ବର୍ତମାନ ର ସବୁଠୁ ବଡ ଖବର – ଆଜିଠୁ ଲାଗୁ ହେଇପାରେ ଲକ ଡାଉନ ୪ ?ଏହି ଜିଲ୍ଲା ମାନଙ୍କରେ ଜୁଲାଇ ୧ ପର୍ଯ୍ୟନ୍ତ ହେଇପାରେ ଲକ ଡାଉନ – ଏହି ଜିଲ୍ଲାମାନଙ୍କରେ ହେଇପାରେ ଅନଲକ

Spread the love

ଆଜି ଜୁନ ୧୬ ଅର୍ଥାତ ଲକ ଡାଉନ ସାରିବାର ଆଉ ମାତ୍ର ଗୋଟିଏ ଦିନ ବାକି ,ଏହା ପୂର୍ବରୁ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଚି ଯେ ଆଗାମୀ ଦିନରେ କଣ ହେବ ,କଣ ସରକାର ଆଗାମୀ ଦିନରେ ଲକ ଡାଉନ ବଢେଇବେ ନ ଏହାକୁ କୋହଳ କରାଯିବ ,ବଡ ବଡ ନିୟୁଜ ଚ୍ୟାନେଲ ବର୍ତମାନ ଏହାର ଉତ୍ତର ଖୋଜିବାରେ ବ୍ୟସ୍ତ ଅଛନ୍ତି |ତେବେ ଆଜି ଆମେ ଆପଣାକୁ କହିବୁ ଯେ କଣ ହେଇପାରେ ଓଡ଼ିଶାରେ ଲକ ଡାଉନ ନ ସରିବ ଆଜିଠୁ ଲକ ଡାଉନ ଚାଲନ୍ତୁ ଜାଣିବା

ତେବେ ଓଡ଼ିଶାରେ ଲାଗୁ ହେଇପାରେ ଲକ ଡାଉନ ୪.୦ ,ଜୁଲାଇ ୧ ପର୍ଯ୍ୟନ୍ତ ଲକ ଡାଉନ ବଢିବା ନେଇ ସରକାର ଚିନ୍ତା କରୁଥିବା ଜଣ ପଡିଛି|ତେବେ କେଉଁ ଜିନିଷ କୋହଳ ହେଇପାରେ ସେ ବିଷୟରେ ଜାଣିବା |ତେବେ ବର୍ତମାନ କରୋନା ଗ୍ରାଫ ଓଡ଼ିଶାରେ ତଳ ମୁଂହ ହେଇଚି |କିନ୍ତୁ ଦୁଃଖର ବିଷୟ ବର୍ତମାନ ସୁଧା କରୋନା ରେ ମୃତ୍ୟୁ ସଂଖ୍ୟା କମିବାର ନାମ ଧରୁ ଯାହାକି ବଡ ଚିନ୍ତାର ବିଷୟ ପାଲଟିଛି ସାରା ରାଜ୍ୟ ପାଇଁ

ଏହା ଭିତରେ ରାଜ୍ୟରେ ଜାରି ହେଇଥିବା ଲକ ଡାଉନ ଓ ସତ ଦଉନି ବଢିବା ନ କୋହଳ ହେବ ସେ ନେଇ ପ୍ରଶ୍ନ ଉଙ୍କି ମାରୁଚି |କାରଣ ଗୋଟିଏ ଭଲ ଖବର ଯେ କରୋନା ସଂଖ୍ୟା କମିବାରେ ଲାଗିଛି କିନ୍ତୁ ଦୁଃଖ ଖବର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି |ତେବେ ଏ ନେଇ ପ୍ରତିକ୍ରିୟା ରଖସିଛନ୍ତି ସରକାରଙ୍କ ମୁଖପାତ୍ର |ତେବେ ରାଜ୍ୟରେ କିଛି ତାକଟକଣ ସହ କିଛି ଜିଲ୍ଲା ହେଇପାରେ ଅନଲକ |

ତେବେ ଅନଲକ ନେଇ ବର୍ତମାନ ସରକାର ବିଭିର୍ନ ବିଚାରବିମର୍ଶ କରୁଛନ୍ତି,ତେବେ ୧୦ ପ୍ରତିଶତ ସଂକ୍ରମଣ ହାର ଥିବା ଜିଲ୍ଲା ମାନଙ୍କରେ ପୂର୍ବ ପରି କଟକଣା ରହିପାରେ ବୋଲି ଅନୁମାନ କର ଯାଉଛି |ଏହା ବ୍ୟତିତସ ଯେଉଁଟି ସଂକ୍ରମଣ ହାର ୫ ପ୍ରତିଶତ ରୁ କାମ ରହିଛି ସେଠାରେ କଟକଣା କୋହଳ ହେଇପାରେ ,କଟକ,ଅଙ୍ଗୁଳ,ଖୋର୍ଦ୍ଧା ,ଯାଜପୁର ,ଢେଙ୍କାନାଳ ଭଳି ଜିଲ୍ଲାରେ ବର୍ତମାନ ସଂକ୍ରମଣ ହାର ଅଧିକ ରହଛି | ତେବେ ଏହା ସହ ଦେଖିବା ପାଇଁ ମିଳୁଛି ଯେ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ହାର ଧୀରେ ଧୀରେ କମୁଚି |ଅନ୍ୟ ଜିଲ୍ଲା ଗୁଡିକ କୁ ଏ ବିଷୟରେ ଧ୍ୟାନ ଦିଆଯିବ |

ତେବେ ମୃତ୍ୟୁ କୁ ନେଇ ଏ କଥା ସୂଚନା ମିଳିଛି ଯେ ପୂର୍ବ ସମୟରେ ଅଧିକ ରୋଗୀ ଥିବା ଓ କ୍ରିଟିକାଲ ରୋଗୀ ଙ୍କ ମୃତ୍ୟୁ ଘଟୁଛି |ତେବେ ପ୍ରାୟ ଲୋକ ବିପଦମୁକ୍ତ ଅଛନ୍ତି | ତେବେ ଆଜି ଲକ ଡାଉନ ୨ ଆଜି ସାରିବା |ତେବେ ଏହି ନିୟମ ଲାଗୁ ହେବ ନ କୋହଳ ହେବ ନିଶ୍ଚୟ ସରକାର ଆଜି ଘୋଷଣା କରି ପାରନ୍ତି|ରାଜ୍ୟରେ ସଂକ୍ରମଣ ହାର କମିବାରୁ ଅନଲକ ହେଇପାରେ କିନ୍ତୁ କେଉଁ ଆଧାର ରେ ହେବ ଅନଲକ ତାହା ଦେଖିବା ବାକି ରହିଲା |ତେବେ ୪ଟି ଦିଗ କୁ ଅଧିକ ଧ୍ୟାନ ଦେଇ ପାରନ୍ତି ସରକାର,ଯେପରିକି ୫ ପ୍ରତିଶତ କାମ ସଂକ୍ରମଣ ଥିବା ଜିଲ୍ଲା ଗୁଡିକ ତଳ ଖୋଲା ହେଇପାରେ ଓ ଏହାଠୁ ଅଧିକ ସଂକ୍ରମଣ ହାର ଥିଲେ ବଢିପାରେ କଟକଣା

ତେବେ କେଉଁ ଜିଲ୍ଲାରେ କେତେ ସଂକ୍ରମଣ ଅଛନ୍ତି ତାହା ମଧ୍ୟ ଅଣୁଅଧୟନ କରିବା ସହ କେଉଁ ଜିଲ୍ଲାରେ କେତେ ଟୀକାକରଣ ହେଇଚି ସେ ନେଇ ମଧ୍ୟ ଧ୍ୟାନ ଦେବେ ବୋଲି ଅନୁମାନ କର ଯାଉଛି |ତେବେ ଆପଣଙ୍କ ମତରେ ଲକ ଦଉନ ବଢିବା ଦରକାର ନ ଅନଲକ ପକ୍ରିୟା ଆରମ୍ଭ କରିବା ଦରକାର ,ତେବେ ଆଉ ମାତ୍ର କିଛି ଘଣ୍ଟ ଭିତରେ ଏ ନେଇ ସ୍ପଷ୍ଟ କରି ପାରନ୍ତି ରାଜ୍ୟ ସରକାର

Leave a Reply

Your email address will not be published. Required fields are marked *