ସରକାର ଙ୍କ ନୂଆ ଯୋଜନା ଆସିଲା – ସମସ୍ତଙ୍କୁ ମିଳିବ ମାଗଣାରେ ଏଲ ଇ ଡି ବଲବ ମିଳିବ – ଦେଖନ୍ତୁ ଆପଣଙ୍କ ପରିବାର କୁ କେତେ ଟି ବଲବ ମିଳିବ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ସରକାରଙ୍କ ଦ୍ଵାରା ଏକ ନୂତନ ଯୋଜନା ବିଷୟରେ।ତେବେ ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ପିଠା ଯୋଜନା ବିଷୟରେ ଜାଣିଥିବେ।ପ୍ରଥମେ ପିଠା ଯୋଜନା ଗଲା ତାହାପରେ ଆସିଲା କାଳିଆ ଯୋଜନା।ଏପରିକି ଏବେ ଅସିଛି ଆମ ଘରେ ଏଲ ଇ ଡି ଯୋଜନା।ଯାହାକି ଏହି ଯୋଜନାରେ ସମସ୍ତ ପରିବାରର ସଦସ୍ୟ ମାନଙ୍କୁ ଏବଂ ସମସ୍ତ ପରିବାରକୁ ମାଗଣାରେ ବଣ୍ଟାଯିବ ଏଲ ଇ ଡି ବଲବ

ତେବେ ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏହି ଯୋଜନା ଅନୁସାରେ କେତୋଟି ଲେଖାଏଁ ବଲବ ମିଳିବ, କେମିତି ମିଳିବ ଏବଂ ଆମେ କିପରି ପାଇପାରିବା ଏବଂ ଏହା ସମ୍ବନ୍ଧୀୟ ଅନ୍ୟ କିଛି ତଥ୍ୟ।ଏହି ଯୋଜନା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ।

ତେବେ ଏହା ଯେଉଁ ରହିଲା ଏଲ ଇ ଡି ବଲବ ମିଳିବା କଥା ତାହା ତ ସମସ୍ତିଙ୍କୁ ମିଳୁଛି।ତେବେ କେତୋଟି ଲେଖାଏଁ ମିଳୁଛି ତାହା ଅନେକ ଲୋକଙ୍କର ପ୍ରଶ୍ନ ଥାଏ।ପ୍ରଥମେ ଆସନ୍ତୁ ଜାଣିବା କେତୋଟି ଲେଖାଏଁ ମିଳିବ।ତେବେ ଗୋଟିଏ ପରିବାରରେ ଚାରୋଟି ଲେଖାଏଁ ଏଲ ଇ ଡି ବଲବ ମିଳିବ ସେ ମଧ୍ୟ ଏବଂ ସେଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଟଙ୍କା ଦେବାକୁ ପଡିବ ନାହିଁ।

ଏବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ମିଳିବ?ଯେଉଁମାନଙ୍କ ଲିଷ୍ଟ ରାସନ କାର୍ଡରେ ଅଛି।ଅର୍ଥାତ ଯେଉଁମାନେ ରାସନ କାର୍ଡ ମାଧ୍ୟମରେ ରାସନ ନେଉଛନ୍ତି ସେମାନଙ୍କୁ ମଏହି ଏଲ ଇ ଡି ବଲବ ମିଳିବାକୁ ଯାଉଛି।ଏହାର ପେପର ରେ ମଧ୍ୟ ଅନେକ ଖବର ଆସିଲାଣି।ଯଦି ଆପଣଙ୍କ ନାମ ରାସନ କାର୍ଡ ଲିଷ୍ଟରେ ଥିବ ତେବେ ଆପଣଙ୍କୁ ମିଳିବ ମାଗଣାରେ ଏଲ ଇ ଡି ବଲବ।

ଏବେ ଆସନ୍ତୁ ଜାଣିବା ଏହି ଯୋଜନା ମାଧ୍ୟମରେ ମିଳିବାକୁ ଯାଉଥିବା ଏଲ ଇ ଡି ବଲବ କେବେ ମିଳିବ ବା କେଉଁଠାରୁ ଆଣିବାକୁ ପଡିବ।ପ୍ରଥମେ ତ ଆପଣମାନେ ଜାଣିଛନ୍ତି ପିଠା ଯୋଜନା ଯାଇଥିଲା ଏହାପରେ ଅନ୍ୟ ଏକ ପିଠା ଯୋଜନା ଫେବୃଆରୀ ମାସରେ ଅଛି।ଏବଂ ଯେତେବେଳେ ଫେବୃଆରୀ ମାସରେ ପିଠା ଯୋଜନାର କାର୍ଯ୍ୟ ହେବ ସେହି ସମୟରେ ଆପଣ ମାନଙ୍କୁ ମିଳିପାରିବ ମାଗଣାରେ ଏଲ ଇ ଡି ବଲବ।

ଆପଣଙ୍କୁ ସେଠାକୁ ଯିବାକୁ ପଡିବ ଏବଂ ସେଠାରେ ଆପଣଙ୍କୁ ମିଲିଯିବ।ସେହି ସ୍ଥାନରେ ଆପଣଙ୍କୁ କିଛିଟା ଏଲ ଇ ଡି ବଲବ ମିଳିବ ଏବଂ ଯେଉଁମାନେ ବାକି ରହିଯାଉଛନ୍ତି ସେମାନଙ୍କୁ ଦ୍ୱିତୀୟ ଫେଜରେ ମିଳିବ।ତେବେ ଏଭଳି ଯୋଜନା ଜରିଆରେ ଆପଣଙ୍କୁ ମିଳୁଛି ଆମ ଘରେ ଏଲ ଇ ଡି ଯୋଜନା।କିନ୍ତୁ ଧ୍ୟାନ ରଖନ୍ତୁ ଏଥିପାଇଁ ଆପଣଙ୍କ ନାମ ରାସନ କାର୍ଡରେ ଥିବା ଦରକାର।ତେବେ ଆପଣ ପାଇପାରିବେ ମାଗଣାରେ ଏଲ ଇ ଡି ବଲବ।

Leave a Reply

Your email address will not be published. Required fields are marked *