ପୁଅ ଓ ଝିଅ ବି ହୋଟେଲ୍ ରେ ବୁକ୍ କରିପାରିବେ ରୁମ୍ , Police କାର୍ଯ୍ୟନୁଷ୍ଠାନ କରିଲେ ତେବେ ଏହା ହେଲା ଆପଣଙ୍କ ଅଧିକାର

Spread the love

ଅବିବାହିତ ପୁଅ-ଝିଅ ବି ହୋଟେଲ୍ ରେ ରୁମ୍ ବୁକ୍ କରିପାରିବେ ,ଆପଣଙ୍କୁ କହିଦେବୁ କି ଅବିବାହିତ ଦମ୍ପତି ଙ୍କୁ ବହୁତ ଅଧିକାର ମିଳିଛି, କିନ୍ତୁ ବହୁତ ଲୋକଙ୍କୁ ଏହି ଅଧିକାରରୁ ସୁଚନା ନାହିଁ, ଏଥିରୁ କିଛି ଏମିତି ଅଧିକାର ଅଛି ଅବିବାହିତ ଦମ୍ପତିଙ୍କ ଏକ ରୁମ୍ ରେ ରହିବା ଏହା କୌଣସି ଅପରାଧ ନୁହେଁ, ଯଦି ଏମିତି କରିବାରେ ପୋଲିସ୍ ଆପଣଙ୍କୁ ପଚାରାଉଚୁରା କରୁଛି ତେବେ ଆପଣ ନିଜ ଅଧିକାର ଦ୍ୱାରା ପୋଲିସ୍ ସହ କଥାବାର୍ତ୍ତା କରିପାରିବେ ।

କହିଦେବୁ କି ହୋଟେଲ୍ ଆସୋସିଏସନ୍ ଅଫ୍ ଇଣ୍ତିଆ ଅନୁସାରେ ଏହି ପ୍ରକାରର କୌଣସି ବି ଆଇନ୍ ନାହିଁ ଯାହା ସାବାଳକ ଯୁବକ ଯୁବତୀଙ୍କୁ କେଉଁ ହୋଟେଲ୍ ରେ ରୁମରେ ରହିବାକୁ ମନାକରିବ ବା ଅଟକାଇବ, କିନ୍ତୁ ଏହା ସହ କିଛି ଏମିତି ସର୍ତ୍ତ ଅଛି ଯାହା ସବୁଠାରୁ ପ୍ରଥମେ ଦୁହେଁଙ୍କ ପାଖରେ ଆଇଡି କାର୍ଡ ହେବା ଜରୁରୀ ପୋଲିସ୍ ପଚାରା ଉଚୁରା ନିଶ୍ଚିତ କରିବ, କିନ୍ତୁ ଆପଣଙ୍କୁ ଗିରଫ କରିବାର ଅଧିକାର ପୋଲିସ୍ ପାଖରେ ନାହିଁ ।

ସାର୍ବଜନିନ ଜାଗାରେ କିଛି ଅଶ୍ଳିଳ ହରକତ୍ କରିବା ଆଇନଗତ ଅପରାଧ ଅଟେ, ଏମିତି କରିଲେ ଆଇନ୍ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ, କିନ୍ତୁ ହୋଟେଲ୍ ରେ ରହିବାକୁ ନେଇ କିଛି ଅପରାଧ ନୁହେଁ , ଏଥିପାଇଁ ଯିବେ ବି ସାବାଳକ କିମ୍ବା ବାଳିକା ନିଜେ ହୋଟେଲ୍ ରେ ରହିପାରିବେ ।ଆପଣଙ୍କୁ କହିଦେବୁ କି ଭାରତୀୟ ବୟସ୍କତା ଅଧିନିୟମ ଅନୁସାରେ ୧୮ ବର୍ଷର ଝିଅ ଓ ୨୧ ବର୍ଷର ପୁଅ ନିଜ ଇଚ୍ଛାରେ ବିବାହ କରିବାର ସଂବନ୍ଧରେ ଅଧିକାର ଅଛି

ଆଇଡି ପ୍ରୁଫ୍ ଦେବାପରେ ଆପଣଙ୍କୁ କେଉଁ ବି ହୋଟେଲ୍ ସଂଚାଳକ ରୁମ୍ ଦେବାରେ ମନାକରିପାରିବେ ନାହିଁ, କିନ୍ତୁ ଯଦି ପୋଲିସ୍ ଛାପା ମାରେ ତେବେ ଯୁବକ ଯୁବତୀଙ୍କୁ ସଂମ୍ପର୍କ ବିଷୟରେ କହିପାରିବେ , ତାହା ସହ୍ ନିଜ ଆଇଡି ପ୍ରୁଫ୍ ବି ଦେଖାଇପାରିବେ ,କିମ୍ବା ନିଜ ପରିଜନଙ୍କ ସହ୍ କଥାବାର୍ତ୍ତାକରାଇପାରିବେ

ଆପଣଙ୍କୁ କହିଦେବୁ କି ଏହି ପ୍ରକାରର ମାମଲାରେ ପୋଲିସ୍ ଇମୋରାଲ୍ ଟ୍ରାଫିକ୍ ଆକ୍ଟ ଅନ୍ତର୍ଗତ କାର୍ଯ୍ୟନୁଷ୍ଠାନ କରିପାରେ, ଏହି ଆକ୍ଟର ବ୍ୟବହାର ଅନୈତିକ ଗତିବିଧିଗୁଡିକ ରୋକିବାପାଇଁ କରାଯାଏ , ଏମିତିରେ ଯଦି ଆପଣ କେଉଁ ଅବିବାହିତ ଯୋଡା ପରସ୍ପର ସଂବନ୍ଧରେ ଅହନ୍ତି ଓ ତାଙ୍କ ଘରେ ଏହି ବିଷୟରେ ସୁଚନା ଅଛି, ତେବେ ପୋଲିସ୍ ଏହି ବିଷୟରେ କିଛି ବି ଆଇନଗତ କାର୍ଯ୍ୟନୁଷ୍ଠାନ୍ ନେଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *