ଫେରିଲେ ସ୍ଵାତିକ ଓ ରାଧିକା,Bandhan ଏ ଜନ୍ମ ଜନ୍ମ ର ସିରିଏଲ ରେ ହେଲେ ଏକାଠି,ଏହି ଦିନ ଠୁ ଟିଭିରେ ପ୍ରସାରଣ ହେବ

Spread the love

ଓଡ଼ିଆ ଅଭିନୟ ଜଗତର ଅଭିନେତା ରାଧିକା ଓ ସାତ୍ଵିକଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ଅଭିନେତା ଓ ଅଭିନେତ୍ରୀ ସେମାନଙ୍କର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ସେମାନଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ଯ ପାଇ ସାରିଛନ୍ତି।ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ଏହି ରାଧିକା ଓ ସାତ୍ଵିକ ନୂଆବୋହୁ ଧାରାବାହିକରେ ଅଭିନୟ କରି ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ପାଖରେ ନିଜକୁ ପରିଚିତ କରି ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିବା ସହିତ ତାଙ୍କୁ ଅନେକ ଲୋକ ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଭାବରେ ସ୍ବୀକାର କରି ଛନ୍ତି।ଏହା ସହିତ ରାଧିକା ଓ ସାତ୍ଵିକ ନୂଆ ବୋହୂ ଧାରାବାହିକରେ ନିଜର ପ୍ରତିଭାର ପ୍ରଦର୍ଶନ କରି ସାରିଛନ୍ତି।

ତେବେ ଏହି ଧାରାବାହିକ ବର୍ତ୍ତମାନ ବନ୍ଦ ହୋଇ ଯାଇଛି।ତେବେ ଅନେକ ଦିନ ଧରି ଏହି ଧାରାବାହିକ ଅନେକ ଦର୍ଶକ ମାନଙ୍କ ପ୍ରିୟ ହୋଇ ରହିଥିଲା।ଏହା ସହିତ ଏହି ଧାରାବାହିକରେ ଅଭିନୟ କରି ରାଧିକା ଓ ସାତ୍ଵିକ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ।ଏହା ସହିତ ଏହି ଅଭିନୀତ ଯୋଡ଼ି ବର୍ତ୍ତମାନ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଯୋଡ଼ି।

ସେମାନଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରୁଛନ୍ତି।ତେବେ ନୂଆ ବୋହୂ ଧାରାବାହିକ ବନ୍ଦ ହେବା ପରେ ରାଧିକା ଓ ସାତ୍ଵିକଙ୍କୁ ପୁଣି ଏକାଠି ଦେଖିବା ପାଇଁ ଅନେକ ଲୋକ ଇଚ୍ଛା ପ୍ରକାଶ କରିଥଲେ।ଏହା ସହିତ ଏହି ଦୁଇଜଣ ପୁଣି ଏକାଠି ଭାବରେ ଅନ୍ୟ ଏକ ଧାରାବାହିକରେ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛନ୍ତି।

ତେବେ ଏହି ଦୁଇଜଣ ବନ୍ଧନ ଜନ୍ମ ଜନ୍ମର ଧାରାବାହିକ ଜରିଆରେ ବର୍ତ୍ତମାନ ଦର୍ଶକ ମାନଙ୍କ ସାମ୍ନାକୁ ଆସିବାକୁ ଯାଉଛନ୍ତି।ଏହା ସହିତ ଏହି ଦୁଇଜଣଙ୍କ ଅଭିନୟ ଦେଖିବା ପାଇଁ ବର୍ତ୍ତମାନ ଅନେକ ଦର୍ଶକ ଅପେକ୍ଷା କରି ରହିଛନ୍ତି।ଏହା ସହିତ ଏହି ଦୁଇଜଣଙ୍କ ଅଭିନୟ ଦ୍ଵାରା ଅନେକ ଲୋକ ଆକର୍ଷିତ ହୋଇ ଥିବା କାରଣରୁ ସେମାନଙ୍କର ଅଭିନୟ ଦେଖିବା ପାଇଁ ବର୍ତ୍ତମାନ ଅନେକ ଲୋକ ଉତ୍ସାହିତ ଅଛନ୍ତି।

ଏହା ସହିତ ଏହି ଯୋଡ଼ି ବର୍ତ୍ତମାନ ପୁଣିଥରେ ଏହି ନୂତନ ଧାରାବାହିକ ଜରିଆରେ ପୁଣି ଓଡ଼ିଆ ଅଭିନୟ ଜଗତରେ ପାଦ ରଖିବାକୁ ଯାଉଛନ୍ତି।ତେବେ ଏହି ଦୁଇଜଣଙ୍କ ଅଭିନୟ ଅନେକ ଦର୍ଶକ ମାନଙ୍କ ପ୍ରିୟ ହୋଇ ଥିବାରୁ ସେମାନଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି।ତେବେ ଏହି ଧାରାବାହିକରେ ସେମାନେ ମଧ୍ୟ ସମସ୍ତ ଦର୍ଶକ ମାନଙ୍କ ପ୍ରିୟ ହୋଇ ପାରିବେ ବୋଲି ସମସ୍ତେ ବର୍ତ୍ତମାନ ଆଶା ପ୍ରକାଶ କରୁଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି।

Leave a Reply

Your email address will not be published. Required fields are marked *