ଏହି ୨୦ ବର୍ଷ ର ବାଳକ କହିଲା ସେ ମାରିବା ପରେ କିଭଳି ଭଗବାନ ଙ୍କ ସହ ଭେଟ ହେଇକି ପୃଥିବୀକୁ ଏପରି Return କରିଲା,ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇକି ବସିବେ…

Spread the love

ତେବେ ଏହି ଦୁନିଆରେ ଏପରି ଅନେକ ଘଟଣା ଘଟିଥାଏ ଯାହାକୁ ଶୁଣିବା ପରେ ସହଜରେ ମଧ୍ୟ ବିଶ୍ଵାସ କରିବା ଅସମ୍ଭବ।ତେବେ ଆମେ ବର୍ତ୍ତମାନ ସେହିପରି ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଶୁଣିବା ପରେ ସହଜରେ ବିଶ୍ୱାସ କରିବା ଅସମ୍ଭବ।ତେବେ ଏହି ଘଟଣା ହେଉଛି ରାଜସ୍ଥାନର ଜୟପୁର ଜିଲ୍ଲାରେ।ତେବେ ସେହି ଅଞ୍ଚଳରେ କବିର ଦାସ ନାମକ ଜଣେ ବ୍ୟକ୍ତି ରହି ଥାଆନ୍ତି।ତେବେ ସେ ନିଜର ପାଠ ପଢା କରୁ ଥାଆନ୍ତି।

ଏହା ସହିତ ସେ ନିଜର ଘରେ ଏକ ମାତ୍ର ପୁଅ ଥିଲେ।ଏହା ସହିତ ସେ ଜଣେ ବହୁତ ଭଲ ପିଲା ଥିଲେ।ତେବେ ତାଙ୍କ ସହିତ ଏପରି ଏକ ଘଟଣା ଘଟିଲା ଖା ସମସ୍ତଙ୍କୁ ଚକିତ କରି ଦେଇଥିଲା।ତେବେ ସୂଚନା ଅନୁସାରେ ସେ ଥରେ ରାତିରେ ଖାଇ ପିଇ ସୋଇ ପଡ଼ିଥିଲେ।କିନ୍ତୁ ସକାଳ ହେବା ପରେ ତାଙ୍କର ଆଖି ଆଉ ଖୋଲି ନଥିଲା ଅର୍ଥାତ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ତେବେ ତାଙ୍କର ଏପରି ଅଚାନକ ଭାବରେ ମୃତ୍ୟୁ ହେବା ପରେ ସମସ୍ତେ ଚକିତ ହୋଇ ଯାଇଥିଲେ।କାରଣ ସେ ବହୁତ ସୁସ୍ଥ ମଣିଷ ଥିଲେ।ଏହା ପରେ ମଧ୍ୟ ତାଙ୍କ ସହିତ ଏପରି ହେବ ବୋଲି କେହି ସହଜରେ ବିଶ୍ୱାସ କରି ପାରୁ ନଥିଲେ।ତେବେ ତାଙ୍କର ମୃତ୍ୟୁ ପରେ ତାଙ୍କର ଶେଷ ସତ୍କାର ପାଇଁ ସମସ୍ତ ଆୟୋଜନ ଆରମ୍ଭ ହୋଇଗଲା।

ତେବେ ସେହି ସମୟରେ ଅଚାନକ ଭାବରେ ତାଙ୍କର ଶରୀରରୁ ଝାଳ ବୋହିବା ଆରମ୍ଭ ହୋଇ ଯାଇଥିଲା।ଏହା ସହିତ ଏହା ପରେ ଅଚାନକ ଭାବରେ ତାର ଚେତା ଫେରି ଆସିଥିଲା।ଏହା ସହିତ ଏହା ଦେଖିବା ପରେ ସମସ୍ତେ ଅଚାନକ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ଏହା ପରେ ସେ ଯାହା କହିଲା ଏହା ସମସ୍ତଙ୍କ ହୋସ ଉଡ଼ାଇ ଦେଇଥିଲା।

ତେବେ ସେ କହିଥିଲା କି ଗତ ରାତିରେ ସେ ଶୋଇବା ପରେ ତାର ମୃତ୍ୟୁ ହୋଇ ଯାଇଥିଲା।ଏହା ସହିତ ପରମାତ୍ମା ଆସି ତାକୁ ନିଜ ସହିତ ନେଇ ଯାଇଥିଲେ।ଏହା ସହିତ ଅନେକ ଲୋକ ଅତିକ୍ରମ କରି ଯିବା ପରେ ସେ ଶେଷରେ ଯାଇ ଯେଉଁ ସ୍ଥାନରେ ମନୁଷ୍ୟର ପାପ ପୁଣ୍ୟର ହିସାବ ହୋଇଥାଏ ସେହି ସ୍ଥାନରେ ଯାଇ ପହଞ୍ଚି ଯାଇଥିଲା।

ଏହା ସହିତ ସେହି ସ୍ଥାନରେ ପହଞ୍ଚିବା ପରେ ଏହା ଜଣା ପଡ଼ିଥିଲା କି ଯେଉଁ ବ୍ୟକ୍ତିର ମୃତ୍ୟୁ ହେବାର ଥିଲା ତାଙ୍କ ବଦଳରେ ସେହି ପିଲାର ମୃତ୍ୟୁ ହୋଇ ଯାଇଛି।ଏହି କାରଣରୁ ତାଙ୍କୁ ପୁଣି ଜୀବନ ଫେରାଇ ଦିଆ ଯାଇଥିଲା।ତେବେ ଏହା ପରେ ସେ କହିଥିଲେ କି ସେ ସ୍ଵୟଂ ଜମଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ।ଯେଉଁ କାରଣରୁ ତାଙ୍କର ଶରୀରରୁ ଝାଳ ବାହାରି ଥିଲା।ଏହା ସହିତ ସେ କହିଥିଲେ କି ସେ ଯାହା ସବୁ ଦେଖି ଆସିଥିଲେ ଏହାକୁ ସହଜରେ ବିଶ୍ୱାସ କରିବା ତାଙ୍କ ପାଇଁ ଅନେକ କଷ୍ଟ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *