ୍ୟ।ଆମ ଭାରତୀୟ ସଂସ୍କୃତିରେ ନାରୀ ମାନଙ୍କ ମଥାରେ ଓଢଣୀ ଦେବାର କଥାକୁ ନେଇ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବର୍ଣ୍ଣିତ ରହିଛି।ଯାହାକୁ ଆପଣମାନେ ଜାଣିବା ନିହାତି ଆବଶ୍ୟକ।ସାଙ୍ଗମାନେ ଯେଉଁ ପରିବାରରେ ସଂସ୍କୃତି ଏବଂ ପରମ୍ପରାର ସ୍ନମାନ କରାଯାଇଥାଏ ସେହି ପରିବାରରେ ଆବୁବେଳେ ସୁଖ ଶାନ୍ତି ବଜାଏ ରହିଥାଏ।ଏବଂ ପରିବାରର ସବୁ ସଦସ୍ୟଙ୍କୁ ଉର୍ଣ୍ଣତ୍ତି ମିଳିଥାଏ।

ଯେଉଁ ଘରେ ଏହାର ସ୍ନମାନ କରାଯାଇନଥାଏ ଏବଂ ଏହି ସଂସ୍କୃତିକୁ ହସରେ ଉଡାଇଦେଇଥାନ୍ତି ତାହା ଧୀରେ ଧୀରେ ଦାରିଦ୍ର୍ୟତା ଆଡ଼କୁ ଗତି କରିଥାଏ।ଜେପରି ପୁରୁଷଙ୍କ ପାଇଁ ଶାସ୍ତ୍ରରେ କିଛି ନିୟମ ରହିଅଛି ସେହିଭଳି ନାରୀ ମାନଙ୍କୁ ମଧ୍ୟ ନିୟମ ମାନିବା ଆବଶ୍ୟକ ଅଟେ।ନାରୀ ମାନଙ୍କୁ ପୂଜା କରିବା ସମୟରେ ବା ସୂର୍ଯ୍ୟଙ୍କୁ ପୂଜା କରିବା ସମୟରେ ରୋଷେଇ କରିବା ସମୟରେ ଅବା ଘରୁ ବାହାରକୁ ଯିବା ସମୟରେ ଓଢଣୀ ଦେବାର ନିୟମ ବର୍ଣ୍ଣିତ ରହିଛି।

ଶାସ୍ତ୍ରରେ ବର୍ଣ୍ଣିତ ଏହି ସବୁ କଥା ଜାଣିବାନିହାତି ଆବଶ୍ୟକ ଅଟେ।ଆପଣ ମାନେ ଏହା ନିଶ୍ଚିତ ଭାବରେ ଜାଣିଥିବେ ପ୍ରାଚୀନ କାଳରେ ନାରୀ ମାନେ ସଂସ୍କାରି ହେବା ସହିତ ସେମାନଙ୍କୁ ମାନ ସ୍ନମାନ ମଧ୍ୟ ମିଳୁଥିଲା।ଏହି ସଂସ୍କାର ମିଳିବା କାରଣରୁ ସେମାନଙ୍କୁ ସୁଖ ସମୃଦ୍ଧି ମିଳିବା ସହିତ ସେମାନେ ଦୀର୍ଘାୟୁ ମଧ୍ୟ ହେଉଥିଲେ।ଆଜି କାଲି ଲୋକ ମାନଙ୍କ ଆୟୁସ କମିବାରେ ଲାଗିଲାଣି।ଏହା ସବୁ ପରମ୍ପରା ଏବଂ ସଂସ୍କୃତିର ଅବହେଳା କାରଣରୁ ହେଉଛି।ଏହି କାରଣରୁ ଆପଣଙ୍କୁ ଅନେକ ଅସୁବିଧାର ସମ୍ନା କରିବାକୁ ପଡିଥାଏ।ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ଆମ ଶାସ୍ତ୍ରର ଏକ ମହତ୍ୱପୂର୍ଣ ଅଙ୍ଗ ଭାବରେ ବିବେଚନା କରାଯାଇଛି।

କୌଣସି ପରିବାରର ମୁଖ୍ୟ ନାରୀର ଚାଲିଚଳନ ଆଚରଣହିଁ ପରିବାରର ସମସ୍ତ ସଦସ୍ୟଙ୍କ ଆଚରଣ ନିର୍ଭର କରିଥାଏ।ସେମାନେ ଯେଉଁ ସଂସ୍କାରର ନିୟମ ରଖିଥାନ୍ତି ଠିକ ସେହିପରି ପରିବାର ସୁଦୃଢ ହୋଇଥାଏ।ଅବା ଭାଙ୍ଗିରୁଜି ନଷ୍ଟ ହୋଇଯାଏ।ଏଥିପାଇଁ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏହିଭଳି କିଛି ନିୟମ ଯାହା ପାଳନ କରିବା ଦ୍ୱାରା ନାରୀ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ।

ପ୍ରଥମ କଥାଟି ହେଉଛି ଘରର ନାରୀମାନେ ମାତା ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ କରିବା ପାଇଁ ଘର ସ୍ୱଚ୍ଛ ରଖିବା ଆବଶ୍ୟକ।ଏଥିପାଇଁ ପ୍ରତିଦିନ ଝାଡୁ ପୋଛା ଦ୍ଵାରା ଘର ସଫା କରନ୍ତୁ।ଦ୍ଵିତୀୟରେ ଶାସ୍ତ୍ର ଅନୁସାରେ ଘରର ନାରୀ ମାନଙ୍କୁ ସର୍ଵପ୍ରଥମେ ଶଯ୍ୟା ତ୍ୟାଗ କରିବା ଆବଶ୍ୟକ।ଏହା କରିବା ଦ୍ୱାରା ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ।

ତ୍ରୁତୟରେ ଘରର ନାରୀ ମାନେ କେବେହେଲେ ବିଛଣାରେ ବସି ଭୋଜନ କରିବା ଉଚିତ ନୁହେଁ।ଏହା ଦୁର୍ଭାଗ୍ୟକୁ ଡାକିଥାଏ।ଏହା ସହିତ ନାରୀ ମାନଙ୍କ ବାଣି ମଧୁର ହେବା ଆବଶ୍ୟକ।ଘରେ କେବେହେଲେ କଟୁ କଥା କୁହନ୍ତୁ ନାହିଁ।କାହାର ଅପମାନ କରନ୍ତୁ ନାହିଁ।ଏହାପରେ ଚତୁର୍ଥରେ ହେଉଛି ଅତିଥିଙ୍କ ପାଖରେ ଏକା ଆସନରେ ବସିବା ଉଚିତ ନୁହେଁ।ଘରର ବଡ଼ ମାନଙ୍କୁ ସ୍ନମାନ ଦେବାପାଇଁ ଏବଂ ବଡ଼ ମାନଙ୍କ ପାଦ ଛୁଇଁବା ସମୟରେ ମଥାରେ ଓଢଣୀ ଦେବା ଆବଶ୍ୟକ।ଏବଂ ଏହା ସହିତ ଆପଣ ଈଶ୍ୱରଙ୍କ ଆରଧନା ଏବଂ ପ୍ରାଥନା ମଧ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *