ଯଦି ସୁମିତଙ୍କ ପରିବାରକୁ ଆମେ ତାଲା ମରିଛୁ ତାହେଲେ ଗ୍ୟାସବାଲା ଆସି Gas କେମିତି ଦେଲା,ନିଜେ କଲେ ଏତେ ବଡ ଖୁଲାସା..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ବର୍ତ୍ତମାନ ଧିରେ ଧିରେ ବଢ଼ି ଚାଲିଛି।ଏହା ସହିତ ଏହି କଳହର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରୁ ନାହିଁ।ତେବେ ଏହି କଳହ ବର୍ତ୍ତମାନ ସମ୍ପୂର୍ଣ୍ଣ ଓଡ଼ିଶାରେ ଏକ ଚର୍ଚ୍ଚାର କାରଣ ହୋଇସାରିଛି।ତେବେ ଆଗାମୀ ୪ ତାରିଖରେ ଏହି ଘଟଣାର ଶୁଣାଣି ଥିବାରୁ ବର୍ତ୍ତମାନ ଅନେକ ଲୋକ ଏହି ଶୁଣାଣିକୁ ଅପେକ୍ଷା କରି ରହିଛନ୍ତି।

ତେବେ ଅନେକ ଲୋକ ତପସ୍ଵିନୀଙ୍କ ସପକ୍ଷରେ ଥିବା ସମୟରେ ଆଉ କିଛି ଲୋକ ବର୍ତ୍ତମାନ ଡକ୍ଟର ସୁମିତଙ୍କ ସପକ୍ଷରେ କଥା କହୁଛନ୍ତି।ତେବେ ଏହି ଶୁଣାଣି ପରେ ଜଣା ପଡ଼ିବ କି କିଏ ସଠିକ ବୋଲି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ମଧ୍ୟ ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ଅପେକ୍ଷା କରି ରହିଛନ୍ତି।

ତେବେ ତପସ୍ଵିନୀ ବର୍ତ୍ତମାନ ନିଜର ପତି ଓ ତାଙ୍କର ପରିବାର ଉପରେ ବର୍ତ୍ତମାନ ନିଜର କିଛି କଥା ରଖିଛନ୍ତି।ତେବେ ତପସ୍ଵିନୀ କହିଛନ୍ତି କି ତାଙ୍କର ପରିବାର ଲୋକ ଓ ଡକ୍ଟର ସୁମିତ ଉଭୟ ଭିନ୍ନ ଭିନ୍ନ କଥା କହିଛନ୍ତି।ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବାକୁ ଚାହୁଁଥିବା ସମୟରେ ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କୁ ବର୍ତ୍ତମାନ ନିଜର ଘରକୁ ଆଣିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।

ଯାହା ଫଳରେ ତପସ୍ଵିନୀ ବର୍ତ୍ତମାନ ନିଜର ପତି ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ବର୍ତ୍ତମାନ ଏହି କଥା ସହିତ ତପସ୍ଵିନୀ ଆଉ କିଛି କଥା ମଧ୍ୟ କହିଛନ୍ତି।ତପସ୍ଵିନୀ କହିଛନ୍ତି କି ତାଙ୍କୁ ନିଜର ଘରକୁ ନେବା ପାଇଁ ତାଙ୍କର ବନ୍ଧୁମାନେ ଆଉ କିଛି କଥା କହିଛନ୍ତି।

ତେବେ ତପସ୍ଵିନୀ କହିଛନ୍ତି କି ଡକ୍ଟର ସୁମିତଙ୍କ ବନ୍ଧୁ ମାନଙ୍କର କହିବା ଅନୁସାରେ ଡକ୍ଟର ସୁମିତ ତପସ୍ୱିନୀଙ୍କୁ ନିଜର ଘରକୁ ଆଣିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କର ପିତା ବର୍ତ୍ତମାନ ତପସ୍ୱିନୀଙ୍କୁ ନିଜର ଘରକୁ ଆଣିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ କହିଛନ୍ତି କି ଏଥିରେ ବର୍ତ୍ତମାନ କିଏ କେଉଁ କଥା କହିଛନ୍ତି ଏହା ସଠିକ ଭାବରେ ମଧ୍ୟ ଜଣା ପଡୁ ନାହିଁ।

ତେବେ ଆଉ କିଛି ଲୋକଙ୍କ କହିବା ଅନୁସାରେ ଡକ୍ଟର ସୁମିତଙ୍କ ପିତା ତାଙ୍କୁ ନିଜର ଘରକୁ ଆଣିବାକୁ ଚାହୁଁଥିବା ବେଳେ ଡକ୍ଟର ସୁମିତ ତାଙ୍କୁ ବର୍ତ୍ତମାନ ଆପଣାଇବାକୁ ଚାହୁଁ ନାହାନ୍ତି।ତେବେ ଏହି ଘଟଣାର ଶୁଣାଣି ଆଗାମୀ ୪ ତାରିଖରେ ହେବାକୁ ଯାଉଛି।ତେବେ ଏହି ଶୁଣାଣି ପରେ ସବୁକିଛି ସମାଧାନ ହୋଇଯିବ ବୋଲି ବର୍ତ୍ତମାନ ଅନେକ ଲୋକ ମତ ରଖିଛନ୍ତି।ଏହା ସହିତ ତପସ୍ଵିନୀ ମଧ୍ୟ ବର୍ତ୍ତମାନ ଏହାକୁ ଅପେକ୍ଷା କରି ରହିଛନ୍ତି କି ଏହି ଘଟଣାର ଶୁଣାଣି କେବେ ହେବ ଓ ସେ ଏହା ଆଶା ରଖିଛନ୍ତି କି ଶୁଣାଣି ତାଙ୍କର ସପକ୍ଷରେ ରହିବ।

Leave a Reply

Your email address will not be published. Required fields are marked *