ନିଜ ମନର ଦୁଃଖ କହିଲେ କୋଏଲ ବାନାର୍ଜୀ – କହିଲେ ଏହି କାରଣ ପାଇଁ ହେଲା ଛାଡପତ୍ର ନେହେଲ ମୁଁ ତାଙ୍କ ସହ..

Spread the love

ଆମେ ସମସ୍ତେ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ସେ ନିଜର ଅଭିନୟ ପାଇଁ ସର୍ବଦା ଓଡ଼ିଶାର ଗଣମାଧ୍ୟମ ନିକଟରେ ଚର୍ଚ୍ଚାରେ ରହିଥାନ୍ତି।ତେବେ ଆମେ ସମସ୍ତେ ତାଙ୍କୁ ଅଭିନୟ କରୁଥିବାର ଅନେକ ସମୟରେ ଦେଖିଛୁ ଓ ଏହା ମଧ୍ୟ ଜାଣୁ ସେ ଏକ ଉଚ୍ଚ କୋଟୀର ଅଭିନେତ୍ରୀ ଅଟନ୍ତି।

ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ ସମସ୍ତ ଓଡ଼ିଶାର ଲୋକଙ୍କ ପାଇଁ ବର୍ତ୍ତମାନ ମଧ୍ୟ ଏକ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ନିଜର ଅଭିନୟ କରିବାର ବିଶେଷ ଶୈଳୀରେ ସେ ସମସ୍ତଙ୍କୁ ମୁଗ୍ଧ କରିଥାନ୍ତି।ଏହା ସହିତ ଆମେ ସମସ୍ତେ ଜାଣୁ ସେ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ।ଅଭିନେତା ବବି ମିଶ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଦକ୍ଷତାର ପ୍ରଦର୍ଶନ ଅନେକ ଆଗରୁ କରି ଆସୁଛନ୍ତି।

ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।ସେ ବିଭିନ୍ନ ଫିଲ୍ମରେ ଭିନ୍ନ ଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତେବେ ସେ ଅନେକ ସମୟ ହେଲା ଅଭିନୟ ଜୀବନରୁ ଦୂରେଇ ରହିଛନ୍ତି।ସେ ଯେତେବେଳେ ଫିଲ୍ମର ନାୟକ ହୁଅନ୍ତି ତ ସେ କେତେବେଳେ ଫିଲ୍ମରେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଥାନ୍ତି।କିନ୍ତୁ ତାଙ୍କୁ ଯେ କୌଣସି ଅଭିନୟ ଦେଲେ ମଧ୍ୟ ସେ ସେହି ଅଭିନୟ କୁ ନିଖୁଣତାର ସହିତ ଅଭିନୟ କରିଥାନ୍ତି।ସେଥିପାଇଁ ସେ ଅନେକ ଲୋକଙ୍କର ଜଣେ ପ୍ରିୟ ଅଭିନେତା ଅଟନ୍ତି।

ତେବେ ଆମେ ସମସ୍ତେ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଭଲ ଭାବରେ ଜାଣୁ।ଏମାନେ ଅନେକ ବର୍ଷ ହେଲା ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି।ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି।କିନ୍ତୁ ଏହି କିଛି ଦିନ ହେବ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଯାଇଛି।ଫଳରେ ସେମାନଙ୍କ ଘର ଝଗଡ଼ା ବର୍ତ୍ତମାନ ବାଟରେ ପଡ଼ି ହାଟରେ ଗଢିବାକୁ ଲାଗିଛି।ତେବେ ସେମାନଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ବର୍ତ୍ତମାନ ଥମିବାର ନାମ ନେଉ ନାହିଁ।ଫଳରେ ସେମାନେ ନିଜ ଜୀବନ ପାଇଁ ଏକ ବଡ଼ ନିଷ୍ପତି ନେଇଛନ୍ତି।

ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇ ସାରିଛନ୍ତି।ତେବେ କିଛି ବିଶେଷ ସୂତ୍ରରୁ ଜଣା ପଡ଼ୁଛି କି ସେମାନେ ପରସ୍ପର ଠାରୁ ବର୍ତ୍ତମାନ ଛାଡ଼ପତ୍ର ନେଇ ସାରିଲେଣି।ତେବେ ସେମାନଙ୍କ ମଧ୍ୟରେ ବର୍ତ୍ତମାନ କିଛି ସମ୍ପର୍କ ନଥିବ କିଛି ଲୋକ ଅନୁମାନ କରିଛନ୍ତି।ଏହା ସହିତ କୋଏଲ ବାନାର୍ଜୀ ନିଜର ସୋସିଆଲ ମିଡ଼ିଆ ଜରିଆରେ ଜଣାଇଛନ୍ତି କି ସେମାନେ ପରସ୍ପର ଠାରୁ ବର୍ତ୍ତମାନ ଅଲଗା ହୋଇ ସାରିଛନ୍ତି।ଏହା ସହିତ ସେମାନେ ବର୍ତ୍ତମାନ ଏକାଠି ମଧ୍ୟ ରହୁନଥିବା କଥା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *