କଟକ ରେ ସ୍ୱାମୀ ସ୍ତ୍ରୀ ଭିତରେ Taato ବିବାଦ କୁ ନେଇ ଆସିଲା ନୂଆ ଟ୍ଵିଷ୍ଟ – ସ୍ୱାମୀ କହିଲେ ସେଦିନ ରାତିରେ ମୁଁ ତାଙ୍କ ପାଖକୁ ଯିବା ଆଗରେ ସେ ମତେ…

Spread the love

ପ୍ରେମ ଏକ ବହୁତ ବଡ଼ ଶବ୍ଦ।କିନ୍ତୁ ଆଜିକାଲି କିଛି ଲୋକମାନଙ୍କ ପାଇଁ ଏହି ଶବ୍ଦ କଳଙ୍କିତ ହୋଇ ସାରିଛି।ତେବେ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ପ୍ରେମ ଜାଲରେ ଅନେକ ଯୁବକ ଓ ଯୁବତୀ ମାନଙ୍କୁ ଫସାଇ ସେମାନଙ୍କର ଅନେକ ଫାଇଦା ଉଠାଉଛନ୍ତି।ତେବେ ଆମେ ଆଜିକାଲି ଏପରି ଅନେକ ଘଟଣା ବିଷୟରେ ଶୁଣିଥିବା ଯେଉଁଥିରେ ଗୋଟେ ପୁରୁଷ ଅନ୍ୟ ଏକ ଝିଅକୁ ଧୋକା ଦେଇଥିବ।ତେବେ ଆଜିକାଲି ସମାଜରେ ଏହାର ସମ୍ପୂର୍ଣ୍ଣ ବିପରୀତ ଘଟଣା ଦେଖିବାକୁ ମିଳୁଛି।

ଅର୍ଥାତ ଆଜିକାଲି ସମାଜରେ ଅନେକ ପୁରୁଷ ମହିଳା ମାନଙ୍କ ଦ୍ଵାରା ଶୋଷଣ ହେଉଛନ୍ତି।ଏହା ସହିତ ସେମାନେ ସେହି ମହିଳା ମାନଙ୍କ ଜାଲରେ ସହଜରେ ଫସି ଯାଉଛନ୍ତି।ଯାହା ଫଳରେ ସେମାନେ ଆଉ ସେହି ଜାଲରୁ ମୁକୁଳି ପାରୁ ନାହାନ୍ତି।ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ।କଟକ ଜିଲ୍ଲାରେ ଏହି କିଛିଦିନ ତଳେ ଏକ ବିବାହ ହୋଇଥିଲା।

ତେବେ ସେହି ବିବାହ ଅନେକ ଆନନ୍ଦର ସହିତ ସମ୍ପୂର୍ଣ୍ଣ ହୋଇଥିଲା।ତେବେ ଏହାପରେ ଆରମ୍ଭ ହୋଇଥିଲା ସମସ୍ତ ସମସ୍ୟା।ଯାହା ବର୍ତ୍ତମାନ ଏକ ଭୟଙ୍କର ରୁପ ନେଇଛି।ତେବେ ଘଟଣାଟି ହେଉଛି କି ଫେସବୁକରେ ସମ୍ବିତ ନାମକ ଜଣେ ଯୁବକ ଜଣେ ମହିଳାଙ୍କ ସହିତ ବନ୍ଧୁତା କରିଥିଲେ।ଏହାପରେ ସେମାନଙ୍କର ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା।

ଏହାପରେ ସେହି ଝିଅ ଜଣଙ୍କ ସେହି ପୁଅ ସହିତ ବିବାହ କରିବାକୁ ସେହି ପୁଅଙ୍କୁ ବାଧ୍ୟ କରିଥିଲା।ସମ୍ବିତ ପ୍ରଥମେ ସେହି ଝିଅକୁ ବିବାହ କରିବାକୁ ରାଜି ହୋଇ ନଥିଲେ।ଏହାପରେ ସେହି ଝିଅ ଜଣଙ୍କ କୌଣସି ବି ପ୍ରକାରରେ ସମ୍ବିତଙ୍କୁ ବିବାହ କରିବା ପାଇଁ ରାଜି କରାଇ ଦେଇଥିଲେ।ଏହାପରେ ସେମାନେ ବିବାହ କରିଥିଲେ।ମାତ୍ର ଅସଲ ସମସ୍ୟା ଆରମ୍ଭ ହୋଇଥିଲା ବିବାହ ପରେ।

ବିବାହ ପରେ ସମ୍ବିତଙ୍କ ପାଖକୁ ଏକ ଅଜଣା ପୁଅଙ୍କର କଲ ଆସିଥିଲା ଏହାପରେ ସେହି ପୁଅ ଜଣଙ୍କ ସେହି ଝିଅର ଚରିତ୍ର ବିଷୟରେ କହିଥିଲେ।ଏହା ସବୁ ଶୁଣିବା ପରେ ସେ ବିଶ୍ୱାସ କରି ପାରି ନଥିଲେ।ତେବେ ସେ ଅନୁସନ୍ଧାନ କରି ଜାଣିଥିଲେ କି ସେହି ସମସ୍ତ କଥା ସତ୍ୟ ଓ ସେହି ଝିଅ ଜଣଙ୍କ ଖରାପ ଚରିତ୍ରର।ଏହା ସହିତ ସେ ଦିନେ ଏକ ରାତିରେ ସେହି ଝିଅକୁ ମ-ଦ ଓ ସି-ଗ୍ରାଟ ଟାଣୁ ଥିବା ଅବସ୍ଥାରେ ଦେଖିଥିଲେ।

ଏହାପରେ ସେ ବୁଝି ଯାଇଥିଲେ କି ସେହି ଝିଅଟି କେଉଁ ପ୍ରକାରର।ଏହାପରେ ସେ ସେହି ଝିଅ ବିଷୟରେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ।ମାତ୍ର ସେହି ଝିଅର ଘରଲୋକ ଓଲଟା ତାଙ୍କୁ ଗାଳି କରିଥିଲେ।ଏହା ସହିତ ସେହି ଝିଅ ଜଣଙ୍କ ବର୍ତ୍ତମାନ ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି ଓ ସେଠାରେ ସେ ନିଜର ପତିଙ୍କ ଉପରେ ଅନେକ ମିଥ୍ୟା ଆରୋପ ଲଗାଉଛନ୍ତି।

ସେ କହିଛନ୍ତି କି ତାଙ୍କର ପତି ତାଙ୍କୁ ବହୁତ ଆଘାତ ଦେଇଛନ୍ତି ଓ ଯୌତୁକ ମଧ୍ୟ ଦାବି କରିଛନ୍ତି।ମାତ୍ର ଏହାକୁ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ବୋଲି କହିଛନ୍ତି ତାଙ୍କ ପତ୍ନୀ।ତେବେ ସେ ସେହି ଝିଅ ଠାରୁ ତୁରନ୍ତ ଛାଡ଼ପତ୍ର ପାଇବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *