ଓଡ଼ିଆ ସିରିଏଲ ମାୟା ର ଅଭିନେତା ଓ ଅଭିନେତ୍ରୀ ମାନେ Real Life ରେ ସମ୍ପୂର୍ଣ ଅଲଗା ଅଟନ୍ତି,ଦେଖିଲେ ଆପଣ ମଧ୍ୟ ଚିହିଁବା ମୁସ୍କିଲ ଅଟେ

Spread the love

ଆମେ ପ୍ରତିଦିନ ମାୟା ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଦେଖୁ।ଏହି ଚଳଚ୍ଚିତ୍ର ଖୁବ କମ ସମୟ ମଧ୍ୟରେ ଅନେକ ଲୋକଙ୍କ ପ୍ରିୟ ଚଳଚ୍ଚିତ୍ର ହୋଇ ପାରିଛି।ଏହା ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ପ୍ରତ୍ୟେକ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ସମ୍ପର୍କରେ ଆମେ ବର୍ତ୍ତମାନ ଏହିଠାରେ ଆଲୋଚନା କରିବାକୁ ଯାଉଛୁ।

ନନ୍ଦୁ:- ଏହି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରୁଥିବା ନନ୍ଦୁ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ମଧ୍ୟ ପସନ୍ଦ କରନ୍ତି।ଏତେ କମ ବୟସରୁ ସେ ନିଜକୁ ସମସ୍ତ ଓଡ଼ିଶାର ଦର୍ଶକଙ୍କ ନିକଟରେ ପରିଚିତ କରି ପାରିଛନ୍ତି।

ମଞ୍ଜରୀ:- ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ମଞ୍ଜରୀ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେ ମଧ୍ୟ ଜଣେ ବହୁତ ଭଲ ଅଭିନେତ୍ରୀ ଓ ଜଣେ ବହୁତ ଭଲ ମହିଳା ମଧ୍ୟ।

ଗାର୍ଗୀ:- ଏହି ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରୁଥିବାରୁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ ହୋଇ ପାରିଛନ୍ତି।ତେବେ ବାସ୍ତବରେ ତାଙ୍କର ଅଭିନୟ ବହୁତ ଆକର୍ଷଣୀୟ ହୋଇଥାଏ।

ରାକ୍ଷୀ:- ଏହି ଚଳଚ୍ଚିତ୍ରରେ ଅଭିନୟ କରି ନିଜକୁ ସମସ୍ତ ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ ରାକ୍ଷୀ।ତେବେ ସେ ଅତି କମ ସମୟ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ମଧ୍ୟ।

ନଗେସ:- ଏହି ଚଳଚ୍ଚିତ୍ରରେ ଅଭିନୟ କରି ନଗେଶ ନିଜର ନାମକୁ ବହୁତ ଲୋକଙ୍କ ନିକଟରେ ପରିଚିତ କରିବାରେ ସଫଳ ହୋଇଛନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିବାର କଳା ରଖିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ କରି ପାରିଛନ୍ତି।

ରୁଦ୍ରି:- ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖି ପାରନ୍ତି।ତେବେ ତାଙ୍କର ଅନେକ ଅନୁଗତ ଅଛନ୍ତି।ସେ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଛାଡନ୍ତି ଯାହାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।

ଅଳକା:- ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଳକା ଜଣେ ବହୁତ ଭଲ ଓ ଜଣେ ଉଚ୍ଚ କୋଟୀର ଅଭିନେତ୍ରୀ।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରି ପାରନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି।ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।

Leave a Reply

Your email address will not be published. Required fields are marked *