ଓଡିଆ ଅଭିନୟ ଜଗତର ଯୋଡି ମାନଙ୍କ ବୟସ ଅନ୍ତର କେତେ,Sabyasachi ଓ Archita ଙ୍କ ବୟସ ଅନ୍ତର ଜାଣିଲେ ଆପଣ ମଧ୍ୟ କହିବେ ହେ ଭଗବାନ

Spread the love

ଆମ ଓଡ଼ିଆ ଅଭିନୟ ଜଗତର ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି।ଯେଉଁମାନେ ପରସ୍ପର ସହିତ ପ୍ରେମ ସଂପର୍କରେ ଆସି ପରସ୍ପରକୁ ବିବାହ କରିଛନ୍ତି।ତେବେ ଆମେ ବର୍ତ୍ତମାନ ସେମାନଙ୍କ ଭିତରେ ଥିବା ବୟସ ଅନ୍ତର ମଧ୍ୟରେ ଆଲୋଚନା କରିବା।ତେବେ ଆମ ଓଡ଼ିଆ ଅଭିନୟ ଜଗତରେ ଏପରି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ପରସ୍ପରକୁ ସୁଟିଂ ସେଟରୁ ପରସ୍ପରକୁ ଭଲ ପାଇବା ସହିତ ସେମାନେ ପରସ୍ପରକୁ ବିବାହ ମଧ୍ୟ କରିଛନ୍ତି।ଆମେ ବର୍ତ୍ତମାନ ଆମର ସେହି ପ୍ରସିଦ୍ଧ କଳାକାର ଯୋଡି ମାନଙ୍କ ବିଷୟରେ ଆଲୋଚନା କରିବା।

ଅର୍ଚ୍ଚିତା ଓ ସବ୍ୟସାଚୀ:- ଏହି କିଛି ଦିନ ତଳେ ଆମ ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ପରସ୍ପରକୁ ବିବାହ କରିଥିଲେ।ସେମାନେ ଅନେକ ଦିନ ଧରି ପରସ୍ପର ସହିତ ପ୍ରେମ ସଂପର୍କରେ ରହିବା ପରେ ବର୍ତ୍ତମାନ ଶେଷରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି।ତେବେ ସେମାନଙ୍କ ମଧ୍ୟରେ ଥିବା ବୟସର ଅନ୍ତର ୪ ବର୍ଷ।ଅର୍ଥାତ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଠାରୁ ୪ ବର୍ଷ ବଡ଼।

ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ:- ଓଡ଼ିଆ ଅଭିନୟ ଜଗତର ଏହି ପ୍ରସିଦ୍ଧ ଯୋଡିଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣନ୍ତି।ସେମାନେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସେମାନେ ପରସ୍ପରକୁ ବିବାହ କରିଥିଲେ।ତେବେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବର୍ତ୍ତମାନ କଳହ ଲାଗି ରହିଛି।ଏହା ସହିତ ସେମାନଙ୍କ ମଧ୍ୟରେ ଥିବା ବୟସର ଅନ୍ତର ହେଉଛି ୩ ବର୍ଷ।ଅନୁଭବ ବର୍ଷାଙ୍କ ଠାରୁ ୩ ବର୍ଷ ବଡ଼।

କୋଏଲ ଓ ବବି ମିଶ୍ର:- ଏହି ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ସେମାନଙ୍କର ଅଭିନୟ ମାଧ୍ୟମରେ ସେମାନଙ୍କର ଏକ ବିଶେଷ ପରିଚୟ ତଥା ସମ୍ମାନ ଓଡ଼ିଶାର ପ୍ରତ୍ୟେକ ଦର୍ଶକଙ୍କ ପାଖରେ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେମାନେ ଅନେକ ଦର୍ଶକ ମାନଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ।ତେବେ ସେମାନଙ୍କର ବୟସ ଅନ୍ତର ହେଉଛି ୬ ବର୍ଷ।ଅର୍ଥାତ ବବି ମିଶ୍ର କୋଏଲଙ୍କ ଠାରୁ ୬ ବର୍ଷ ବଡ଼।

ମୋନାଲିସା ଓ ଦେବାଶିଷ ପାତ୍ର:- ଦେବାଶିଷ ହେଉଛନ୍ତି ଆମେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡିରେ ଅଭିନେତା।ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରନ୍ତି।ସେ ଓ ତାଙ୍କର ପତ୍ନୀଙ୍କ ବୟସ ମଧ୍ୟରେ ଅନ୍ତର ହେଉଛି ୩ ବର୍ଷ।ଅର୍ଥାତ ଦେବାଶିଷ ତାଙ୍କର ପତ୍ନୀ ମୋନାଲିସାଙ୍କ ଠାରୁ ୩ ବର୍ଷ ବଡ଼ ଅଟନ୍ତି।

ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର:- ଆମେ ଓଡ଼ିଆ ଅଭିନୟ ଜଗତର ଏହି ଯୋଡିଙ୍କ ବିଷୟରେ ବହୁତ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେମାନେ ୨୦୦୪ ମସିହାରେ ପରସ୍ପରକୁ ବିବାହ କରିଥିଲେ।ତେବେ ସେମାନଙ୍କର ବୟସ ଅନ୍ତର ହେଉଛି ୪ ବର୍ଷ।ଅର୍ଥାତ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କ ଠାରୁ ୪ ବର୍ଷ ବଡ଼ ଅଟନ୍ତି।

Leave a Reply

Your email address will not be published. Required fields are marked *