Sambalpura ହୀରାକୁଦ ଡ୍ୟାମର ଇତିହାସ,କଣ ସତରେ ୨୦୨୬ ରେ ଭାଙ୍ଗିଯିବ ବିଶ୍ୱର ସବୁଠୁ ବଡ ନଦୀ ବନ୍ଧ,କଣ ଏହାର ସତ୍ୟ…ଦେଖନ୍ତୁ Video

Spread the love

ହୀରାକୁଦ ନଦୀ ବନ୍ଧ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ନଦୀ ବନ୍ଧ ଭାରତର ଏକ ପ୍ରମୁଖ ନଦୀବନ୍ଧ ଅଟେ।ଏହା ସହିତ ଏଥିରେ ଅନେକ ଜଳ ରହିଥାଏ।ତେବେ ଏହି ନଦୀବନ୍ଧ ମହାନଦି ଉପରେ ରହିଛି।ଏହା ସହିତ ଏହା ସମ୍ପର୍କରେ ଏପରି ଅନେକ କଥା ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଥାଏ।ତେବେ ଆମେ ବର୍ତ୍ତମାନ ସେହିପରି କିଛି କଥା ସମ୍ପର୍କରେ ଆଲୋଚନା କରିବା।

ତେବେ ଏହି ନଦୀ ବନ୍ଧ ନିର୍ମାଣ ସମୟରେ ଏହାକୁ ନିର୍ମାଣ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।ତେବେ ଏହା ପରେ ମଧ୍ୟ ଏହା ନିର୍ମାଣ ହୋଇଥିଲା।ଏହା ସହିତ ଏହା ସମ୍ପୂର୍ଣ୍ଣ ଓଡ଼ିଶାରେ ଜଳର ଆବଶ୍ୟକତା ପୂରଣ କରିବାରେ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିଛି।

ଏହା ସହିତ ଏହା କାରଣରୁ ଆମକୁ ଅନେକ ସୁବିଧା ସୁଯୋଗ ମିଳି ପାରୁଛି।ଏହା ସହିତ ଏହା ମୁଖ୍ୟ ଭାବରେ କୃଷି କାର୍ଯ୍ୟ ପାଇଁ ଜଳ ସେଚନ କରିବାରେ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ।ଏହା ସହିତ ଏହିପରି ଭାବରେ ଅନେକ କଥା ଏହି ନଦୀ ସହିତ ଜଡ଼ିତ ହୋଇ ରହିଛି।ତେବେ ଆମେ ବର୍ତ୍ତମାନ ଏହି ନଦୀବନ୍ଧ ସହିତ ଜଡିତ କିଛି କଥା ସମ୍ପର୍କରେ ଆଲୋଚନା କରିବା।

ତେବେ ବର୍ତ୍ତମାନ ଏହି ନଦୀବନ୍ଧ ଧୀରେ ଧୀରେ ଦୁର୍ବଳ ହୋଇ ଚାଲିଛି।ଏହା ସହିତ ଏହି କାରଣରୁ ଏହା ଆମ ଓଡ଼ିଶା ପାଇଁ ମଧ୍ୟ ଏକ ଅଶୁଭ ସଂକେତ ବୋଲି ଅନେକ ଲୋକ କହି ଥାଆନ୍ତି।ଏହା ସହିତ ଏହି ନଦୀ ବନ୍ଧ ଭାଙ୍ଗିବା ଫଳରେ ଆମର କଣ କଣ ଅସୁବିଧା ହେବ ଏହା ସମ୍ପର୍କରେ ମଧ୍ୟ ଆମେ ବର୍ତ୍ତମାନ ଆଲୋଚନା କରିବା।

ତେବେ ଯଦି ଏହି ନଦୀବନ୍ଧ କେବେ ଭାଙ୍ଗି ଯାଏ ତେବେ ଏହା ଓଡ଼ିଶା ପାଇଁ ଏକ ବହୁତ ବଡ଼ ବିପଦ ନେଇ ଆସିବ।ତେବେ ଯଦି ଏପରି ହୋଇଥାଏ ତେବେ ଏହି ସ୍ଥାନରେ ଥିବା ପାଣି ଓଡ଼ିଶାର ପ୍ରାୟ ଅନେକ ଜିଲ୍ଲାକୁ ଜଳମଗ୍ନ କରିଦେବ।ଏହା ସହିତ ଏହା ଫଳରେ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଯିବ।

ଏହା ସହିତ ଏହି କାରଣରୁ ଆମେ ବର୍ତ୍ତମାନ ଏହା ସମ୍ପର୍କରେ ଆଲୋଚନା କରିବା।ଏହା ସହିତ ଏହି ନଦୀବନ୍ଧ ବର୍ତ୍ତମାନ ଶକ୍ତ ହୋଇ ରହିଛି ବୋଲି ଅନେକ ଲୋକ କହି ଥାଆନ୍ତି।ତେବେ ଏଥିରେ କିନ୍ତୁ ବର୍ତ୍ତମାନ ଛୋଟ ଛୋଟ ଫାଟ ଦେଖାଯିବା ଆରମ୍ଭ ହୋଇ ସାରିଲାଣି।ତେଣୁ ଏହାର ସମାଧାନ ନିହାତି ଜଲଦି କରିବା ଆବଶ୍ୟକ।

ତେବେ ଏହି ନଦୀବନ୍ଧ ଏକ ବିଶାଳ ନଦୀବନ୍ଧ ଅଟେ।ଏହା ସହିତ ଏହା ଆମ ଓଡ଼ିଶାର ଏକ ଗର୍ବ ଅଟେ।ତେବେ ଏହି ନଦୀବନ୍ଧ ଭାଙ୍ଗିବା ଫଳରେ ସମ୍ବଲପୁର,ସୋନପୁର,ଭୁବନେଶ୍ୱର ଭଳି ଅନେକ ଜିଲ୍ଲା ମାନଙ୍କରେ ବନ୍ୟା ଆସିଯିବ।ଏହା ସହିତ ଏହା କେବେ ମଧ୍ୟ ହେବ ନାହିଁ ବୋଲି ଅନୁମାନ କରା ଯାଉଛି।କାରଣ ପାଣି ବଢିବା ଫଳରେ ଏହାକୁ ଗେଟ ମାଧ୍ୟମରେ ଉପଯୁକ୍ତ ଭାବରେ ନିଷ୍କାସିତ ମଧ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *