ଆପଣଙ୍କ ପାଖରେ ଏଭଳି ପୁରୁଣା କଏନ ଅଛି କି ? ଯଦି ହଁ ତେବେ ଏହି ଖବର ନିହାତି ପଢନ୍ତୁ ଆପଣ ହେଇ ପାରନ୍ତି ରାତାରାତି ମାଲାମାଲ…

Spread the love

ଅନେକ ଲୋକ ପୁରୁଣା ମୁଦ୍ରା ନେବା ପାଇଁ ଇଚ୍ଛା ପ୍ରକାଶ କରି ନଥାନ୍ତି।ଏହା ସହିତ କିଛି ଲୋକ ପୁରୁଣା ମୁଦ୍ରାକୁ ଏଣେ ତେଣେ ଫୋପାଡ଼ି ମଧ୍ୟ ଦେଇଥାନ୍ତି।କିନ୍ତୁ ଏପରି କରିବା ଦ୍ବାରା ସେମାନେ ନିଜେ ନିଜର ଅନେକ କ୍ଷତି କରିଛନ୍ତି ଏହା ସେମାନେ ଜାଣି ପାରୁ ନାହାଁନ୍ତି।ତେବେ ପୁରୁଣା ମୁଦ୍ରାର ମୂଲ୍ୟ ବର୍ତ୍ତମାନ ବହୁତ ଅଧିକ ହେବାରେ ଲାଗିଛି।ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପରେ ସତ।ବର୍ତ୍ତମାନ ଅଚାନକ ପୁରୁଣା ୨ ଟଙ୍କିଆ ଓ ପୁରୁଣା ୫ ଟଙ୍କିଆ ମୁଦ୍ରାର ମୂଲ୍ୟ ବଢ଼ିବାରେ ଲାଗିଛି।ତାହାବି ବହୁତ ଅଧିକ ମାତ୍ରାରେ।

ବର୍ତ୍ତମାନ ମଧ୍ୟ କିଛି ପୁରୁଣା ମୁଦ୍ରା ଚଳନଶିଳ ରହିଛି କିନ୍ତୁ ଏହା ମଧ୍ୟରୁ କିଛି ମୁଦ୍ରା ସ୍ବତନ୍ତ୍ର ଅଟେ। ଅର୍ଥାତ ଏହି ମୁଦ୍ରାର ମୂଲ୍ୟ ବଜାରରେ ବହୁତ ଅଧିକ ହେବାରେ ଲାଗିଛି।କିଛି ଦିନ ତଳେ ହାଇଦ୍ରାବାଦ ଠାରେ ଏକ ପୁରୁଣା ମୁଦ୍ରା ଅନେକ ଟଙ୍କାରେ ବିକ୍ରି ହୋଇଥିଲା।ତେବେ ଭାରତରେ କିଛି ଲୋକଙ୍କ ପାଖରେ ଟଙ୍କାର ଅଭାବ ନାହିଁ।ଫଳରେ ସେମାନେ ନିଜର ସଉକ ପାଇଁ ପୁରୁଣା ଜିନିଷ ସଂଗ୍ରହ କରିବାକୁ ପସନ୍ଦ କରିଥାନ୍ତି।

ତେବେ ସେମାନଙ୍କର ଏହି ସଉକ ପାଇଁ ଅନେକ ଗରିବ ଲୋକ ମଧ୍ୟ କିଛି ମାତ୍ରାରେ ଧନୀ ହୋଇ ଯାଇଥାନ୍ତି।ତେବେ ଆପଣଙ୍କ ପାଖରେ ଯଦି କିଛି ଏପରି ପୁରୁଣା ମୁଦ୍ରା ରହିଛି ତେବେ ଆପଣ ଏହାକୁ କାହାକୁ ଦିଅନ୍ତୁ ନାହିଁ ଅଥବା ଆପଣ ଏହାକୁ ଏଣେତେଣେ ଫୋପାଡ଼ି ଦିଅନ୍ତୁ ନାହିଁ।କାରଣ ଏପରି କରିବା ଫଳରେ ଆପଣ ନିଜେ ହିଁ ନିଜର କ୍ଷତି କରିବେ।ହୁଏତ ସେହି ମୁଦ୍ରା ଭବିଷ୍ୟତରେ ଆପଣଙ୍କୁ ଲକ୍ଷପତି କରି ଦେଇପାରେ।

ସେଥିପାଇଁ ଏହି ସମସ୍ତ ମୁଦ୍ରାକୁ ଆପଣ ନ ଫୋପାଡ଼ି ସଂରକ୍ଷିତ କରି ରଖନ୍ତୁ।ଯାହା ଫଳରେ ହୁଏତ ଆପଣ ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରି ପାରିବେ ଓ ଅନେକ ଟଙ୍କା ପାଇ ପାରିବେ।ତେବେ ହାଇଦ୍ରାବାଦରେ ନିଲାମ କରାଯାଇଥିବା ମୁଦ୍ରା ଏକ ସ୍ବତନ୍ତ୍ର ଧରଣର ମୁଦ୍ରା ଥିଲା।

ଏହି ମୁଦ୍ରାର ପୂର୍ବ ମାଲିକ ଏହା ବିଷୟରେ କିଛି ବି ଜାଣି ନଥିଲେ।ସେ ଏହାକୁ ଅନ୍ୟ ମୁଦ୍ରା ଭଳି ଏକ ସାଧାରଣ ମୁଦ୍ରା ଭାବିଥିଲେ।କିନ୍ତୁ ସେ ଯେତେବେଳେ ଏହାର ପ୍ରକୃତ ମୂଲ୍ୟ ବିଷୟରେ ଜାଣିଥିଲେ ସେ ନିଜେ ମଧ୍ୟ ଏହାକୁ ବିଶ୍ୱାସ କରି ପାରି ନଥିଲେ।ଫଳରେ ସେ ସେହି ମୁଦ୍ରାକୁ ପ୍ରାୟ ୩ ଲକ୍ଷ ଟଙ୍କାରେ ନିଲାମ କରିଥିଲେ।ସେହି ମୁଦ୍ରାରେ ଏକ ହୀରାର ଚିହ୍ନ ରହିଥିଲା।

ଯାହାକି ଅନ୍ୟ କୌଣସି ମୁଦ୍ରାରେ ଦେଖିବାକୁ ମିଳେ ନାହିଁ ସେଥିପାଇଁ ସେହି ମୁଦ୍ରାଟି ଏତେ ଅଧିକ ଟଙ୍କାରେ ନିଲାମ ହୋଇଥିଲା।ଯଦି ଆପଣଙ୍କ ପାଖରେ ସେହି ଭଳି ପୁରୁଣା ମୁଦ୍ରା ରହିଛି ତେବେ ଆପଣ ଏହାକୁ ଅନଲାଇନ ମାଧ୍ୟମରେ ବିକ୍ରି କରି ପାରିବେ।ଯଦି ଆପଣଙ୍କ ମୁଦ୍ରାଟି ସ୍ବତନ୍ତ୍ର ହୋଇଥିବ ଓ ଏହା ଅନ୍ୟ ମୁଦ୍ରା ଠାରୁ କିଛି ଅଲଗା ହୋଇଥିବ

ତେବେ ଆପଣ ଏହାକୁ ବିକ୍ରି କରି ଅନେକ ଟଙ୍କା ପାଇ ପାରିବେ।ସେଥିପାଇଁ ଆପଣଙ୍କ ପାଖରେ ଯଦି ଏହିଭଳି କିଛି ପୁରୁଣା ମୁଦ୍ରା ରହିଥିବ ତେବେ ଆପଣ ଏହାକୁ ନଷ୍ଟ ନକରି ବା ଏଣେତେଣେ ନ ଫୋପାଡ଼ି ଏହାକୁ ସାଇତି ରଖନ୍ତୁ।ଫଳରେ ଆପଣ ଏହାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ପାଇ ପାରିବେ।

Leave a Reply

Your email address will not be published. Required fields are marked *