ସାର୍ଥକ ଟିଭିର କଳାକାର ମାନଙ୍କର ପ୍ରକୃତ ମା – ଏମାନଙ୍କୁ ଆପଣ କେବେ ଦେଖି ନଥିବେ – ଦେଖନ୍ତୁ କାହା ମା ଅଧିକ ସୁନ୍ଦର

Spread the love

ମାଆ ଏକ ଏପରି ଶବ୍ଦ ଯାହା ଅନେକଙ୍କ ମନରେ ସମ୍ମାନ ଓ ପ୍ରେମ ଭାବନା ସୃଷ୍ଟି କରିଥାଏ।ଏହି ଦୁନିଆରେ ସମସ୍ତେ ସବୁଠାରୁ ଅଧିକ ନିଜର ମାଆଙ୍କୁ ଭଲ ପାଇଥାନ୍ତି।ତେବେ ଆମେ ପ୍ରତିଦିନ ସାର୍ଥକ ଟିଭିରେ ଅନେକ ଚଳଚ୍ଚିତ୍ର ଦେଖୁ ତେବେ ସେହି ସମସ୍ତ ଚଳଚ୍ଚିତ୍ରରେ ହିରୋ ଭୂମିକାରେ ଅଭିନୟ କରୁଥିବା କଳାକାର ମାନେ ନିଜର ଅଭିନୟ ମାଧ୍ୟମରେ ଆପଣ ମାନଙ୍କର ଖୁବ ମନୋରଞ୍ଜନ କରନ୍ତି।ତେବେ ଆମେ ସମସ୍ତେ କେବେ ସେମାନଙ୍କର ପରିବାର ବିଷୟରେ ଜାଣିବାକୁ ଚେଷ୍ଟା କରି ନ ଥାଉ।ତେବେ ଆମେ ବର୍ତ୍ତମାନ ସେମାନଙ୍କର ମାଆଙ୍କ ବିଷୟରେ ଏହିଠାରେ ଆଲୋଚନା କରିବା।

ପ୍ରଥମେ ହେଉଛନ୍ତି ଦିବ୍ୟାଦୃଷ୍ଟି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ରିତିକ ମିଶ୍ରଙ୍କ ବିଷୟରେ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହା ସହିତ ବର୍ତ୍ତମାନ ସେ ନିଜର ଅଧିକାଂଶ ସମୟ ନିଜର ମାଆଙ୍କ ସହ ବିତାଉ ଥିବାର ଜଣା ପଡ଼ିଛି।ସେ ନିଜର ଓ ନିଜ ମାଆଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।ଏହାପରେ ହେଉଛନ୍ତି ସାର୍ଥକ ଟିଭିର ଅନ୍ୟ ଏକ କଳାକାର ଅମର ଚିନଚାନି।

ତାଙ୍କର ମାତାଙ୍କ ନାମ ହେଉଛି କାଞ୍ଚନ ଚିନଚାନି। ଅମର ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ ହୋଇପାରିଛନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ନିଜର ତଥା ନିଜର ପରିବାରର ନାମ ଅନେକ ଉଚ୍ଚକୁ ନେଇ ପାରିଛନ୍ତି।

ଏହାପରେ ହେଉଛନ୍ତି ନିଲ ପଣ୍ଡା।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ସେ ମଧ୍ୟ ନିଜର ମାଆଙ୍କ ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ଛାଡ଼ିବାର ଦେଖାଯାଉଛି।ଏହା ସହିତ ସେ ବର୍ତ୍ତମାନ ନିଜର ଅଧିକାଂଶ ସମୟ ନିଜର ମାଆଙ୍କ ସହିତ ବିତାଉଛନ୍ତି।

ଏହାପରେ ହେଉଛନ୍ତି ସୁବାଶିସ ମିଶ୍ର।ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ତଥା ନିଜର ମାଆଙ୍କ ନାମକୁ ଅନେକ ଉଚ୍ଚକୁ ନେଇ ଯାଇଛନ୍ତି।ଏହାପରେ ହେଉଛନ୍ତି ସନ୍ଦୀପ ମିଶ୍ର ତାଙ୍କର ମାତାଙ୍କ ନାମ ହେଉଛି କଳ୍ପନା ରଥ।ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରିବାରେ ସଫଳ ହୋଇଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କର ମନୋରଞ୍ଜନ କରିଥାନ୍ତି ସେ ନିଜର ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଲୋକଙ୍କର ମନୋରଞ୍ଜନ କରନ୍ତି।

ଏହାପରେ ହେଉଛନ୍ତି ରୁଦ୍ରଜିତ ମୁଖାର୍ଜୀ।ସେ ମଧ୍ୟ ତାଙ୍କର ଅଭିନୟ ମାଧ୍ୟମରେ ଖୁବ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ସୋସିଆଲ ମିଡିଆରେ ଅନେକ ଅନୁଗତ ରହିଛନ୍ତି।ଯେଉଁମାନେ ତାଙ୍କର ଅଭିନୟ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି।ସେ ନିଜର ତଥା ନିଜର ମାଆଙ୍କ ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ଛଡୁଥିବାର ଦେଖା ଯାଉଛି।ଏହାପରେ ହେଉଛନ୍ତି କୁଶଳ ଆହୁଜା।ସେ ମଧ୍ୟ ନିଜର ଅଭିନୟ ମାଧ୍ୟମରେ ଅନେକ ସମ୍ମାନ କମାଇ ସାରିଲେଣି।ତାଙ୍କ ମାତାଙ୍କ ନାମ ହେଉଛି ସୋନି ଆହୁଜା।ଏହି ସମସ୍ତେ ହେଉଛନ୍ତି ଆମ ସାର୍ଥକ ଟିଭିର କଳାକାର ମାନଙ୍କର ପ୍ରକୃତ ମା।

Leave a Reply

Your email address will not be published. Required fields are marked *