ଓଡ଼ିଆ ଶିଶୁ କଳାକାର ଏବେ କଣ କରୁଛନ୍ତି?କିଏ ବଡ କୋଟିପତି ହେଇ ସାରିଲେଣି ତ କିଏ ଓଡ଼ିଆ ଫିଲ୍ମ ର ସୁପରଷ୍ଟାର – ଏବେ ଦେଖନ୍ତୁ କିଏ କଣ କରୁଛନ୍ତି..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁସବୁ ବାଲ୍ୟ କଳାକାର ସେମାନେ ଏବେ କଣ କରୁଛନ୍ତି?ଆପଣମାନେ ଅନେକ ଅନେକ କୁନି କଳାକାର ମାନଙ୍କୁ ଅନେକ ଚଳଚ୍ଚିତ୍ରରେ ଦେଖିବାକୁ ପାଇଥିବେ।ଏବେ ସେହି ଓଡ଼ିଆର କୁନି କୁନି କଳାକାର ମାନେ ଏବେ କଣ କରୁଛନ୍ତି ଆପମ ଜାଣିଛନ୍ତିକି?ଯଦି ଜାଣିନାହାନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଏହି ଲିଷ୍ଟରେ ପ୍ରଥମେ ଆସୁଛନ୍ତି ମାନି।ମାନିଙ୍କୁ ଆପଣ ପ୍ରଥମ ଥର ପାଇଁ ମାନିନୀ ଧାରାବହିକରେ ଦେଖିବାକୁ ପାଇଥିବେ।ଅଵଶ୍ୟ ସେ ମାନିନୀ ଧାରାବାହିକ ବନ୍ଦ ହେବାପରେ ଅନ୍ୟ କୌଣସି ଓଲିଉଡ ଫିଲ୍ମରେ ଆକ୍ଟିଙ୍ଗ କରିନାହାନ୍ତି।ସେ ଏବେ ନିଜର କ୍ୟାରେକ୍ଟର ଏବଂ ଅଭିନୟ ନକରି ନିଜର ପଢ଼ାରେ ଧ୍ୟାନ ଦେଇଛନ୍ତି।

ଏହାପରେ ଆସୁଛନ୍ତି ରାହୁଲ।ରାହୁଲଙ୍କୁତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ।ଗପ ହେଲେବି ସତ ଚଳଚ୍ଚିତ୍ରରେ ବେଶ ଲୋକଲୋଚନକୁ ଆସିଥିଲେ ରାହୁଲ।ସେ ଏବେ ଚଳଚ୍ଚିତ୍ରପାଇଁ ପ୍ରସ୍ତୁତ ହେଉଛନ୍ତି।ରାହୁଲ ଏବେ ନିଜର ପାଠପଢା ସାରି ଜିମରେ ଏବେ ସମୟ ବିତାଉଛନ୍ତି ଏବଂ ଅନୁଭବ ତାଙ୍କୁ ଡେବ୍ୟୁ କରିବେ ଏକ ନୂଆ ଚଳଚ୍ଚିତ୍ରରେ।

ଏହାପରେ ଆସୁଛନ୍ତି ନିକିତା।ନିକିତାଙ୍କୁ ତ ଆପଣ ଜାଣିଥିବେ।ସେ ମଧ୍ୟ ଅନେକ ଓଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ନିକିତା ଅବଶ୍ୟ ଦୁଇଟି ଚଳଚ୍ଚିତ୍ର ଏବେ କରିସାରିଲେଣି ଏବଂ ସେଥିରେ ଆପଣ ତାଙ୍କୁ ଲିଡ଼ ନାୟିକା ଭାବରେ ଦେଖିବାକୁ ପାଇଥିବେ।ସେଥି ମଧ୍ୟରୁ ଯୋଗୀ ତାଙ୍କର ଏକ ହିଟ ଚଳଚ୍ଚିତ୍ର ବୋଲି ଜଣାପଡିଥିଲା।

ଏହାପରେ ଏହି ଲିଷ୍ଟରେ ଆସୁଛନ୍ତି ସାତକ୍ସି।ସାତକ୍ସିଙ୍କୁତ ଆପଣ ଜାଣିଥିବେ ସେ ଅନେକ ଚଳଚ୍ଚିତ୍ରରେ ଛୋଟ କ୍ୟାରେକ୍ଟରରେ ଅଭିନୟ କରିଛନ୍ତି।ସେ ଏବେ ମଡ଼ଲିଙ୍ଗ କରୁଛନ୍ତି ଏବଂ ଓଲିଉଡରେ ଏଣ୍ଟ୍ରି କରିବାପାଇଁ ଭାବୁଛନ୍ତି।

ଏହାପରେ ଆମ ଲିଷ୍ଟରେ ଆସୁଛନ୍ତି ଅନିମେଶ।ଅନିମେଶଙ୍କୁ ଆପଣ ଶେଷ ଥରପାଇଁ ଦେଖିଥିଲେ ଆପଣ ମାନଙ୍କ ପ୍ରିୟ ଫିଲ୍ମ ପ୍ରେମ କୁମାରରେ।ସେ ମଧ୍ୟ ଏବେ ନିଜର କ୍ୟାରେକ୍ଟରରେ ଦମଦାର ଆକ୍ଟିଙ୍ଗ କରିବା ସହ ପଢା ଜାରି ରଖିଛନ୍ତି।ଏହାପରେ ଆସୁଛନ୍ତି ରାଜ।ରାଜଙ୍କୁ ଆପଣ ଜୀବନସାଥୀ ଧାରା ବାହିକରେ ଦମଦାର ଆକ୍ଟିଙ୍ଗ କରିବାର ଦେଖିବାକୁ ପାଇଥିବେ।ସେ ଏବେ ମଧ୍ୟ ଦମଦାର ଆକ୍ଟିଙ୍ଗ କରିବାର ନିଜର ପଢାଜାରି ରଖିଥିବାର ଶୁଣିବାକୁ ମିଳିଛି।

ଏହାପରେ ଆସୁଛନ୍ତି ସନମିରା।ସନମିରା ଅନେକ ଚଳଚ୍ଚିତ୍ରରେ ନିଜର ଛୋଟ କ୍ୟାରେକ୍ଟର ପାଇଁ ବେଶ ପରିଚିତ ହୋଇଛନ୍ତି।ଲୋକମାନଙ୍କ ମନରେ ଏବେ ମଧ୍ୟ ସନମିରାଙ୍କ କ୍ରେଜ କମିନାହିଁ।ଏବେ ମଧ୍ୟ ସେ ଅନେକ ଚଳଚ୍ଚିତ୍ରରେ ଲିଡ଼ ନାୟିକା ଭାବରେ ଅବତୀର୍ଣ୍ଣ ହେବାସହ ପଢା ଜାରି ରଖିଛନ୍ତି।

ଏହାପରେ ଆସୁଛନ୍ତି ସିମରନ।ସିମରନଙ୍କୁ ଆପଣ ଧାରାବାହିକରେ ଦେଖିବାକୁ ପାଇଥିବେ।ସେ ମଧ୍ୟ ଏବେ ନିଜର ପଢା କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି ଏବଂ ନିଜର ଡେବ୍ୟୁ କରିବାର ଅପେକ୍ଷାରେ ଅଛନ୍ତି।ଏହାପରେ ଆସୁଛନ୍ତି ସିବାନି।କ୍ୟୁଟ ଗାର୍ଲ ସିବାନିଙ୍କୁ କିଏ ବା ନଜାଣେ।ସେ ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରିଛନ୍ତି।ସେ ଏବେ ତାଙ୍କର ଧାରାବାହିକ ଜୀବନ ଛାଡି ଫିଲ୍ମ ଦୁନିଆରେ ପାଦ ଦେଇଛନ୍ତି।

ଏହାପରେ ଆସୁଛନ୍ତି ସ୍ୱରାଜ।ସ୍ୱରାଜଙ୍କୁ ତ ଆପଣ ଜାଣିଥିବେ ସେ ଅନେକ ଚଳଚ୍ଚିତ୍ର ଏବଂ ଧାରାବାହିକରେ ନିଜର କ୍ୟାରେକ୍ଟରକୁ ଦମଦାର ଭାବରେ ନିଭାନ୍ତି।ସେ ଏବେ ନିଜର ପଢା ଜାରି ରଖିଛନ୍ତି।ଏହାପରେ ଆସୁଛନ୍ତି ଭୂମିକା।ଭୂମିକାଙ୍କୁତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ।ଅନେକ ଚଳଚ୍ଚିତ୍ର ସେ ନିଜର ଛୋଟ ବେଳ କ୍ୟାରେକ୍ଟରରେ କରିଛନ୍ତି।ସେ ଏବେ ଅନେକ ଚଳଚ୍ଚିତ୍ରରେ ଲିଡ଼ ନାୟିକା ଭାବରେ ନିଜର କ୍ୟାରେକ୍ଟର ନିଭଉଥିବା ସମୟରେ ଏବେ ପାଠପଢାରେ ଵ୍ୟସ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *