ଯଦି ଆପଣ ରାତ୍ରି ଭୋଜନରେ ଭାତ ଖାଉଛନ୍ତି ତେବେ ଏହାକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ – ଏପରେ ଆପଣ ମଧ୍ୟ ଚମକି ପଡିବେ

Spread the love

ସାଙ୍ଗମାନେ ଏହି ଆର୍ଟିକିଲରେ ଆମେ ଜାଣିବା ଯଦି ଆପଣ ରାତିରେ ଭାତ ଖାଉଛନ୍ତି ତେବେ କଣ ହୋଇଥାଏ?ଯଦି ଆପଣ ରାତିରେ ଭାତ ଖାଉଥାନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଭାତକୁ ଆମ ଭୋଜନର ଏକ ମହତ୍ୱପୂର୍ଣ ଭାଗ ମନାଯାଇଥାଏ।ଏହାକୁ ଆମେ ଆମର ଏକ ମହତ୍ୱପୂର୍ଣ୍ଣ ଭାଗ ଭାବରେ ଗ୍ରହଣ କରିଥାଉ।ଭାତ ଦ୍ୱାରା ଆମ ଶରୀରକୁ ଅନେକ ଖାଦ୍ୟ ସାର ଆସିଥାଏ।

ଭାତକୁ ବହୁତ ଲୋକବହୁତ ସମୟରେ ଖାଇଥାନ୍ତି।କିନ୍ତୁ ବେସି ଭାତ ଖାଇବାଦ୍ୱାରା ବା ସବୁଦିନ ଭାତ ଖାଇବାଦ୍ୱାରା ଆମକୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ।ଆମ ଶରୀରର ସୁଦୃଢ ଗଠନପାଇଁ ଆମକୁ ସବୁ ପ୍ରକାର ଖାଦ୍ୟସାରର ଆବଶ୍ୟକତା ରହିଥାଏ।ମାତ୍ର ଭାତରେ ଉପଯୁକ୍ତ ପରିମଣର ଖାଦ୍ୟସାର ରାହୀନଥାଏ।ଭାତରେ ଖାଲି ଶ୍ୱେତ ସାର ରହିଥାଏ।ଏହା ସହିତ ଭିଟାମିନ ସି ଏବଂ କ୍ୟାଲସିୟମ ବହୁତ କମ ପରିମାଣରେ ରହିଥାଏ।ତେବେ ଆସନ୍ତୁ ଜାଣିବା ରାତିରେ ଭାତ ଖାଇବା ଦ୍ୱାରା କଣ ସବୁ ଅସୁବିଧା ହୋଇଥାଏ।

ନମ୍ବର୧:- ଅଧିକ ଭାତ ଖାଇବା ଦ୍ୱାରା ଆମ ମୋଟାପଣ ବଢିଯାଇଥାଏ।ଭାତରେ ଅଧିକ ପରିମାଣର ଫ୍ୟାଟ ରହିଥିବାରୁ ଆମ ଶରୀରରେ ଫ୍ୟାଟର ପରିମାଣର ବୃଦ୍ଧି ଘଟିଥାଏ।ତେଣୁ ଆମେ ମୋଟା ହୋଇଯାଇଥାଉ।ଏଥିପାଇଁ ଲୋକମାନଙ୍କ ପାଇଁ ଭଟର ଅଧିକ ପରିମାଣରେ ସେବନ ଠିକ ନୁହେଁ।

ନମ୍ବର ୨:- ଅଧିକ ପରିମାଣରେ ଭାତ ଖାଇବା ଦ୍ୱାରା ଶରୀରରେ ସୁଗାରର ମାତ୍ରା ବଢିଯାଇଥାଏ।ଏବଂ ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ।ଏଥିପାଇଁ ମଧୁମେହ ଥିବା ଲୋକଙ୍କ ପାଇଁ ଭାତ ଅଧିକ ଖାଇବା ଭଲ ନୁହେଁ।

ନମ୍ବର ୩:- ଅଧିକ ଭାତ ଖାଇବା ଦ୍ୱାରା ଆମକୁ ଅଳସୁଆ ଲାଗିଥାଏ।କାରଣ ଏହାଦ୍ୱାରା ସୁଗାରର ମାତ୍ରା ବଢିଯାଇଥାଏ।ତେଣୁ ଏହା ଆମ ଅଳସକୁ ବଢାଇଦେଇଥାଏ।ଯେଉଁ ଲୋକମାନେ ଭାତ ଖାଇବା ପରେ କାମ କରିବାକୁ ପଡିଥାଏ ତେବେ ସେମାନଙ୍କୁ ଭାତ ଖାଇବା ଉଚିତ ନୁହଁ।

ନମ୍ବର୪:- ଅଧିକ ଭାତ ଖାଇବା ଦ୍ୱାରା ଶ୍ୱାସ ରୋଗ ବଢ଼ିଥାଏ।ତେଣୁ ଶ୍ୱାସ ରୋଗୀଙ୍କ ପାଇଁ ଭାତ ଜମାବି ଭଲ ନୁହେଁ।କାରଣ ଭାତ ଖାଇବା ଦ୍ୱାରା ଆମ ଶରୀରରେ ଥଣ୍ଡାର ମାତ୍ରା ବଢିଯାଇଥାଏ

ନମ୍ବର ୫:- ଭାତ ଖାଇବାଦ୍ୱାରା ଆମ ପାଚନ ତନ୍ତ୍ର ଭଲ ରହିନଥାଏ।ଭାତ ଆମ ଶରୀରପାଇଁ ଅଳ୍ପ ଭାରି ହୋଇଥାଏ ଏବଂ ଏହାକୁ ଆମ ପାଚନ ତନ୍ତ୍ର ନିୟନ୍ତ୍ରଣ କରିବାରେ ଅସଫଳ ହୋଇଥାଏ।ତେଣୁ ଏହା ଆମ ପାଚନ ତନ୍ତ୍ରକୁ ଦୁର୍ବଳ କରିଦେଇଥାଏ।ଅଧିକ ଭାତ ଖାଇବା ଦ୍ୱାରା ଆମ ହାଡ଼ ମଧ୍ୟ ଦୁର୍ବଳ ହୋଇଜାଇଥାଏ।ଆମ ହାଡ଼ପାଇଁ ଭିଟାମିନ ସିର ଆବଶ୍ୟକତା ଥାଏ କିନ୍ତୁ ଭାତରେ ଭିଟାମିନ ସି ଜମାବି ନଥାଏ।ତେଣୁ ଆମ ହାଡ଼ ଦୁର୍ବଳ ହୋଇଜାଇଥାଏ।ତେଣୁ ବନ୍ଧୁଗଣ ରାତ୍ରି ଭୋଜନରେ ଭାତ ବଦଳରେ ରୁଟି ଖାଇବା ଆମ ଶରୀରପାଇଁ ଲାଭଦାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *