ଷଣ୍ଡ ଲଢେଇ ଛଡେଇବାକୁ ଯାଇଥିବା ଏହି Mausa କୁ ଜଣାନଥିଲା ତାଙ୍କ ସହ କଣ ଘଟିବାକୁ ଯାଉଛି,ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ Video

Spread the love

ତେବେ ଆମେ ପଶୁ ମାନଙ୍କ ମଧ୍ୟରେ ହେଉଥିବା ଅନେକ ଅଦ୍ଭୁତ ଲଢ଼େଇ ଆଗରୁ ଦେଖିଛେ।ତେବେ ଆମେ ବର୍ତ୍ତମାନ ସେହିପରି କିଛି ପଶୁ ମାନଙ୍କର ଲଢେଇ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ କିଛି ପଶୁ ମାନଙ୍କ ଅଦ୍ଭୁତ ଲଢେଇ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।

ତେବେ ଥରେ ଏକ ଭାଲୁ ଓ ଭାଲୁ ମଧ୍ୟରେ ଲଢେ଼ଇ ହେଉ ଥିବାର ଦେଖା ଯାଇଥିଲା।ସେମାନଙ୍କ ମଧ୍ୟରେ ଲଢେ଼ଇ ହେବା ଫଳରେ ସେମାନେ ଅଚାନକ ଭାବରେ ପରସ୍ପର ଉପରକୁ ଆକ୍ରମଣ କରି ଦେଇଥିଲେ।ସେଠାରେ ଅନେକ ଲୋକ ଏହା ଦେଖୁଥିଲେ।ତେବେ ଏହା ପରେ ସେମାନେ ଭୟଭୀତ ହୋଇ ସେହି ସ୍ଥାନ ଛାଡି ଚାଲି ଯାଇଥିଲେ।

ତେବେ ଥରେ ଏକ ବିଶାଳ ଗୋଧି ଓ କୁକୁଡ଼ା ଛୁଆ ମଧ୍ୟରେ ଲଢେଇ ହେଉ ଥିବାର ଦେଖା ଯାଇଥିଲା।ତେବେ ସୂଚନା ଅନୁସାରେ ଏକ ବିଶାଳ ଗୋଧି ଏକ କୁକୁଡ଼ା ଛୁଆ ଉପରକୁ ଆକ୍ରମଣ କରି ଦେଇଥିଲା।ତେବେ କିନ୍ତୁ ସେହି କୁକୁଡ଼ା ଛୁଆ ଜମା ମଧ୍ୟ ଭୟଭୀତ ହୋଇ ନଥିଲା।ଏହା ସହିତ ସେ ଦୃଢ ଭାବରେ ସେହି ଗୋଧି ସମ୍ମୁଖରେ ଛିଡ଼ା ହୋଇ ରହିଲା।ଏହା ସହିତ ସେ ମଧ୍ୟ ତା ଉପରକୁ ଆକ୍ରମଣ କରି ଦେଲା।

ଏହା ଦେଖିବା ପରେ ସେହି ଗୋଧି ମଧ୍ୟ ନିଜେ ଭୟଭୀତ ହୋଇ ସେହି ସ୍ଥାନ ଛାଡି ଚାଲି ଯାଇଥିଲା।ଏହା ସହିତ ଥରେ ଦୁଇଟି ହରିଣ ମଧ୍ୟରେ ଲଢେ଼ଇ ହୋଇଥିଲା।ତେବେ ସେମାନେ ଅନେକ ସମୟ ପରସ୍ପର ସହିତ ଲଢିବା ପରେ ସେମାନେ ଶେଷରେ ପରସ୍ପର ଠାରୁ ହାର ମନି ସେହି ସ୍ଥାନ ଛାଡି ଚାଲି ଯାଇ ଥିଲେ।

ଏହା ସହିତ ଆମେ ଏହା ଅନେକ ସମୟରେ ଦେଖିଥିବା କି ଦୁର୍ବଳ ଉପରେ ଅଧିକ ବଳଶାଳୀ ଅତ୍ୟାଚାର କରିଥାଏ।କିନ୍ତୁ ଆମେ ବର୍ତ୍ତମାନ ଏପରି ଏକ ଅଦ୍ଭୂତ କଥା ସମ୍ପର୍କରେ ଆଲୋଚନା କରିବା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।ତେବେ ଥରେ ଏକ ଷଣ୍ଢ ଓ ବୋଦା ମଧ୍ୟରେ ଲଢେ଼ଇ ହୋଇଥିଲା।ତେବେ ଷଣ୍ଢ ଅଧିକ ଶକ୍ତିଶାଳୀ ଏହା ଆମେ ଭଲ ଭାବରେ ଜାଣୁ।

କିନ୍ତୁ ସେହି ବୋଦା ପଛକୁ ହଟି ନ ଥିଲା।ଏହା ସହିତ ନିଜର ସମସ୍ତ ଶକ୍ତି ସହିତ ଆକ୍ରମଣ କରି ଦେଇ ଥିଲା।ଯାହା ଫଳରେ ସେହି ଷଣ୍ଢ ପଛକୁ ହଟି ଯାଇଥିଲା।ଏହା ପରେ ଏକ ସାପ ଓ ବିଲେଇ ମଧ୍ୟରେ ଲଢେଇ ହୋଇ ଥିଲା ଏହା ସହିତ ସାପ ନିଜର ବୁଦ୍ଧି ବଳରେ ସେଠାରୁ ଖସି ଚାଲି ଯାଇ ଥିଲା।

ଏହା ପରେ ଦୁଇଟି ଜଙ୍ଗଲି ମେଣ୍ଢା ମଧ୍ୟରେ ଲଢେଇ ହୋଇଥିଲା।ତେବେ ଏହି ଦୁଇଟି ମେଣ୍ଢା ପରସ୍ପର ଉପରକୁ ଆକ୍ରମଣ କରି ଦେଇଥିଲେ ଏହା ସତ୍ୟ କିନ୍ତୁ ଏହା ପରେ ସେମାନେ ଏହା ଜାଣିବାକୁ ପାଇଲେ କି ସେମାନେ ପରସ୍ପର ସହିତ ଲଢିବା ଫଳରେ ନିଜର କ୍ଷତି ହେବ।ଯାହା ପରେ ସେମାନେ ନିଜ ନିଜ ରାସ୍ତାରେ ଚାଲି ଯାଇ ଥିଲେ।

Leave a Reply

Your email address will not be published. Required fields are marked *