କଣ ସତରେ ଏଲିନା ସାମନ୍ତରାୟ ଓ ଶୈଳେନ୍ଦ୍ର ସାମନ୍ତରାୟ ଭାଇ ଭଉଣୀ ଅଟନ୍ତି ? ଏହାର ସତ୍ୟତା ଆଜି ଯାଏ ଓଡ଼ିଶାର ୯୦ ପ୍ରତିଶତ ଲୋକ ଜାଣି ନାହାନ୍ତି..ସତ୍ୟତା ଜାଣିଲେ ଚମକି ଉଠିବେ ଆପଣ

Spread the love

ଆମେ ସମସ୍ତେ ଏଲିନା ସାମନ୍ତରାୟଙ୍କୁ ଭଲ ଭାବରେ ଜାଣୁ।ସେ ହେଉଛନ୍ତି ବର୍ତ୍ତମାନ ଓଡ଼ିଆ ସିନେମା ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ନିଜର ଅଭିନୟ ମାଧ୍ୟମର ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କୁ ନିଜର ଅଭିନୟ ଦ୍ଵାରା ଆକର୍ଷିତ କରିବାରେ ଅନେକ ମାତ୍ରାରେ ସଫଳ ହୋଇଛନ୍ତି।ତେବେ ତାଙ୍କର ଅଭିନୟ ମାଧ୍ୟମରେ ସେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

ତାଙ୍କର ଜନ୍ମ ୨୨ ଜୁଲାଇ ୧୯୯୬ ମସିହାରେ ହୋଇଥିଲା।ସେ ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପିଲାବେଳୁ ଅଭିନୟ ପ୍ରତି ଅନେକ ଆଗ୍ରହ ରହିଥିଲା।ଫଳରେ ସେ ପିଲାବେଳୁ ଅନେକ କାର୍ଯ୍ୟକ୍ରମରେ ଅଭିନୟ କରି ଅନେକ ସଫଳତା ପାଇ ପାରିଥିଲେ।ସେ ପିଲାବେଳୁ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରି ପାରୁଥିଲେ।ତେବେ ତାଙ୍କର ମାତାଙ୍କ ନାମ ହେଉଛି ଅନୁରାଧା ସାମନ୍ତରାୟ।

ସେ ବର୍ତ୍ତମାନ ନିଜର ବାପା ମା ଓ ଭାଇଙ୍କ ସହିତ ରହୁଛନ୍ତି।ସେ ନିଜର ଅଭିନୟ ଜୀବନରେ ଅନେକ ସଫଳତା ପାଇ ସାରିଛନ୍ତି।ସେ ନିଜର ଅଭିନୟ ବଳରେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରାଇବାରେ ସଫଳ ହୋଇଛନ୍ତି ଏହା ସହିତ ସେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ବର୍ତ୍ତମାନ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଲେଣି।ସେ ନିଜର ଅଭିନୟ କରିବାର ଏକ ବିଶେଷ ଶୈଳୀ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରନ୍ତି।ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପାଠ ପଢୁଥିଲେ।ସେ ଜଣେ ବହୁତ ଭଲ ଛାତ୍ରୀ ଥିଲେ।ସେ ନିଜର ଅଭିନୟ ଜୀବନ କିଏ ହେବ ମୋ ହେରୋଇନ କାର୍ଯ୍ୟକ୍ରମରୁ ଆରମ୍ଭ କରିଥିଲେ।

ତାଙ୍କର ପ୍ରଥମ ଫିଲ୍ମ ଥିଲା ଇସ୍କ ତୁ ହି ତୁ।ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି।ତେବେ ସେ ନିଜର ଅଭିନୟ ମାଧ୍ୟମରେ ଆଜି ଓଡ଼ିଶାର ପ୍ରତ୍ୟେକ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ସେ ଏକ ପଶୁ ପ୍ରେମୀ ଅଟନ୍ତି।ସେ ପଶୁ ମାନଙ୍କର ସେବା କରିବା ସହିତ ସେମାନଙ୍କର ଉପଯୁକ୍ତ ଯତ୍ନ ମଧ୍ୟ ନେଇଥାନ୍ତି।

ତେବେ ଅନେକ ଲୋକ ଭାବନ୍ତି ଶୈଳେନ୍ଦ୍ର ସାମନ୍ତରାୟ ହେଉଛନ୍ତି ଏଲିନା ଙ୍କ ଭାଇ କିନ୍ତୁ ଏହା ସମ୍ପୂର୍ଣ ଭିତିହୀନ କାରଣ ଏଲିନା ଙ୍କ ଭାଇ ଙ୍କ ନାମ ହେଉଛି ରିଟ ସାମନ୍ତରାୟ ଓ ସେ ଫିଲ୍ମ ଜଗତରେ କାମ କରୁ ନାହାନ୍ତି |କିନ୍ତୁ ଶୈଳେନ୍ଦ୍ର ଓ ଏଲିନା ଭାଇ ଭାନି ନୁହନ୍ତି

ସେ ନିଜର ଘରେ ମଧ୍ୟ ଅନେକ ପଶୁ ପାଳିଛନ୍ତି।ସେ ଜଣେ ଉଚ୍ଚକୋଟୀର ଅଭିନେତ୍ରୀ ସେଥିପାଇଁ ସେ ଅନେକ ଫିଲ୍ମରେ ଅଭିନୟ କରିବା ସହିତ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ଖୁବ କମ ସମୟ ମଧ୍ୟରେ ଓଡ଼ିଆ ସିନେମା ଜଗତରେ ନିଜକୁ ପରିଚିତ କରି ପାରିଥିଲେ।

ବର୍ତ୍ତମାନ ସେ ଓଡ଼ିଆ ସିନେମା ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ସେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ସମ୍ମାନ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କୁ ବର୍ତ୍ତମାନ ନିଜର ଅଭିନୟ ଦ୍ଵାରା ବାନ୍ଧି ରଖି ପାରିଛନ୍ତି।ସେ ନିଜର ପ୍ରତିଷ୍ଠା ଓ ସମ୍ମାନକୁ ସର୍ବଦା ଅଧିକ ଗୁରୁତ୍ଵ ଦେଇଥାନ୍ତି।

Leave a Reply

Your email address will not be published. Required fields are marked *