ଆପଣ ଜାଣନ୍ତି କି ଏଲିନାଙ୍କ ଭଉଣୀ କିଏ ? ମାନିନୀ କାହିଁକି ଫିଲ୍ମ ଦୁନିଆ ରୁ ଦୂରେଇଗଲେ ଆପଣ ଜାଣିଛନ୍ତି କି ? ଏବେ ଜାଣି ନିୟନ୍ତୁ ଅସଲ ସତ୍ୟତା

Spread the love

ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ମାନିନୀ ଚଳଚ୍ଚିତ୍ରରେ ମାନିନୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ପ୍ରକୃତ ନାମ ହେଉଛି ଉପାସନା ମହାନ୍ତି।ସେ ନିଜର ଅଭିନୟ କରିବାର ଶୈଳୀ ପାଇଁ ବେସ ପରିଚିତ।ସେ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପରିଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କର ପ୍ରିୟ ପାତ୍ର ହୋଇ ପାରିଥିଲେ।ସେ ବର୍ତ୍ତମାନ ଅଭିନୟ ଜଗତରୁ କିଛି ସମୟ ପାଇଁ ଦୂରେଇ ରହିଛନ୍ତି।ତେବେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଲେଣି।

ଏହି କିଛି ଦିନ ତଳେ ସେ ମାନିନୀ ଚଳଚ୍ଚିତ୍ର ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ।ଏହାର କାରଣ ଥିଲା ତାଙ୍କର ପରିବାର ସହ ଜଡ଼ିତ କିଛି ସମସ୍ୟା।ତାଙ୍କର ଏହି କିଛି ଦିନ ତଳେ ଏକ ପୁତ୍ର ସନ୍ତାନ ଜାତ ହୋଇଛି।ଯାହାକୁ ନେଇ ଏବେ ଓଡ଼ିଶାର ଚଳଚ୍ଚିତ୍ର ପ୍ରେମୀ ମାନେ ଅନେକ ଚର୍ଚ୍ଚା କରୁଛନ୍ତି।ତେବେ ବର୍ତ୍ତମାନ ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସହିତ ନିଜର ପୁଅ ଓ ନିଜର ଫଟୋକୁ ସେୟାର କରିଛନ୍ତି।ଏହାକୁ ଓଡ଼ିଶାର ଅନେକ ଲୋକ ବହୁତ ପସନ୍ଦ କରୁଛନ୍ତି।

ସମସ୍ତେ କହୁଛନ୍ତି କି ସେ ନିଜର ପୁତ୍ରର ଉପଯୁକ୍ତ ଯତ୍ନ ନେବା ପାଇଁ ବର୍ତ୍ତମାନ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ତେବେ ସେ ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଘରେ ଏକ ଜଣା ଶୁଣା ନାମ।ହେଲେ ସମସ୍ତେ ତାଙ୍କୁ ତାଙ୍କର ପ୍ରକୃତ ନାମ ଉପାସନାରେ ଜାଣନ୍ତି ନାହିଁ,ସମସ୍ତେ ତାଙ୍କୁ ମାନିନୀ ବୋଲି ଜାଣିଛନ୍ତି।

ସେ ବର୍ତ୍ତମାନ ନିଜର ପରିବାର ସହିତ ସମୟ ଅତିବାହିତ କରୁଛନ୍ତି।ତେବେ ସେମାନେ ସମସ୍ତେ ବର୍ତ୍ତମାନ ନିଜ ଘରକୁ ନୂତନ ସଦସ୍ୟ ଆସିଥିବାରୁ ଅନେକ ଖୁସି ଅଛନ୍ତି।ଫଳରେ ସମସ୍ତେ ଏବେ ନିଜ ଘରର ନୂତନ ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି।ତେବେ ଆମେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀ ଏଲିନାଙ୍କୁ ବହୁତ ଭଲ ଭାବରେ ଜାଣିଥିବା।ସେ ମଧ୍ୟ ଓଡ଼ିଶାର ଫିଲ୍ମ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ମଧ୍ୟ ଅନେକ ଫିଲ୍ମ କରି ସାରିଲେଣି ଓ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରି ସାରିଲେଣି।

ତେବେ ଆପଣ ଜାଣିଛନ୍ତି କି ସେ ହେଉଛନ୍ତି ଉପାସନାଙ୍କ ଭଉଣୀ।ସେମାନେ ଦୁହେଁ ଅଭିନୟ ଜଗତରେ ବେସ ପରିଚିତ ହୋଇ ପାରିଛନ୍ତି।ନିଜର ଅଭିନୟ ମାଧ୍ୟମରେ ସେମାନେ ନିଜର ତଥା ନିଜର ପରିବାରର ନାମକୁ ଉଚ୍ଚା କରି ପାରିଛନ୍ତି।ଏହା ସହିତ ସମାନେ ନିଜର ପରିବାର ପାଇଁ ଅନେକ ମାନ ଓ ସମ୍ମାନ ଅର୍ଜନ କରିଛନ୍ତି।ତେବେ ଉପାସନା ପୁଣି କେବେ ଅଭିନୟ ଜଗତକୁ ଫେରିବେ ତାହା ଦେଖିବା ପାଇଁ ବର୍ତ୍ତମାନ ଅନେକ ଦର୍ଶକ ଅପେକ୍ଷା କରିଛନ୍ତି।ତେବେ ତାଙ୍କର ପୁଅ ଅଳ୍ପ ବଡ଼ ହେବା ପରେ ସେ ଅଭିନୟ ଜଗତକୁ ଫେରିବେ ବୋଲି ସମସ୍ତେ ଆଶା କରୁଛନ୍ତି।

Leave a Reply

Your email address will not be published. Required fields are marked *