ପ୍ରଥମ ଥର ପାଇଁ ଭାଇରାଲ ବୟ ସାନ୍ତୁନଙ୍କ ବାପା Sanjib କହିଲେ ସ।ନ୍ତୁନଙ୍କ ବିଷୟରେ ଏହି ଅଜଣା କଥା,କହିଲେ ସେ ଯେତେ ଗୀତ ଗେଲେ ମଧ୍ୟ…ଦେଖନ୍ତୁ Video

Spread the love

ତେବେ ବର୍ତ୍ତମାନ ସଙ୍ଗୀତ ଗାଇ ଲୋକମାନଙ୍କ ପ୍ରିୟ ହୋଇ ପାରିଥିବା ଶାନ୍ତନୁଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ସଙ୍ଗୀତ ପାଇଁ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ବାସ୍ତବରେ ସେ ଜଣେ ବହୁତ ଭଲ ସଂଗୀତକାର ମଧ୍ୟ।ତେବେ ତାଙ୍କର ସଙ୍ଗୀତ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳି ସାରିଲାଣି।ଏହା ସହିତ ସେ ବର୍ତ୍ତମାନ ଓଡ଼ିଶାର ନୂଆ ସ୍ବରରେ ଗୀତ ଗାଇ ଅନେକ ଲୋକପ୍ରିୟତା ପାଇ ପାରିଛନ୍ତି।

ତେବେ ସେ ଜଣେ ବହୁତ ଭଲ ସଂଗୀତକାର ଅଟନ୍ତି।ଏହା ସହିତ ସେ ସଙ୍ଗୀତ ଗାଇବା ସହିତ ସେ ଅଭିନୟ ମଧ୍ୟ କରି ପାରନ୍ତି।ଯାହା ଫଳରେ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ତେବେ ତାଙ୍କର ଗୀତ ଗାଇବାର ଭିନ୍ନ ଶୈଳୀ ପାଇଁ ଲୋକମାନଙ୍କୁ ସେ ଅନେକ ଭାବରେ ଭଲ ଲାଗି ଥାଆନ୍ତି।

ଏହା ସହିତ ସେ ବାସ୍ତବରେ ଜଣେ ବହୁତ ଭଲ କଳାକାର ଅଟନ୍ତି।ଏହା ସହିତ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ସେ ଅନେକ ଲୋକଙ୍କ ପାଖରେ ନିଜର ସ୍ଵର ପହଞ୍ଚାଇ ପାରିଛନ୍ତି।ଏହା ଆଜି ଏହି ସଂଗୀତକାର ବର୍ତ୍ତମାନ ଓଡ଼ିଶାର ଅନେକ ଲୋକମାନଙ୍କ ମନରେ ନିଜ ପାଇଁ ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ଏହି ସଂଗୀତକାର ଜଣକ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଯାହା ଫଳରେ ବର୍ତ୍ତମାନ ତାଙ୍କ ପରିବାର ଲୋକ ଏହାକୁ ନେଇ ଅନେକ ଖୁସି ମଧ୍ୟ ପ୍ରକାଶ କରିଛନ୍ତି।ତେବେ ତାଙ୍କର ପରିବାର ଲୋକଙ୍କ କହିବା ଅନୁସାରେ ସେମାନେ ବର୍ତ୍ତମାନ ତାଙ୍କର ପୁଅର ଏହି ସଫଳତାରେ ବହୁତ ଖୁସି ମଧ୍ୟ ଅଛନ୍ତି।

ତେବେ ତାଙ୍କର ପୁଅ ଜନ୍ମ ହୋଇଥିଲେ ବାଲେଶ୍ବର ଜିଲ୍ଲାରେ।ଏହା ପରେ ତାଙ୍କର ପିତାମାତା ଭୁବେଶ୍ୱର ଚାଲି ଆସିଥିଲେ।ଏହା ସହିତ ଏହା ପରେ ସେମାନେ ଅନେକ ସମୟରୁ ଭୁବନେଶ୍ଵରରେ ରହି ଆସୁଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ତାଙ୍କର ପୁଅକୁ ନେଇ ବହୁତ ଅଧିକ ଗର୍ବିତ ଥିବା କହିଛନ୍ତି।

ଏହା ସହିତ ତାଙ୍କର ପୁଅ ବର୍ତ୍ତମାନ ତାଙ୍କର ନାମକୁ ଅନେକ ଉଚ୍ଚକୁ ନେଇ ଯାଇଛି ବୋଲି ତାଙ୍କର ପିତା କହିଥିଲେ।ଏହା ସହିତ ସେ ପିଲାବେଳୁ ସଙ୍ଗୀତ ଗାଇବା ପାଇଁ ଇଚ୍ଛା ପ୍ରକାଶ କରି ଥିଲେ।ଏହା ସହିତ ଏହା ପରେ ସେ ସଙ୍ଗୀତ ଶିକ୍ଷା ମଧ୍ୟ କରିଥିଲେ।ଏହା ସହିତ ସେ ଆଜି ନିଜର ସେହି ସଙ୍ଗୀତ ପାଇଁ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।

ଏହା ସହିତ ସେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଘରେ ବର୍ତ୍ତମାନ ତାଙ୍କୁ ନେଇ ଅନେକ ଖୁସି ଥିବା କହିଛନ୍ତି ତାଙ୍କର ପିତା।ତେବେ ବାସ୍ତବରେ ସେ ଜଣେ ବହୁତ ଭଲ କଳାକାର ଭାବରେ ବର୍ତ୍ତମାନ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *