ଏହି ଝିଅଙ୍କୁ ଯିଏ ବିବାହ କରିବ ତାଙ୍କୁ ମିଳିବ ୧୦୦୦ କୋଟି ଟଙ୍କା – କେବଳ ଏହି ଗୋଟିଏ ସର୍ତ ରଖିବା ପାଇଁ ପଡିବ..

Spread the love

ଆମେ ପ୍ରତିଦିନ ଅନେକ ପ୍ରକାରର ଆଶ୍ଚର୍ଯ୍ୟକର ସମ୍ବାଦ ସୁଣିଥାଉ।ତେବେ ଏହି ସମ୍ବାଦ ବିଭିନ୍ନ ପ୍ରକାରର ହୋଇଥାଏ।ତେବେ ଏହି ଖବର ବିଭିନ୍ନ ପ୍ରକାରର ହୋଇଥାଏ ଯେପରିକି ଏହି ଖବର ରାଜନୀତି,ଅଭିନୟ କିମ୍ବା ଅନ୍ୟ କୌଣସି କଥା ହୋଇପାରେ।ତେବେ ଏହି କଥା ଅନୁସାରେ ବର୍ତ୍ତମାନ ଏପରି ଏକ ଘଟଣା ଶୁଣିବାକୁ ମିଳୁଛି ଯାହାକୁ ଶୁଣିବା ପରେ ଯେ କୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯିବ।ତେବେ ଘଟଣାଟି ହେଉଛି ଜଣେ ବ୍ୟକ୍ତିଙ୍କର ଭଉଣୀଙ୍କୁ ବିବାହ କଲେ ତାଙ୍କୁ ମିଳିବ ୧୦୦୦ କୋଟି ଟଙ୍କା।

ତେବେ ଅନେକ ଲୋକ ଚାହୁଁଥିବେ ତାଙ୍କୁ ବିବାହ କରିବା ପାଇଁ କିନ୍ତୁ ତାଙ୍କୁ ସମସ୍ତେ ବିବାହ କରି ପାରିବେ ନାହିଁ।କାରଣ ତାଙ୍କୁ ବିବାହ କରିବା ପାଇଁ ଅନେକ ପ୍ରକାରର ସର୍ତ୍ତ ରଖା ଯାଇଛି।ତେବେ ସେହି ସର୍ତ୍ତ ଅନୁସାରେ ସେହି ଝିଅଙ୍କୁ ସେହି ସମସ୍ତ ସର୍ତ ପୂରଣ କରିବା ପରେ ବିବାହ କରିବାକୁ ପଡ଼ିବ।ତେବେ ଏହା ପରେ ଯାଇ ତାଙ୍କୁ ଏକ ହଜାର କୋଟି ଟଙ୍କାର ପୁରସ୍କାର ମିଳି ପାରିବ।

ତେବେ ଏହି ସମସ୍ତ ସର୍ତ୍ତ ଗୁଡ଼ିକ କଣ ଓ ସେହି ଝିଅ ଜଣକ କିଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଯେଉଁ ପରିବାର ତାଙ୍କର ଝିଅର ବିବାହ ପାଇଁ ଏକ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ସ୍ୱରୂପ ଘୋଷଣା କରିଛନ୍ତି ସେମାନେ କେତେ ପ୍ରଭାବ ଶାଳୀ ହୋଇଥିବେ ଆମେ ସମସ୍ତେ ଏହା ଅନୁମାନ କରି ପାରୁଥିବା।

ତେବେ ସେହି ପରିବାର ହେଉଛି ଉତ୍ତର କୋରିଆର ଏକଛତ୍ରବାଦି ଶାସକ କିମ ଜଙ୍ଗ ଉନଙ୍କ ପରିବାର ଓ ସେହି ଝିଅ ଜଣଙ୍କ ହେଉଛନ୍ତି କିମ ଜଙ୍ଗ ଉନଙ୍କ ଭଉଣୀ।ତେବେ ତାଙ୍କର ବିବାହ ପାଇଁ ତାଙ୍କର ପରିବାର ଲୋକ ଏଭଳି ଭିନ୍ନ ଧରଣର ଆୟୋଜନ କରିଛନ୍ତି ଯାହା ଫଳରେ ତାଙ୍କର ଭଉଣୀଙ୍କୁ ସର୍ବଶ୍ରେଷ୍ଠ ବର ମିଳି ପାରିବ।ତେବେ ସେ ନିଜର କ୍ରୁର ଶାସନ ପାଇଁ ବର୍ତ୍ତମାନ ସମଗ୍ର ବିଶ୍ଵରେ ଚର୍ଚ୍ଚାର କାରଣ ପାଲଟି ସାରିଛନ୍ତି।

ତେବେ ବର୍ତ୍ତମାନ ସେ ନିଜର ଭଉଣୀର ଏଭଳି ଧରଣର ବିବାହ କରିବା ପାଇଁ ପ୍ରସ୍ତୁତ ହେଉଥିବା କଥା ଶୁଣିବା ପରେ ସେ ବର୍ତ୍ତମାନ ପୁଣି ଥରେ ସମଗ୍ର ବିଶ୍ୱରେ ଚର୍ଚ୍ଚାର କାରଣ ହେବାକୁ ଯାଉଛନ୍ତି।ତେବେ ଏହି ସମସ୍ତ ସର୍ତ୍ତ ଗୁଡ଼ିକ ହେଉଛି ତାଙ୍କ ଭଉଣୀଙ୍କୁ ଯେଉଁ ବ୍ୟକ୍ତି ବିବାହ କରିବେ ସେ ଉଚ୍ଚଶିକ୍ଷିତ ହୋଇଥିବେ।ଏହାସହିତ ତାଙ୍କର ମୁହଁରେ କୌଣସି ଦାଗ ନଥିବ,ତାଙ୍କର ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ହୋଇଥବା ଆବଶ୍ୟକ।ଏହା ସହିତ ତାଙ୍କର ପୂର୍ବରୁ କୌଣସି ପ୍ରେମ ସଂପର୍କ ନଥିବ।

ଏହା ସହିତ ତାଙ୍କର ଓଜନ ୭୫ କେଜିରୁ ଯେପରି କମ ହୋଇ ନଥିବ।ତେବେ ଏହି ସମସ୍ତ ସର୍ତ୍ତକୁ ପୁରଣ କଲେ ସେ ନିଜର ଭଉଣୀଙ୍କୁ ସେହି ପୁଅ ସହିତ ବିବାହ ଦେବେ ବୋଲି ଘୋଷଣା କରିଛନ୍ତି।ଏହା ସହିତ ସେ ତାଙ୍କୁ ଏକ ହଜାର କୋଟି ଟଙ୍କା ଅର୍ଥ ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।ତେବେ ଏହା ପାଇଁ ଅନେକ ଲୋକ ଇଚ୍ଛୁକ ଥିବା ମଧ୍ୟ ଜଣା ପଡ଼ିଛି।କିନ୍ତୁ ସେମାନେ କିମ ଜଙ୍ଗ ଉନଙ୍କ ଭୟରେ ଏହି ବିବାହ କରିବାକୁ ପ୍ରସ୍ତୁତ ନାହାନ୍ତି।କାରଣ ସେ କୌଣସି ସମୟରେ ମଧ୍ୟ ନିଜର ନିଷ୍ପତି ବଦଳାଇ ପାରନ୍ତି।ସେଥିପାଇଁ ସମସ୍ତେ ନୀରବ ରହିଛନ୍ତି।

Leave a Reply

Your email address will not be published. Required fields are marked *