Sidhant ମହାପାତ୍ରଙ୍କ ଝିଅ ଙ୍କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ,ସୁନ୍ଦରତା ରେ ବୋଉ Mama Mishra ଙ୍କୁ ମଧ୍ୟ ବଳିଯିବେ,ହେଲେ କାହିଁକି ଆଜି ଯାଏ ହିରୋଇନ ହେଇ ନାହାନ୍ତି ଜାଣିରଖନ୍ତୁ

Spread the love

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରାଇ ପାରିଥିଲେ।ସେ ଓଡ଼ିଆ ଅଭିନୟ ଜଗତର ଜଣେ। ଆଗ ଧାଡ଼ିର ଅଭିନେତା।ସେ ୧୯୬୬ ମସିହା ମେ ମାସ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପରିବାର ପାଇଁ ସେ ଏକ ବହୁତ ବଡ଼ ବରଦାନ ସଦୃଶ ଥିଲେ।ସେ ଜଣେ ଅଭିନେତା ସହିତ ଜଣେ ରାଜନେତା ମଧ୍ୟ।

ତେବେ ସେ ଅନେକ ଫିଲ୍ମରେ ଅଭିନୟ କରି ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଜଣେ ଏପରି ଅଭିନେତା ଯିଏକି ନିଜର ଅଭିନୟ ଦ୍ୱାରା ଯେ କୌଣସି ପରିସ୍ଥିତିକୁ ଜୀବନ୍ତ କରି ପାରେ।ସେ ୨୦୦୩ ମସିହାରେ ପ୍ରଥମେ ରଚନାଙ୍କୁ ବିବାହ କରିଥିଲେ।ଏହାପରେ ରଚନା ଓ ତାଙ୍କ ମାଧ୍ୟମରେ କିଛି ମତାନ୍ତର ହେବାରୁ ଏହାର ଏକ ବର୍ଷ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇ ଯାଇଥିଲା।

ଏହାପରେ ସିଦ୍ଧାନ୍ତ ମହାପାତ୍ର ସେହି ବର୍ଷ ଅର୍ଥାତ ୨୦୦୪ ମସିହାରେ ମାମା ମିଶ୍ରଙ୍କୁ ବିବାହ କରିଥିଲେ।ଏହାପରେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ।ଗୋଟିଏ ପୁଅ ଓ ଗୋଟିଏ ଝିଅ।ଏହା ସହିତ ସେ ଜଣେ ବହୁତ ଭଲ କଳାକାର।ସେ ଅନେକ ଦିନ ଧରି ଓଡ଼ିଆ ଅଭିନୟ ଜଗତରେ ରାଜ କରିଥିଲେ ତାଙ୍କର ଅଭିନୟରେ ଯେ କୌଣସି ବ୍ୟକ୍ତି ମଧ୍ୟ ମୋହିତ ହୋଇ ଯାଇପାରେ।

ତେବେ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ପାଇଁ ପ୍ରେରଣା ମଧ୍ୟ ହୋଇ ପାରିଛନ୍ତି।ତାଙ୍କ ଅଭିନୟରେ ଏକ ଯାଦୁ ରହିଥାଏ ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ।ତାଙ୍କର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ସେ ବହୁତ ଅଧିକ ପ୍ରସିଦ୍ଧ ଥିଲେ।ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

ତାଙ୍କର ପତ୍ନୀ ମାମା ମିଶ୍ର ପୂର୍ବରୁ ଜଣେ ଅଭିନେତ୍ରୀ ଥିଲେ।ସେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିବା ପରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଅଭିନୟ ଜଗତରୁ ଦୂରେଇ ନେଇ ଯାଇଛନ୍ତି।ସିଦ୍ଧାନ୍ତ ମହାପାତ୍ର ରାଇରଙ୍ଗପୁର କଲେଜରୁ ନିଜର ପାଠ୍ୟ ଶିକ୍ଷା ସମାପ୍ତ କରିବା ପରେ ଅଭିନୟ କରିବା ପାଇଁ ମନ ସ୍ଥିର କରିଥିଲେ।ଏହାପରେ ୧୯୯୨ ମସିହାରେ ସେ ନିଜର ପ୍ରଥମ ଫିଲ୍ମ କରିଥିଲେ।

ତାଙ୍କର ଝିଅଙ୍କ ନାମ ହେଉଛି ଶାଈଶିଦ୍ଧି ମହାପାତ୍ର ତେବେ ସେ ଅଭିନୟ ପ୍ରତି ସେତେ ତା ରୁଚି ରଖି ନାହାନ୍ତି ସେଥିପାଇଁ ସେ ଆଜି ଯାଏ ହିରୋଇନ ହେଇ ନାହାନ୍ତି ଓ ତାଙ୍କର ପୁଅଙ୍କ ନାମ ହେଉଛି ସାଈସମର୍ଥ ମହାପାତ୍ର।ସେ ନିଜ ଜୀବନରେ ଅନେକ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ଜୀବନ ମଧ୍ୟରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ଏହା ସହିତ ସେ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।ତେବେ ବର୍ତ୍ତମାନ ତାଙ୍କୁ ୫୫ ବର୍ଷ ବୟସ।ସେଥିପାଇଁ ସେ ନିଜକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଅଭିନୟ ଜଗତରୁ ଦୂରେଇ ରଖିଛନ୍ତି।

Leave a Reply

Your email address will not be published. Required fields are marked *