ଏହି ଗୋଟିଏ ପତ୍ର ୯୦ ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବନାହିଁ କୌଣସି ରୋଗ ବେମାରି – ଏପରି ଭାବେ ବ୍ୟବହାର କରନ୍ତୁ

Spread the love

ସାଙ୍ଗମାନେ ଏହି ଗୋଟିଏ ପତ୍ର ୯୦ ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବ ନାହିଁ କୌଣସିରୋଗ ବେମାରି।ଆମେ ସମସ୍ତେ ଜାଣିଛୁ ଗଛ ଆମର ବନ୍ଧୁ।ବିନା ଗଛ ଦ୍ୱାରା ମନୁଷ୍ୟ ଜୀବନ ବଞ୍ଚିବା ଅସମ୍ଭବ ଅଟେ।କାରଣ ପୃଥିବୀର ସବୁଠରୁ ଉପକାରୀ ପଦାର୍ଥ ଯାହାକି ଅମ୍ଳଜାନ ଅଟେ ଏବଂ ଏହା ଆମ ଶ୍ୱାସକ୍ରିୟାରେ ସାହାଯ୍ୟ କରିଥାଏ ତାହା ଉଦ୍ଭିଦ ଠାରୁହିଁ ମିଳିଥାଏ।ଉଦ୍ଭିଦର କୌଣସି ମଧ୍ୟ ଅଙ୍ଗ ବ୍ୟର୍ଥ ନୁହେଁ।ସାରା ଜୀବିତ ପ୍ରାଣୀ ମାନଙ୍କୁ ସବୁକିଛି ଦେଇ ଗଛ ନିଜେ ସନ୍ତୋଷ ଲାଭ କରିଥାଏ।

ଖାଲି ଏତିକି ନୁହେଁ ଅନେକ କାମରେ ଆମକୁ ଉଦ୍ଭିଦ ଦ୍ୱାରା ସାହାଯ୍ୟ ମିଳିଥାଏ।ଯେପରି ଖାଦ୍ୟ,ପାନୀୟ ଏପରି ଆମେ ବଞ୍ଚିବାପାଇଁ ପାଖାପାଖି ସବୁ କିଛି ଉଦ୍ଭିଦ ଠାରୁ ହିଁ ମିଳିଥାଏ।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କେତେବେଳେ ଆମେ ଏକ ଗଛର ଗଣ୍ଡି, ସଖା, ପତ୍ର, ଫଳ ଫୁଲ ଆଦି ବ୍ୟବହାର କରୁ?ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା।

ଏପରି ଏକ ପତ୍ରର ଉପକାରିତା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଅମୃତ ଭଳି କାମ ଦେଇଥାଏ।ଏହାର ବ୍ୟବହାରରେ ଆପଣ ଆମର ନହୋଇପାରନ୍ତି ସତ କିନ୍ତୁ ଦୀର୍ଘାୟୁ ଏବଂ ସୁସ୍ଥ ରହିପାରିବେ।ତେବେ ଆସନ୍ତୁ ଜାଣିବା ଏହି ପତ୍ର ବିଷୟରେ।ଆପଣମାନେ ସମସ୍ତେ ଅମୃତ ଭଣ୍ଡା ସହିତ ବେଶ ପରିଚିତ ଥିବେ।ଏହାକୁ ଆମେ ଆମ ଶରୀର ଏବଂ ତ୍ୱଚାର ଇମ୍ୟୁନିଟି ପାଇଁ ବ୍ୟବହାର କରୁ।ଆପଣ ମାନେ ସମସ୍ତେ ଜାଣିଥିବେ ଅମୃତ ଭଣ୍ଡା ଖାଇବା ଦ୍ୱାରା ଆମ ପେଟ ସଫା ହୁଏ ଏବଂ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ।କେବଳ ଏତିକି ନୁହେଁ ଏହା ସହିତ ଏହା ଆମ ଶରୀରର ଜଳୀୟ ଅଂଶକୁ ମଧ୍ୟ ବଜାଏ ରଖିବାରେ ସାହାଯ୍ୟ କରିଥାଏ।ଏବଂ ଏହା ଆମ ତ୍ୱଚାରେ ଥିବା ଦାଗ ବ୍ରଣ ଏବଂ ସୁଖାପଣରୁ ମୁକ୍ତି ଦିଏ।

ଏହି ଗଛର ପତ୍ର ମଧ୍ୟ କିଛି କମ ଉପକାରୀ ନୂହଁ।ଏବେ ଆସନ୍ତୁ ଜାଣିବା ଅମୃତ ଭଣ୍ଡାର ପତ୍ର ଦ୍ୱାରା ଆମର କଣ ସବୁ ଉପକାର ହୋଇଥାଏ।ଏହାର ପତ୍ରକୁ ଯଦି ଆପଣ ଜୁସ କରି ପିଅନ୍ତି ତେବେ ଜାଣିପାରିବେଯେ ଏହାର କେତେ ଭଲ ଗୁଣ ରହିଛି।ଏହାର ସ୍ୱାଦ ସାମାନ୍ୟ ପିତା ଅଟେ ମାତ୍ର ଏହାକୁ ପିଇବା ଦ୍ୱାରା ଆପଣ ଅନେକ ରୋଗ ଠାରୁ ଦୂରରେ ରହିଥାନ୍ତି।ଏହାପରେ ସେହି ରୋଗ ଆପଣଙ୍କୁ ଭବିଷ୍ୟତରେ କେବେହେଲେ ନହୋଇପାରେ।

ଏହି ପତ୍ରରେ ଭିଟାମିନ ଏ, ବି, ସି, ଡି ଏବଂ ଭିଟାମିନ ଇ ମଧ୍ୟ ରହିଥାଏ।ଏହାସହିତ ଏଥିରେ କ୍ୟାଲସିୟମ ମଧ୍ୟ ଅତ୍ୟଧିକ ପରିମାଣରେ ଥାଏ।ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ।ଏହାଦ୍ୱାରା କ୍ୟାନ୍ସର ଥଣ୍ଡା କାଶ ଆଦି ହୋଇନଥାଏ।ଏବଂ ଏହା ଆମ ଶରୀରରେ ହ୍ଵାଇଟ ବ୍ଲଡ଼ ସେଲକୁ ବଢ଼ାଇ ଥାଏ।ଏଥିରେ ଆଣ୍ଟି ମ୍ୟାଲେରିଆ ଗୁଣ ଥାଏ ଯାହା ଫଳରେଫଳରେ ମ୍ୟାଲେରିଆ ହେବାର ସମ୍ଭାବନା ନଥାଏ।ଏହା ଡେଙ୍ଗୁ ରୋଗ ପାଇଁ ମଧ୍ୟ ସଂଜୀବନି ଅଟର।ଏହାଛଡା ଏହା ଆପଣଙ୍କ ପାଚନ ତନ୍ତ୍ରକୁ ଭଲ ରଖିଥାଏ।ପାଚନ ତନ୍ତ୍ର ଭଲ ରହିବା ଦ୍ୱାରା ଆପଣ ମଧ୍ୟ ସୁସ୍ଥ ରହିଥାନ୍ତି।

Leave a Reply

Your email address will not be published. Required fields are marked *