ବର୍ତମାନର ବଡ଼ ଖବର: ୮ଟି ଜିଲ୍ଲା ହେବ ଲକ ଡାଉନ – ୨୨ଟି ଜିଲ୍ଲା ହେବ ଅନଲକ – ଏହି ବଡ ନିଷ୍ପତି ନେଇ ପାରନ୍ତି ସରକାର

Spread the love

ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଲେ |ତେବେ ଆଗାମୀ ଦିନରେ ୨୨ ଟି ଜିଲ୍ଲା ଅନଲକ ହେବ ନେଇ ପ୍ରୂସ୍ତୁତି ଚାଲିଥିବା ଜଣ ପଡିଛି କିନ୍ତୁ ଏହା ସହିତ ୮ ଟି ଜିଲ୍ଲା ଲକ ଡାଉନ ରହିବ ବୋଲି ଅନୁମାନ କର ଯାଉଛି |ବର୍ତମାନ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି ତେବେ ଏହାକୁ ନେଇ ସରକାର ଆଲୋଚନା ପର୍ଯ୍ୟାଲୋଚନା କରୁଥିବା ସୂଚନା ମିଳୁଛି |ତେବେ ଓଡ଼ିଶାରେ ବର୍ତମାନ ସଂକ୍ରମିତ ହାର ଦିନକୁ ଦିନ କମିବାରେ ଲାଗିଛି ଓ ଲୋକଙ୍କ ପାଇଁ ଲକ ଡାଉନ ଖୁବ ଫଳପ୍ରଦ ହେଇଚି ବୋଲି ଜଣା ପଡୁଛି

ମେ ୫ ତାରିଖରେ ସଂକ୍ରମିତ ହାର ପ୍ରାୟ ୨୧ ପ୍ରତିଶତ ଥିବା ବେଳେ ବର୍ତମାନ ଏହାର ହାର କମିବାରେ ଲାଗିଛି ଓ ଏହା ଅନେକ ଜିଲ୍ଲାରେ ୫ ପ୍ରତିଶତ ତଳକୁ ମଧ୍ୟ ଖସିବାରେ ଲାଗିଛି |ତେବେ ଯଦି ଲକ ଡାଉନ ରହେ ତେବେ ଆଗାମୀ ମାସ ବେଳକୁ ପ୍ରାୟ ୧୨ ଟି ଜିଲ୍ଲାରେ ଏହା ୦ ପ୍ରତିଶତ ହେଇପାରେ ବୋଲି ସୂଚନା ମିଳିଛି ||ଏହା ବ୍ୟତୀତ ଅନ୍ୟ ଜିଲ୍ଲାରେ ଏହା ୭.୫ ପ୍ରତିଶତ କୁ କମିବା ବୋଲି ଆଶା କର ଯାଉଛି

ତେବେ ଏହାକୁ ଲାକ୍ଷାକରି ରାଜ୍ୟର ୬୨ ପ୍ରତିଶତ ଭେଣ୍ଟିଲେଟର ଓ ୬୩ ପ୍ରତିଶତ ICU ରହିଛି |ତେବେ ଏହା ବ୍ୟତୀତ ୧୧ ଟି ଜିଲ୍ଲା ରେ ରେଡ ଜୋନ ଥିବାବେଳେ ୯ ଟି ଜିଲ୍ଲା ଗ୍ରୀନ ଜୋନ ରେ ରହିଛି |ସେହିପରି ୧୦ଟି ଜିଲ୍ଲାକୁ ୟଲୋ ଜୋନ ରେ ରହିଛି|ଏହି ପରିସ୍ଥିତି କୁ ଦେଖିକି ରଜ ପରେ ପରେ କିଛି ଜିଲ୍ଲାରେ ଅନଲକ ପକ୍ରିୟା ଆରମ୍ଭ ହେଇପାରେ ବୋଲି ଅନୁମାନ କର ଯାଉଛି |ତେବେ ବର୍ତମାନ ସମୟରେ ମୃତ୍ୟୁ ହାର ଢେର ବଢିଛି ଯାହାକି ଚିନ୍ତାର ବିଷୟ ପାଲଟିଛି

ତେବେ ବର୍ତମାନ ଓଡିଶା ରେ ମୃତ୍ୟୁ ହାର କମିବା ପରେ ସରକାର ଅନଲକ ଆରମ୍ଭ କରି ପାରନ୍ତି |ଏହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଜାରି ରହିଛି |ବର୍ତମାନ ସମୟରେ ପ୍ରାୟ ସବୁ ଜିଲ୍ଲାରେ ପଜିଟିବ ହାର ୫ ପ୍ରତିଶତ ତଳେ ରହିଛି |ଯାହାକି ଲୋକଙ୍କୁ ଏକ ପ୍ରକାର ଆସ୍ୱସ୍ଥି ଦେଉଛି |ତେବେ ଯାଜପୁର ରେ ସର୍ବାଧିକ ୨୨.୧ ପ୍ରତିଶତ ଓ ଦେବଗଡ ଭଦ୍ରକ,ଢେଙ୍କାନାଳ ଖୋର୍ଦ୍ଧା ଆଜି ଜିଲ୍ଲାରେ ଅଧିକ ପଜିଟିବ ରହିଛି |ଯାହାକି ବର୍ତମାନ ଭିର୍ଣ୍ଣ ଜିଲ୍ଲା ପାଇଁ ଭିର୍ଣ୍ଣ ନିୟମ ଆଣିପାରନ୍ତି ସରକାର

ତେବେ ଆଗାମୀ ଦିନରେ ଅନଲକ ନେଇ ସରକାର କଣ ଘୋଷଣା କରୁଛନ୍ତି ତା ଉପରେ ସାରା ଓଡ଼ିଶାର ଲୋକଙ୍କ ନଜର ରହିଛି ଓ କେଉଁ ଜିଲ୍ଲା ଖୋଲା ହେବ ଓ କେଉଁ ଜିଲ୍ଲା ଲକ ଡାଉନ ରହିବ ସେ ନେଇ ଆଗାମୀ ଦିନରେ ସବୁଶେଷ ଜଣା ପଡିବ ତେବେ ଆଗାମୀ ଦିନରେ ଆମେ ଆପଣଙ୍କ ପାଇଁ ଏପରି ନୂଆ ନୂଆ ଖବର ସବୁଠୁ ଆଗ ନେଇ ଆସିବୁ

Leave a Reply

Your email address will not be published. Required fields are marked *