ଓଡ଼ିଶାରେ ପୁଣି ବଢିବା ଲକ ଡାଉନ – କଣ ଜୁଲାଇ ୧ ରୁ ଜୁଲାଇ ୧୫ ହେବ ପୁଣି ଲକ ଡାଉନ ? ଜାଣି ନିୟନ୍ତୁ ସରକାର କଣ ଘୋଷଣା କରି ପାରନ୍ତି..

Spread the love

ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଦୀର୍ଘ ୩ ମାସ ହେବ ଲକ ଡାଉନ ଘୋଷଣା କରିଛନ୍ତି।ବର୍ତ୍ତମାନ ରାଜ୍ୟରେ ସଂକ୍ରମଣରେ ଅଳ୍ପ ହ୍ରାସ ଘଟିଛି।ଯାହାଫଳରେ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିବାର ଥିଲା।ମାତ୍ର ବିଶେଷ ସୂତ୍ରରୁ ଜଣା ପଡୁଛି କି ପୁଣି ଥରେ କୋଭିଡର ତୃତୀୟ ଲହର ଆସିପାରେ।ଯାହା ଫଳରେ ଏବେ ଠାରୁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବାକୁ ଚାହିଁଛନ୍ତି।କାରଣ କୋଭିଡର ଦିତୀୟ ଲହର ରାଜ୍ୟର ଅନେକ କ୍ଷତି ଘଟାଇ ସାରିଛି।

ଯାହା ଫଳରେ ରାଜ୍ୟ ସରକାର ଏବେ ଠାରୁ ସତର୍କତା ଅବଲମ୍ବନ କରିବାକୁ ଚାହୁଁଛନ୍ତି।ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ପୁଣି ଜୁଲାଇ ୧ ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଲକ ଡାଉନ ବଢିପାରେ।ଯାହା ଫଳରେ କୋଭିଡକୁ ନିୟନ୍ତ୍ରଣରେ ରଖାଯାଇ ପାରିବ।ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ କେବଳ ଜରୁରୀ କାଳୀନ ସେବା ଚାଲୁ ରହିବ।ଏହା ବ୍ୟତୀତ କୌଣସି ଦୋକାନ କିମ୍ବା ଅନ୍ୟ ଯାତାୟତ ଉପରେ ସମ୍ପୂର୍ଣ୍ଣ ରୋକ ଲଗା ଯାଇଛି।ଏହା ସହିତ ଅମନିଆଙ୍କୁ ସବାଡ କରିବା ପାଇଁ ପୋଲିସକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆଯିବ।

ସରକାର ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି।ଏହା ସହିତ ସମସ୍ତଙ୍କ ସହାୟତା କାମନା କରିଛନ୍ତି।ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ କେବଳ ଆବଶ୍ୟକୀୟ ସାମଗ୍ରୀର ଦୋକାନ ଖୋଲା ରହିବ।ତାହା ମଧ୍ୟ କିଛି ଅଳ୍ପ ସମୟ ପାଇଁ।ଯେପରିକି ରାଜ୍ୟ ସରକାର ଆବଶ୍ୟକୀୟ ସାମଗ୍ରୀର ଦୋକାନ ମାନଙ୍କୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି।ଯଦି କୌଣସି ଦୋକାନୀ ଏହି କଟକଣାକୁ ଅଣଦେଖା କରେ ତେବେ ତାଙ୍କ ଉପରେ ଅର୍ଥ ମୂଳକ କଟକଣା ଜାରି କରାଯିବ।ଏହା ସହିତ ତାଙ୍କର ଦୋକାନକୁ କିଛି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବ।

ଯଦି କୌଣସି ବ୍ୟକ୍ତି କୌଣସି ଜରୁରୀ କାମରେ ବାହାରକୁ ଯାଆନ୍ତି ତେବେ ତେଣୁ ଏହି କାମର କାରଣ ଓ ଏହି କାମକୁ ନେଇ କିଛି ପ୍ରମାଣ ଦେଖାଇବାକୁ ପଡ଼ିବ।ଯଦି କର୍ଯ୍ୟଟି ଅତି ଜରୁରୀ ହୋଇଥାଏ ତେବେ ବାହାରକୁ ଯିବାକୁ ସରକାର ଅନୁରୋଧ କରିଛନ୍ତି।

ଏହା ସହିତ ଯଦି କୌଣସି ବ୍ୟକ୍ତିଙ୍କୁ ଅଯଥା କାମରେ ବାହାରେ ବୁଲୁଥିବାର ଦେଖାଯାଏ ତେବେ ତାଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ସରକାର ପୋଲିସ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।କେବଳ ଔଷଧ ଦୋକାନକୁ ସବୁବେଳେ ଖୋଲା ରଖିବାପାଇଁ ସରକାର ଅନୁମତି ଦେଇଛନ୍ତି।କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନକୁ ଖୋଲା ରଖିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ଏହା ସହିତ ବସ ଚଳାଚଳ ଉପରେ ସରକାର ରୋକ ଲଗାଇଛନ୍ତି।ଏହା ସହିତ ବିବାହ ଓ ଅନ୍ତିମ ସଂସ୍କାର ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି।ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ରାଜ୍ୟ ସରକାର ୫୦ ଜଣ ବ୍ୟକ୍ତିଙ୍କୁ ଯୋଗ ଦେବାପାଇଁ ଅନୁମତି ଦେଇଛନ୍ତି।ଏହା ସହିତ ଅନ୍ତିମ ସଂସ୍କାରରେ ରାଜ୍ୟ ସରକାର ୨୦ ଜଣ ବ୍ୟକ୍ତିଙ୍କୁ ଯୋଗ ଦେବାପାଇଁ ଅନୁମତି ଦେଇଛନ୍ତି।ଏହି କଟକଣାରେ ଅବହେଳା ଆୟୋଜନ କର୍ତ୍ତାଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *