ତାରିଣୀ ଆଖିରେ ତାରା Serial ରେ ଅଭିନୟ କରୁଥିବା କଳାକାର ମାନଙ୍କର ଜୀବନସାଥି ମାନକୁ ଜାଣିରଖନ୍ତୁ,କିଏ କାହାର ମନର ମଣିଷ ଜାଣିରଖନ୍ତୁ

Spread the love

ତେବେ ଆମେ ପ୍ରତିଦିନ ତାରିଣୀ ଆଖିରେ ତାରା ଚଳଚ୍ଚିତ୍ର ଦେଖୁ।ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅନେକ କଳାକାର ସେମାନଙ୍କ ଅଭିନୟ ମାଧ୍ୟମରେ ଏହି ଚଳଚିତ୍ରକୁ ବହୁତ ପ୍ରତିଷ୍ଠା ଦେଇ ପାରିଛନ୍ତି।ଏହା ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସମ୍ମାନ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ଏହି ଚଳଚ୍ଚିତ୍ର ଅନେକ ପୁରସ୍କାର ମଧ୍ୟ ପାଇ ସାରିଛି।ଏହି ଚଳଚ୍ଚିତ୍ର ବର୍ତ୍ତମାନ ଓଡ଼ିଶାର ଲୋକଙ୍କର ଏକ ପ୍ରିୟ ଚଳଚ୍ଚିତ୍ର ହୋଇ ପାରିଛି।

ତେବେ ଆମେ ବର୍ତ୍ତମାନ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ପ୍ରତ୍ୟେକ କଳାକାର ମାନଙ୍କର ଜୀବନସାଥି ମାନଙ୍କ ସଂପର୍କରେ ଆଲୋଚନା କରିବା।ସେମାନେ କଣ କରନ୍ତି ଓ ସେମାନେ କାହାକୁ ବିବାହ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ମାମୁନିଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ଏହି ଚଳଚ୍ଚିତ୍ରରେ ରୁକ୍ମିଣୀ ଭୂମିକାରେ ଅଭିନୟ କରନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି।ତେବେ ତାଙ୍କର ପତି ଜଣେ ଘୋରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।

ଏହାପରେ ହେଉଛନ୍ତି ଅସୀମା ପତି।ଆମେ ସମସ୍ତେ ଅସୀମାଙ୍କୁ ଏହି ଚଳଚ୍ଚିତ୍ରରେ ତାରା ଭୂମିକାରେ ଅଭିନୟ କରୁଥିବାର ଦେଖିଛୁ।ସେ ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ବହୁତ ଅଧିକ ପ୍ରସିଦ୍ଧି ଲାଭ କରି ପାରିଛନ୍ତି।ତେବେ ସେ ଅନେକ ଦିନ ହେବ କୌଣସି ଏକ ପୁରୁଷ ବନ୍ଧୁ ସହିତ ସମ୍ପର୍କରେ ଅଛନ୍ତି।ତେବେ ସେ ତାଙ୍କର ନାମ ଘୋଷଣା କରି ନାହାନ୍ତି।ଏହା ସହିତ ଖବର ମିଳୁଛି କି ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ଏହାପରେ ହେଉଛନ୍ତି କାଜଲ ମିଶ୍ର।ଯିଏକି ଏହି ଚଳଚ୍ଚିତ୍ରରେ ମୋହିନୀ ଭୂମିକାରେ ଅଭିନୟ କରୁଛନ୍ତି।ସେ ଏହି ଚଳଚ୍ଚିତ୍ରରେ ବହୁତ ଭଲ ଅଭିନୟ କରିଛନ୍ତି।ତେବେ ସେ କିଛି ବର୍ଷ ତଳେ ବିବାହ କରିଥିଲେ।ତାଙ୍କର ପତିଙ୍କ ନାମ ହେଉଛି ଦୁଷ୍ମନ୍ତ ପଣ୍ଡା।

ଏହାପରେ ହେଉଛନ୍ତି ଦେବ ମହାନ୍ତି।ଯିଏକି ଏହି ଚଳଚ୍ଚିତ୍ରରେ ତରୁଣ ଭୂମିକାରେ ଅଭିନୟ କରିଛନ୍ତି।ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି।

ଏହାପରେ ହେଉଛନ୍ତି ମିଲି ମହାନ୍ତି।ଯିଏକି ଏହି ଚଳଚ୍ଚିତ୍ରରେ କନିକା ଭୂମିକାରେ ଅଭିନୟ କରିଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।ତେବେ ସେ ବିବାହ କରି ସାରିଛନ୍ତି ଓ ତାଙ୍କର ଏକ ପୁଅ ମଧ୍ୟ ରହିଛି।

ଏହାପରେ ହେଉଛନ୍ତି ମିଥିଲେସ କୁମାର।ସେ ଏହି ଚଳଚ୍ଚିତ୍ରରେ ବିର ଭୂମିକାରେ ଅଭିନୟ କରୁଛନ୍ତି।ସେ ବିବାହ କରି ସାରିଛନ୍ତି।

ଏହାପରେ ହେଉଛନ୍ତି ସୁମନ ପଟ୍ଟନାୟକ।ଯିଏକି ଏହି ଚଳଚ୍ଚିତ୍ରରେ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।

ଏହାପରେ ହେଉଛନ୍ତି ସପ୍ଲିନ ମିଶ୍ର।ସେ ଏହି ଚଳଚ୍ଚିତ୍ରରେ ତୁଷାର ଭୂମିକାରେ ଅଭିନୟ କରୁଛନ୍ତି।ତେବେ ଶୁଣିବାକୁ ମିଳୁଛି କି ସେ ସୁଶ୍ରୀ ସବିତାଙ୍କ ସହିତ ବର୍ତ୍ତମାନ ସମ୍ପର୍କରେ ଅଛନ୍ତି।ତେବେ ଏହା କେତେ ଦୂର ସତ୍ୟ ତାହା ସଠିକ ଭାବରେ ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *