ଓଡ଼ିଆ ହିରୋଇନ Elina Samantaray ଙ୍କ ସମ୍ପତି ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ,ସମୁଦାୟ ଏତେ କୋଟିର ମାଲିକ ଅଟନ୍ତି ଏଲିନା

Spread the love

ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରି ପାରୁଥିଲେ।ତାଙ୍କର ଜନ୍ମ ୧୯୯୬ ମସିହାରେ କଟକ ଠାରେ ହୋଇଥିଲା।ଏହା ସହିତ ସେ ବର୍ତ୍ତମାନ କଟକରେ ରହୁଛନ୍ତି।ତାଙ୍କର ବୟସ ବର୍ତ୍ତମାନ ୨୩ ବର୍ଷ।ଏହା ସହିତ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ଓ ଅନେକ ଆଲବମରେ ଅଭିନୟ କରି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।

ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କୁ ଆକର୍ଷିତ କରିବା ସହିତ ସେମାନଙ୍କର ପ୍ରିୟ ହୋଇ ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ଅନେକ ଲୋକଙ୍କ ପାଖରେ ନିଜର ଏକ ବିଶେଷ ସମ୍ମାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ଅନେକ ଲୋକଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ ମଧ୍ୟ କରିଛନ୍ତି।

ଏହି ଅଭିନେତ୍ରି ଜଣଙ୍କ କିଏ ହେବ ମୋ ହେରୋଇନ ୩ ର ବିଜେତା ହୋଇ ଓଡ଼ିଆ ଅଭିନୟ ଜଗତରେ ନିଜର ପାଦ ରଖିବା ଆରମ୍ଭ କରିଥିଲେ।ଏହା ସହିତ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଅଭିନେତାଙ୍କ ସହିତ ଅଭିନୟ କରି ସାରିଲେଣି।ତେବେ ତାଙ୍କର ଅଭିନୟ କରିବାର ଏକ ବିଶେଷ ଶୈଳୀ ପାଇଁ ସେ ନିଜକୁ ଅନେକ ପରିଚିତ କରି ପାରିଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ମାତ୍ରାରେ ଆକର୍ଷଣୀୟ ହୋଇଥାଏ।

ଏହା ସହିତ ସେ ନିଜର ଅଭିନୟ କରିବାର ବିଶେଷ କଳା ପାଇଁ ବହୁତ ଅଧିକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତ୍ରୀ ଅଟନ୍ତି।ଏହା ସହିତ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରି ସାରିଲେଣି।ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଯେଉଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି

ତାହା ଅନ୍ୟ କୌଣସି ଅଭିନେତ୍ରୀ ମାନଙ୍କ ପାଇଁ ଅଟେ ସହଜ ନୁହେଁ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ହୋଇଥିବାରୁ ତାଙ୍କର ଅନେକ ଅନୁଗତ ରହିଛନ୍ତି।ତାଙ୍କର ଉଚ୍ଚତା ହେଉଛି ୫ ଫୁଟ ୭ ଇଞ୍ଚ।ଏହା ସହିତ ତାଙ୍କର ଓଜନ ହେଉଛି ୫୮ କେଜି।ସେ ଗୋଟିଏ ଫିଲ୍ମ କରିବା ପାଇଁ ପ୍ରାୟ ୧୨-୧୫ ଲକ୍ଷ ଟଙ୍କା ନେଇଥାନ୍ତି।ଏହା ସହିତ ସେ ଗୋଟିଏ ବିଜ୍ଞାପନ କରିବା ପାଇଁ ପ୍ରାୟ ୨-୪ ଲକ୍ଷ ଟଙ୍କା ନେଇଥାନ୍ତି।

ତେବେ ତାଙ୍କର ବର୍ତ୍ତମାନ ମୋଟ ସମ୍ପତି ପ୍ରାୟ ୪ କୋଟି ଟଙ୍କାର ବୋଲି ଅନୁମାନ କରାଯାଉଛି।ଏହା ସହିତ ତାଙ୍କର ଏକ ବହୁତ ବଡ଼ ଘର ମଧ୍ୟ ରହିଛି।ଏହା ସହିତ ତାଙ୍କର ଏକ କାର ମଧ୍ୟ ଅଛି।ଏହା ସହିତ ସେ ବର୍ତ୍ତମାନ କଟକରେ ଯେଉଁ ଘରେ ରହୁଛନ୍ତି ସେହି ଘରକୁ ସେ ଏକ ବର୍ଷ ତଳେ ନିଜେ କିଣିଥିଲେ।ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ତେବେ ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।

Leave a Reply

Your email address will not be published. Required fields are marked *