ରଜ କ୍ୱିନ 2021 ର ବିଜେତା ହେଲେ Krishna Sahoo,ପାଇଲେ ଏତେ ଟଙ୍କାର ପୁରସ୍କାର,କହିଲେ ଏହି ଲୋକଙ୍କ ପାଇଁ ବିଜୟୀ ହେଇ ପାରିଲି ମୁଁ

Spread the love

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ କ୍ରୀଷ୍ଣା ସାହୁ।ସେ ୨୦୨୧ ରଜ କ୍ୱିନ ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି।ଏହା ସହିତ ସେ ନିଜର ତଥା ନିଜର ପରିବାରର ନାମକୁ ଓଡ଼ିଶାର ଘରେ ଘରେ ପରିଚିତ କରାଇ ପାରିଛନ୍ତି।ତେବେ ସେ ହେଉଛନ୍ତି ଚାନ୍ଦବାଲିର ଜଣେ ପ୍ରସିଦ୍ଧ ବ୍ୟବସାୟୀ ହରିହର ସାହୁଙ୍କ ନାତୁଣୀ।ସେ ଏହି ପ୍ରତିଯୋଗିତାରେ ବିଜୟ ହାସଲ କରିବା ପରେ ତାଙ୍କୁ ଅନେକ ଲୋକ ଶୁଭେଚ୍ଛା ଜଣାଇ ଥିଲେ।ଏହା ସହିତ ସେ ମଧ୍ୟ ବହୁତ ଖୁସି ଥିଲେ।

ତେବେ ସେ ନିଜର ଦକ୍ଷତା ବଳରେ ଏହି ପ୍ରତିଯୋଗିତାରେ ବିଜୟ ହାସଲ କରି ପାରିଛନ୍ତି।ତାଙ୍କର ଅଭିନୟ ତଥା ତାଙ୍କର ବ୍ୟବହାର ଓ ତାଙ୍କର ନୃତ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲା।ଯାହା ଫଳରେ ସେ ସମସ୍ତ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସମସ୍ତେ ତାଙ୍କର ଅଭିନୟ ବହୁତ ଅଧିକ ଉପଭୋଗ କରିଥାନ୍ତି।ତାଙ୍କର ଅଭିନୟ ବାସ୍ତବରେ ଆକର୍ଷଣୀୟ।

ସେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଅନେକ ଲୋକଙ୍କ ନିକଟରେ ନିଜକୁ ପରିଚିତ କରାଇବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ତଥା ନିଜର ପରିବାରର ନାମକୁ ବହୁତ ଉଚ୍ଚକୁ ନେବାରେ ସଫଳ ହୋଇ ପାରିଥିଲେ।ତାଙ୍କର ଅଭିନୟ ମଧ୍ୟ ସମସ୍ତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତ୍ରୀ ରୂପରେ ନିଜକୁ ପରିଚିତ କରାଇ ପାରିଥିଲେ।

ସେ ତାଙ୍କର ପରିବାରର ସବୁଠାରୁ ସାନ ଝିଅ।ଏହା ସହିତ ସେ ଏକ ଇଞ୍ଜିନିୟର ମଧ୍ୟ।ତେବେ ସେ କିଛିଦିନ ହେବ ନିଜର ଘରେ ରହି ନିଜର ଅଫିସ କାର୍ଯ୍ୟ କରୁଥିଲେ।ଏହା ସହିତ ସେ ବର୍ତ୍ତମାନ ଏହି ପ୍ରତିଯୋଗିତାରେ ବିଜୟୀ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ।ତେବେ ସେ ଏହି ସମୟରେ ୨୦୨୧ ରଜ କ୍ୱିନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ଥିର କରିଥିଲେ।ଏହାପରେ ସେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ତାଙ୍କର ଅଭିନୟ ଓ ତାଙ୍କର ନୃତ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲା।ଯାହା ଫଳରେ ସେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇ ପାରିଥିଲେ।ତେବେ ତାଙ୍କର ଅଭିନୟ ବିଶେଷ ଭାବରେ ସମସ୍ତଙ୍କୁ ଆକର୍ଷିତ କରିଥିଲା।ତାଙ୍କର ନୃତ୍ୟରେ ମଧ୍ୟ ସମସ୍ତେ ଅନେକ ମାତ୍ରାରେ ଆକର୍ଷିତ ହୋଇଥିଲେ।ଯାହା ଫଳରେ ସେ ବିଜୟୀ ହୋଇ ପାରିଥିଲେ।ତାଙ୍କ ମଧ୍ୟରେ ଏକ ଓଡ଼ିଆ ଝିଅର ସମସ୍ତ ଗୁଣ ଉପସ୍ଥିତ ଥିଲା।

ଏହା ସହିତ ସେ ଓଡ଼ିଶାର ସମସ୍ତ ସଂସ୍କୃତି ଓ ପରମ୍ପରା ସହିତ ବହୁତ ଭଲ ଭାବରେ ପରିଚିତ ଥିଲେ।ସେ ଏକ ଖାଣ୍ଟି ଓଡ଼ିଆ ଝିଅ ଥିଲେ ଯାହା ଫଳରେ ସମସ୍ତ ଦର୍ଶକ ତାଙ୍କୁ ବହୁତ ଅଧିକ ପସନ୍ଦ କରିଥିଲେ।ଏହ ସହିତ ସେ ଭଲ ଗୀତ ମଧ୍ୟ ଗାଇ ପାରନ୍ତି।ଯାହା ଫଳରେ ସେ ସମସ୍ତଙ୍କ ଦୃଷ୍ଟି ଅଧିକ ଆକର୍ଷଣ କରି ପାରିଥିଲେ।ତେବେ ଏହା ସବୁ ପରେ ସେ ଏହି ୨୦୨୧ ରଜ କ୍ୱିନ ପ୍ରତିଯୋଗିତାରେ ନିଜକୁ ବିଜୟୀ କରିବାରେ ସଫଳ ହୋଇ ପାରିଥିଲେ।ତାଙ୍କର ସ୍ବପ୍ନ ମଧ୍ୟ ସେ ପୂରଣ କରି ପାରିଥିଲେ।

Leave a Reply

Your email address will not be published. Required fields are marked *