୫ ଜଣ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଯେଉଁମାନେ ଭବିଷ୍ୟତରେ ବାହା (Vibah) ହେବାକୁ ଯାଉଛନ୍ତି,Shradha ଙ୍କ ବାହାଘର କେବେ ହବ ଜାଣିଲେ ଖୁସ ହେଇଯିବେ

Spread the love

ସାଙ୍ଗମାନେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଟିଂ ସେଟରୁ ଭଲ ପାଇ ବିବାହ କରିଥିବା ଅନେକ ଅଭିନେତା ମାନଙ୍କୁ ତ ଆପଣ ମାନେ ଜାଣିଥିବେ।ସେ ଉତ୍ତମ ମହାନ୍ତି କି ଅପରାଜିତା ହୁଅନ୍ତୁ କି ସବ୍ୟସାଚୀ ଅର୍ଚ୍ଚିତା ଅଥବା ବର୍ଷା ଓ ଅନୁଭବ।ହେଲେ ସାଙ୍ଗମାନେ ଆଜି ଆମେ ସେମିତି କିଛି ଯୋଡିଙ୍କ ବିଷୟରେ କଥା ହେବା ଯେଉଁମାନେ କି ସୁଟିଂ ସେଟରୁ ପରସ୍ପରକୁ ଭଲ ପାଇଥିଲେ ଏବଂ ଖୁବ ଶୀଘ୍ର ସେମାନେ ଆଗାମୀ ସମୟରେ ବିବାହ କରିବାକୁ ଯାଉଛନ୍ତି।ତେବେ ଚାଲନ୍ତୁ ଆଜି ଜାଣିବା କିଏ ଏମାନେ।

ଆମ ଲିଷ୍ଟର ୫ମ ନମ୍ୱରରେ ଅଛନ୍ତି କୁଆଁରୀ ବୋହୁର ସାଇ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ସାରା।ସାଙ୍ଗମାନେ କୁଆଁରି ବୋହୂର ସାଇ ଓ ସାରା ଦୁହେଁ ପ୍ରଥମେ କିଛି କମେଡି ଭିଡିଓରେ ସୁଟିଂରେ ଦେଖା ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ ବୋଲି ସୋସିଆଲ ମିଡିଆରେ ଦୁହେଁ ଜଣାଇଥିଲେ। ଖୁବ ଶୀଘ୍ର ଦୁହେଁ ବିବାହ ମଧ୍ୟ କରିବାକୁ ଯାଉଛନ୍ତି।

ଏବେ ଆମ ଲିଷ୍ଟର ଚତୁର୍ଥ ନମ୍ବରରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ଏବଂ ଅଭିନେତା ବିବେକ।ଶ୍ରଦ୍ଧା ଉର୍ଫ ପ୍ରିୟଙ୍କା ଏବଂ ବିବେକ ଉରଫ ଆଶିଷ ପ୍ରଥମେ କୁଆଁରୀ ବୋହୁ ସିରିଏଲରେ ଦେଖା ହୋଇଥିଲେ।ଏହା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ।ଏହା ସହ ଦୁହେଁ ଆଗାମୀ ସମୟରେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଏବେ ତୃତୀୟ ସ୍ଥାନରେ ଅଛନ୍ତି ଅଶ୍ଵିନୀ ଓ ପ୍ରେରଣା।ସାଙ୍ଗମାନେ ଏହି ଦୁଇ ଜଣଙ୍କୁ ଓଡିଶାରେ କିଏ ବା ନା ଜାଣେ।ଓଡ଼ିଶାର ଯେ କୌଣସି ଶୋ ହେଉ ନା କାହିଁକି ଦୁହିଁଙ୍କର ଆଙ୍କରିଂରୁ ହିଁ ଆରମ୍ଭ ହୋଇଥାଏ।ଏହି ଉପସ୍ଥାପନାରୁ ଦୁହିଁଙ୍କର ଭେଟ ହୋଇଥିଲା।ଏହା ଫଳରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ ଓ ଖୁବ ଶୀଘ୍ର ମଧ୍ୟ ଦୁହେଁ ବିବାହ କରିବାକୁ ଯାଉଛନ୍ତି।

ନମ୍ବର ଦୁଇରେ ଅଛନ୍ତି ଲୋକପ୍ରିୟ ଅଭିନେତା ରାଜ ରାଜେଶ ଓ ଅଭିନେତ୍ରୀ ଶ୍ରଦ୍ଧା।ଏମାନେ ଦୁହେଁ ମିଠା ମିଠା ଫିଲ୍ମରେ ପରସ୍ପରକୁ ଭଲ ପାଇ ବସିଥିଲେ।ଦୁହିଁଙ୍କର ବହୁତ ଶୀଘ୍ର ବିବାହ ହେବାକୁ ଯାଉଛନ୍ତି।ତାଙ୍କର ନିର୍ବନ୍ଧ ସରିଯାଇଛି।ଆମର ପ୍ରଥମ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଓ ଚର୍ଚ୍ଚିତ ଯୋଡ଼ି ଆଦି ଓ ଭକ୍ତି।ଦୁଇ ଜଣ ଏକ ସାଙ୍ଗରେ ପ୍ରଥମେ ଜୀବନ ସାଥି ସିରିଏଲରେ ନଜର ଆସିବା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ।

ବହୁତ ଶୀଘ୍ର ଦୁଇ ଜଣ ରିଲ ଲାଇଫର ଜୀବନ ସାଥି ରିଅଲ ଲାଇଫରେ ଜୀବନ ସାଥି ହେବାକୁ ଯାଉଛନ୍ତି।ଏମାନେ ଆମର ଆଗାମୀ ଅଭିନେତା ଓ ଅଭିନେତ୍ରୀ ବୈବାହିକ ଯୋଡ଼ି।ତେବେ ଆପଣଙ୍କୁ କେଉଁ ଯୋଡିଟି ଭଲ ଲାଗିଲା ମତେ ଜଣାନ୍ତୁ।କେଉଁ ଯୋଡି ସବୁଠୁ ଅଧିକ ଲୋକପ୍ରିୟ ତାହା ନିଶ୍ଚୟ କମେନ୍ଟ କରିବା ପାଇଁ ଅନୁରୋଧ

Leave a Reply

Your email address will not be published. Required fields are marked *