ଓଡ଼ିଶା ଉପରେ ମାଳିକା ବିଚାର,ଏହି ଲୋକ ହେବେ ସତ୍ୟଯୁଗ (Satyayug) ର ପ୍ରଥମ ରାଜା,କଣ ହେବ ତାଙ୍କ ପରିଚୟ…ଦେଖନ୍ତୁ Video

Spread the love

ବର୍ତ୍ତମାନ ପୃଥିବୀର କଳିଯୁଗ ଚାଲିଛି।ଏହା ସହିତ ଏହା ଉପରେ ଅନେକ ଲୋକ ବର୍ତ୍ତମାନ ଅନେକ ମତ ପ୍ରକାଶ କରିବା ଆରମ୍ଭ କରି ସାରିଲେଣି।ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ଵ ମହାମାରୀ ଦ୍ଵାରା ମଧ୍ୟ ଆକ୍ରାନ୍ତ ହୋଇ ରହିଛି।ଯାହା ଫଳରେ ଏହାକୁ ନେଇ ମାଳିକା ଉପରେ ମଧ୍ୟ ଅନେକ ଚର୍ଚା ହେବା ଆରମ୍ଭ ହୋଇ ଯାଇଛି।ତେବେ ମାଳିକା ଅନୁସାରେ ଯାହା ଯାହା ଲେଖା ହୋଇଛି ସେହି ସମସ୍ତ କଥା ମଧ୍ୟ ଧୀରେ ଧୀରେ ସତ୍ୟ ହେବାରେ ଲାଗିଛି।ଯାହା ଫଳରେ ଏହାକୁ ନେଇ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ରଖିବା ଆରମ୍ଭ କରି ଦେଇଛନ୍ତି।

ତେବେ ଏହାକୁ ନେଇ ଜଣେ ବ୍ୟକ୍ତି ପୁରୀର ରାଜାଙ୍କ ଉପରେ କିଛି କଥା କହିଥିଲେ।ତେବେ ସେ କହିଥିଲେ କି ବର୍ତ୍ତମାନ ଯେଉଁ ରାଜା ଅଛନ୍ତି ସେ ହେଉଛନ୍ତି ଭଗବାନଙ୍କ ଜଣେ ପରମ ଭକ୍ତ।ଏହା ସହିତ ସେ ହେଉଛନ୍ତି ଏହି କଳିଯୁଗ ର ଶେଷ ରାଜା।ଏହା ସହିତ ସେ ସତ୍ୟ ଯୁଗ ଆରମ୍ଭ ହେବାର ପ୍ରଥମ ରାଜା ମଧ୍ୟ ହେବେ।

ଏହା ଉପରେ ବର୍ତ୍ତମାନ ସେ ଏପରି କହିବାର କାରଣ କିଛି ସ୍ପଷ୍ଟ କରି ନାହାନ୍ତି।ତେବେ ସେ କହିଥିଲେ କି ବର୍ତ୍ତମାନ ଏହି ପୃଥିବୀର ଶେଷ ସମୟ ପାଖେଇ ଆସୁଛି।ଯାହା ଫଳରେ ଏହା ମଧ୍ୟ ସ୍ପଷ୍ଟ ହେଉଛି କି ଯେପରି ଭାବରେ ବର୍ତ୍ତମାନ ଅନ୍ୟାୟ ବଢ଼ି ବଢ଼ି ଚାଲିଛି ଏହା କଳିଯୁଗ ଶେଷ ହେବାର ମଧ୍ୟ ଏକ ଦୃଢ ସୂଚନା ଦେଉଛି।

ଏହା ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଯାଉଛି କି ଆଉ ଅଳ୍ପ ସମୟ ମଧ୍ୟରେ ଏହି ବିଶ୍ୱର ବିନାଶ ହୋଇଯିବ। ତେବେ ଏହିପରି ଭାବରେ ଅନେକ କଥା ସେହି ବ୍ୟକ୍ତି ଜଣକ କହିଛନ୍ତି।ଏହା ସହିତ ବର୍ତ୍ତମାନ ସଂସାରରେ ଯେପରି ଭାବରେ ଅନ୍ୟାୟ ବଢ଼ି ବଢ଼ି ଚାଲିଛି ଏହାକୁ ରୋକିବା ନିହାତି ଭାବରେ ଆବଶ୍ୟକ।

ନଚେତ ଏହା ଆମ ପାଇଁ ଏକ ବହୁତ ବଡ଼ ବିପଦ ନେଇ ଆସିବ ବୋଲି ସେହି ବ୍ୟକ୍ତି ଜଣଙ୍କ କହିଥିଲେ।ଏହା ସହିତ ସେ କହିଥିଲେ କି ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ବର୍ତ୍ତମାନ ଏହା ମଧ୍ୟ ଜଣା ପଡୁଛି କି ଅନେକ ଲୋକ ବର୍ତ୍ତମାନ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ମଧ୍ୟ ହେବା ଆରମ୍ଭ ହୋଇଗଲାଣି।

ଏହା ସହିତ କିଛି ଲୋକଙ୍କ କହିବା ଅନୁସାରେ ପୃଥିବୀ ବର୍ତ୍ତମାନ ଅନେକ ପ୍ରକାରର ଅସୁବିଧା ଆଡ଼କୁ ଅଗ୍ରସର ହେଉଛି।ଏହା ସହିତ ଆଉ କିଛି ଲୋକଙ୍କ କହିବା ଅନୁସାରେ ଅନେକ ଲୋକ ବର୍ତ୍ତମାନ ଏହା ଜାଣି ସାରିଲେଣି କି ମାଳିକାରେ ଲେଖା ଥିବା ସମସ୍ତ କଥା ସତ୍ୟ ହୋଇ ଚାଲିଛି।ଯାହା ଫଳରେ ଏହି ପୃଥିବୀର ବିନାଶ ସମ୍ପର୍କରେ ଯେଉଁ କଥା ଲେଖା ଯାଇଛି ତାହା ମଧ୍ୟ ନିଶ୍ଚୟ ଭାବରେ ସତ୍ୟ ହେବ ବୋଲି ସେହି ବ୍ୟକ୍ତି ଜଣକ କହିଥିଲେ।ଯାହା ଫଳରେ ସମସ୍ତଙ୍କୁ ନିଜର କର୍ମ ଉପରେ ଧ୍ୟାନ ଦେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *