ପ୍ରତି ଗୁରୁବାର ଦିନ କରନ୍ତୁ ଏହି ଗୋଟିଏ କାମ ଜୀବନରେ ଖାଲି ଧନ ହିଁ ଧନ- ଅନେକ ପିଢ଼ି ପର୍ଯ୍ୟନ୍ତ ଅଭାବ (Problem) ଦେଖାଯିବ ନାହିଁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଗୁରୁବାର ଦିନ ଏହି ସବୁ କାମ ମଧ୍ୟରୁ କରନ୍ତୁ ଗୋଟିଏ କାମ।ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଯିବ।ସମସ୍ତ ସମସ୍ୟା ମାନ ଦୂର ହୋଇଯିବ।ଅତି ସରଳ ଉପାୟ ମାନ ଏହା ଅଟେ।ସାଙ୍ଗମାନେ ଗୁରୁବାର ହେଉଛି ବୃହସ୍ପତିଙ୍କ ବାର ଏବଂ ବିଷ୍ଣୁଙ୍କ ବାର ମଧ୍ୟ।ଏହି ଦେବତା ଧନ ଏବଂ ଏଇଶ୍ଵର୍ଯ୍ୟର ଅଧିକାରୀ ଅଟନ୍ତି।ତେଣୁ ଏହି ଦୁଇ ମହା ଶକ୍ତିଙ୍କ ଠାରୁ କୃପା ପାଇବା ପାଇଁ ଏହି ଗୁରୁବାର ଟି ଅତ୍ୟନ୍ତ ଶୁଭ ଦିନ ଅଟେ।

ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ ଯେଉଁ ସରଳ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ସମସ୍ତ ଇଛା ପୂର୍ଣ ହୋଇଯିବ।ଏବଂ ଏହା ସହିତ ଆପଣଙ୍କ ମନରେ ଯେତେ ବି ଇଚ୍ଛା ଆସୁ ସମସ୍ତ ଇଚ୍ଛା ପୂର୍ଣ ହୋଇଯିବ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମରେ ହେଉଛି ଆପଣ ଯେଉଁ ଜଳରେ ସ୍ନାନ କରୁଛନ୍ତି ସେଥିରେ ହଳଦି ମିଶାଇ ସ୍ନାନ କରନ୍ତୁ।ଏହାଦ୍ୱାରା ଆପଣଙ୍କ ଅନେକ ସମସ୍ୟା ମାନ ଦୂର ହୋଇଥାଏ।ଏହି ହଳଦି ପାଣି ଗୁରୁଙ୍କୁ ପ୍ରଭାଭିତ କରିଥାଏ।ତେଣୁ ହଳଦି ପାଣିରେ ସ୍ନାନ କରିବା ଦ୍ୱାରା ଆପଣଙ୍କ ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯାଇଥାଏ।ସ୍ୱାସ୍ଥ୍ୟ ସମସ୍ୟା, ଧନ ସମସ୍ୟା ଏବଂ ଦୁଶ୍ଚିନ୍ତା ମାନ ସବୁ ସୁର ହୋଇଥାଏ।ଏହାକୁ ପ୍ରତି ଗୁରୁବାର ଦିନ ହିଁ କରନ୍ତୁ।

ଦ୍ୱିତୀୟ ଉପାୟଟି ହେଉଛି ହଳଦି ରଙ୍ଗର ଫୁଲ ପ୍ରତି ଗୁରୁବାର ଦିନ ବିଷ୍ଣୁ ଭଗବାନଙ୍କୁ ଅର୍ପଣ କରନ୍ତୁ।କାରଣ ଏହି ହଳଦି ରଙ୍ଗର ଫୁଲ ଦ୍ୱାରା ଭଗବାନ ବିଷ୍ଣୁ ଟାଣି ହୋଇ ଆସିଥାନ୍ତି ଏବଂ ପ୍ରସନ ହୋଇଥାନ୍ତି।ତୃତୀୟରେ କିଛି ହଲଦୀକୁ ନେଇ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ।

ଏହାପରେ ଆପଣଙ୍କ ମନରେ ଯେଉଁ ସବୁ ଇଛା ଅଛି ତାହାକୁ ପ୍ରାଥନାରେ ଜଣାନ୍ତୁ।ଦେଖିବେ ଆପଣଙ୍କ ସେହି ସମସ୍ତ ଇଛା ପୂର୍ଣ୍ଣ ହୋଇଯିବ।ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ ତାହା ଜଣାନ୍ତୁ ଘରେ ଧନର ସମସ୍ୟା ଥିଲେ ତାହା ମଧ୍ୟ ଜଣାନ୍ତୁ।କରଜ ଗ୍ରସ୍ତ ହୋଇଥିଲେ କରଜରୁ ମୁକ୍ତ ହେବାପାଇଁ ମଧ୍ୟ ଜଣାନ୍ତୁ।

ଏହି ସମସ୍ତ ପ୍ରକାରର ଇଚ୍ଛା ପୁରଣ ପାଇଁ ପ୍ରାର୍ଥନା କରନ୍ତୁ ଦେଖିବେ ଖୁବ ଶୀଘ୍ର ଆପଣଙ୍କ ଏହି ସବୁ ସମସ୍ୟା ମାନ ଦୂର ହୋଇଯିବ।ଏହାପରେ ଚତୁର୍ଥ ଉପାୟଟି ହେଉଛି ହଳଦି ଖଣ୍ଡକୁ ସୁତାରେ ଗୁନ୍ଥି ମାଳ କରନ୍ତୁ।ଏବଂ ତାହାକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ।ଏପରି କରିବା ଦ୍ୱାରା ସେହି ଦିନ ଠାରୁ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ରୂପରେ ବାନ୍ଧି ହୋଇ ରହିଥାନ୍ତି।

Leave a Reply

Your email address will not be published. Required fields are marked *