Patnagarh ପାର୍ସଲ ଘଟଣା,ଆଜି ଯାଏ ଝୁରୁଛନ୍ତି ନିଜ ସ୍ୱାମୀକୁ କହିଲେ ୩ ବର୍ଷ ପରେ ତମକୁ ଆଜି ମଧ୍ୟ Miss କରୁଛି,ଶୁଣିଲେ ଆଖିରେ ଲୁହ ଆସିଯିବ

Spread the love

ବୋମା ବିସ୍ଫୋରଣ ବିଷୟରେ ଆମେ ଅନେକ କଥା ଶୁଣିଥିବା।ତେବେ ଏହି ଭଳି ଏକ ଘଟଣା ଘଟିଥିଲା ପଠାନଗଡ ଠାରେ।ଏହି ଅଞ୍ଚଳରେ ଏକ ଯୁବକ ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିଲେ।ଏହା ସହିତ ଏହି ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଘଟଣାର କୌଣସି ଶୁଣାଣି ହୋଇ ପାରୁ ନାହିଁ।ତେବେ ଏହି ଘଟଣାରେ ଜଡ଼ିତ ଅପରାଧୀ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ସେମାନଙ୍କର ଶୁଣାଣି ଆଜି ପର୍ଯ୍ୟନ୍ତ ହେଉ ନାହିଁ।ଯାହା ଫଳରେ ଏହି ଘଟଣା ଆଜି ବି ପଡି ରହିଛି।

ତେବେ ଯେଉଁ ବ୍ୟକ୍ତିଜନଙ୍କ ମୃତ୍ୟୁ ବରଣ କରିଥିଲେ ତାଙ୍କର ପତ୍ନୀଙ୍କ ନାମ ହେଉଛି ରିନା।ତେବେ ସେ ଗଣମାଧ୍ୟମକୁ ଆଜି କହିଥିଲେ କି ଆଜି ମଧ୍ୟ ତାଙ୍କର ତାଙ୍କ ପତିଙ୍କ କଥା ବହୁତ ମନେ ପଡୁଛି।ସେ କହିଥିଲେ କି ତାଙ୍କର ପତି ଜଣେ ଭଲ ହୃଦୟର ବ୍ୟକ୍ତି ଥିଲେ ସେ କେବେ ମଧ୍ୟ କାହାର ଖରାପ ଚିନ୍ତା କରନ୍ତି ନାହିଁ।ଏହା ସହିତ ତାଙ୍କର ପତିଙ୍କୁ କଣ ପାଇଁ ଏପରି ଭାବରେ ମାରି ଦିଆ ଗଲା ସେ ଆଜି ପର୍ଯ୍ୟନ୍ତ ଏହା ଜାଣି ପାରୁ ନାହାଁନ୍ତି ବୋଲି କହିଥିଲେ।

ଏହା ସହିତ ସେ କହିଥିଲେ କି ଦୋଷୀକୁ ତୁରନ୍ତ ଦଣ୍ଡ ଦିଆଯାଉ।କଣ ପାଇଁ ତାଙ୍କର ପତିଙ୍କ ହତ୍ୟାକାରୀକୁ ଏପରି ଭାବରେ ରଖା ଯାଇଛି ଓ ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉନାହିଁ।ଏହା ଉପରେ ସେ ପ୍ରଶ୍ନ କରୁଛନ୍ତି।ସେ କହିଛନ୍ତି କି ତାଙ୍କର ବିବାହର ଏକ ବର୍ଷ ପୂର୍ବରୁ ନିର୍ବନ୍ଧ ହୋଇ ଯାଇଥିଲା।

ଯାହା ଫଳରେ ସେମାନେ ପରସ୍ପର ସହିତ ଅଧିକ ଘନିଷ୍ଟ ହୋଇ ଯାଇଥିଲେ।ଏହା ସହିତ ସେମାନେ ପରସ୍ପରକୁ ବିବାହ କରିବା ପରେ ସେମାନେ ବହୁତ ଖୁସିରେ ମଧ୍ୟ ବଞ୍ଚିବାକୁ ଆରମ୍ଭ କରିଥିଲେ।ତେବେ କଣ ପାଇଁ ତାଙ୍କର ପତିଙ୍କ ହତ୍ୟାକାରୀକୁ ଦଣ୍ଡ ଦିଆ ଯାଉନାହିଁ ଏହା ବର୍ତ୍ତମାନ ପ୍ରଶ୍ନ ହୋଇଛି।ଏହା ସହିତ ତାଙ୍କର ପତିଙ୍କ ହ-ତ୍ୟା-କା-ରୀ-କୁ ଦଣ୍ଡ ନ ଦିଆ ଯାଇ ଏପରି ଭାବରେ ଜେଲରେ ରଖିବାର କାରଣ କଣ ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି କି ସେହି ହତ୍ୟାକାରୀ ବିରୁଦ୍ଧରେ ସମସ୍ତ ପ୍ରମାଣ ଥାଇ ମଧ୍ୟ ତାଙ୍କର ଶୁଣାଣି କଣ ପାଇଁ ହେଉ ନାହିଁ ଏହା ସମସ୍ତଙ୍କ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ହୋଇଛି।ଏହା ସହିତ ଏହି ଘଟଣାର ସମାଧାନ ପାଇଁ ଯଥାଶୀଘ୍ର କାର୍ଯ୍ୟକାରୀ ହେଉ ବୋଲି ସେ କହିଛନ୍ତି।ତେବେ ଏହି ଘଟଣାର ସମାଧାନ ଶୀଘ୍ର କରିବା ପାଇଁ ରିନା ଦାବି କରୁଛନ୍ତି।ତେବେ ସେ କହିଛନ୍ତି କି ତାଙ୍କର ପତି ଜଣେ ବହୁତ ଭଲ ହୃଦୟର ମଣିଷ ଥିଲେ।

ସେ କେବେ କାହାର ଅନିଷ୍ଟ ଚିନ୍ତା କରନ୍ତି ନାହିଁ।ଏହା ସହିତ ସେ ସର୍ବଦା ଅନ୍ୟର ଉପକାର କରନ୍ତି।ତେବେ ତାଙ୍କର ପତିଙ୍କୁ ବିନା କାରଣରେ ମାରି ଦିଆ ଯାଇଛି।ଏହା ସହିତ ତାଙ୍କର ମାଆ ମଧ୍ୟ କହିଥିଲେ କି ତାଙ୍କର ତାଙ୍କ ପୁଅଙ୍କ କଥା ବହୁତ ମାନେ ପଡୁଛି।ଏହା ସହିତ ସେ କାନ୍ଦି କାନ୍ଦି କହିଥିଲେ କି ତାଙ୍କର ପୁଅର ହତ୍ୟାକାରୀକୁ ତୁରନ୍ତ ଦଣ୍ଡ ଦିଆଯାଉ।ଏହା ସହିତ ଏହି ଘଟଣାକୁ ଆଉ ଏପରି ପକାଇ ନ ରଖାଯାଉ ବୋଲି ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *