ଏହି ୧୦ ଜଣ ପ୍ରତିଷ୍ଠିତ ବ୍ୟକ୍ତି ଯେଉଁମାନେ ଅକାଳ ରେ ମୃତ୍ୟୁ ବରଣ କରିଛନ୍ତି – ୫ ନମ୍ବର ଙ୍କ ବିଷୟରେ ଜାଣିଲେ ଆଖି ଭିଜିଯିବ ଆପଣଙ୍କର..ବୟସ ହେବ ଆଗରୁ ଦୁନିଆ କୁ ଅଲବିଦା କରିଛନ୍ତି ଏମାନେ

Spread the love

ଏହି ମହାମାରୀ ଅନେକ ବ୍ୟକ୍ତିଙ୍କର ଜୀବନ ନେଇ ସାରିଲାଣି।ଏହା ସହିତ ଏବେ ଅନେକ ବ୍ୟକ୍ତି ନିଜର ଜୀବନ ସହ ସଙ୍ଘର୍ଷ କରୁଛନ୍ତି।ଆମେ ବର୍ତ୍ତମାନ ଏପରି କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ କଥା ହେବା ଯେଉଁ ମାନେ ଏହି ମହାମାରୀ ସମୟରେ ନିଜର ପ୍ରାଣ ଏହି ମହାମାରି ଯୋଗୁ ହରାଇଛନ୍ତି।ଏହି ମହାମାରୀ ଧନୀ,ଗରିବ,ସୁଖି,ଦୁଃଖୀ କାହା ଉପରେ ମଧ୍ୟ ଦୟା କରି ନାହିଁ।ସମସ୍ତଙ୍କ ଉପରେ ଏହା ସମାନ ପ୍ରଭାବ ପକାଇଛି।ଏହା ସହିତ ଏହି ମହାମାରୀ ଅନେକଙ୍କ ଜୀବନ ନେଇସାରିଲାଣି।

ଏହା ସହିତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି ସଂସାର ଛାଡ଼ି ଯାଇ ସାରିଲେଣି।ପ୍ରଥମେ ହେଉଛନ୍ତି ଅଜିତ ଦାସ।ଯିଏକି ଜଣେ ବହୁ ପ୍ରତିଷ୍ଠିତ ବ୍ୟକ୍ତି।ସେ ୭୧ ବର୍ଷ ବୟସରେ ଏହି ମହାମାରୀର ଶିକାର ହୋଇଥିଲେ।ଏହାପରେ ହେଉଛନ୍ତି ରବି ମିଶ୍ର।ଯିଏକି ଅନେକ ଫିଲ୍ମ ତଥା ଅନେକ ଟିଭି କାର୍ଯ୍ୟକ୍ରମରେ ଅଭିନୟ କରି ସାରିଛନ୍ତି।ସେ ଏହି ମହାମାରୀ ସମୟରେ ଅନେକ ଦିନ ଧରି କୋଭିଡ ସହ ସଂଗ୍ରାମ କରି ଶେଷରେ ନିଜର ପ୍ରାଣ ତ୍ୟାଗ କରିଥିଲେ।ତାଙ୍କୁ ମୃତ୍ୟୁ ବେଳକୁ ୬୪ ବର୍ଷ ବୟସ ହୋଇଥିଲା।

ଏହାପରେ ହେଉଛନ୍ତି ଦିପା ସାହୁ।ସେ ଏହି ମହାମାରୀ ସମୟରେ କ୍ୟାନ୍ସରରେ ମୃତ୍ୟୁ ବରଣ କରିଥିଲେ।ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା।ଏତେ କମ ବୟସରେ ତାଙ୍କ ପରିବାର ତାଙ୍କୁ ହରାଇଥିବାରୁ ଭାଙ୍ଗି ପଡ଼ିଛି।ଏହାପରେ ହେଉଛନ୍ତି ବିଜୟ ମହାନ୍ତି।ସେ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରି ସମଗ୍ର ଓଡ଼ିଶାରେ ନିଜର ଏକ ସ୍ଵନ୍ତ୍ରତ ପରିଚୟ ସୃଷ୍ଟି କରି ଥିଲେ।ସେ ହୃଦଘାତ ରେ ମୃତ୍ୟୁ ବରଣ କରିଥିଲେ।ତାଙ୍କୁ ମୃତ୍ୟୁ ବେଳକୁ ୭୦ ବର୍ଷ ବୟସ ହୋଇଥିଲା।

ଏହାପରେ ହେଉଛନ୍ତି ସଲିଲ ମହାପାତ୍ର।ସେ ସମଗ୍ର ଓଡ଼ିଶାରେ ଜଣେ ହାସ୍ୟ ଅଭିନେତା ଭାବରେ ବେସ ପରିଚିତ ତାଙ୍କ ମୃତ୍ୟୁ ଏହି ଅଳ୍ପ ଦିନ ତଳେ ହୋଇଥିଲା।ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା।ଏହାପରେ ହେଉଛନ୍ତି ହର ପଟ୍ଟନାୟକ।ଯିଏକି ସମଗ୍ର ଓଡ଼ିଶାର ଖଳନାୟକ ଭାବରେ ପରିଚିତ।ତାଙ୍କ ମୃତ୍ୟୁ ୫୬ ବର୍ଷ ବୟସରେ କ୍ୟାନ୍ସରରେ ହୋଇଥିଲା।ଏହାପରେ ହେଉଛନ୍ତି ସଂଗୀତଜ୍ଞ ତପୁ ମିଶ୍ର।ତାଙ୍କ ମୃତ୍ୟୁ ଏହି କିଛି ଦିନ ତଳେ ମାତ୍ର ୩୬ ବର୍ଷ ବୟସରେ ହୋଇଥିଲା।

ଏହାପରେ ହେଉଛନ୍ତି ଅନିତା ଦାସ।ତାଙ୍କ ମୃତ୍ୟୁ ୫୧ ବର୍ଷ ବୟସରେ ହୋଇଥିଲା ଓ ତାଙ୍କୁ ମୃତ୍ୟୁ ହୃଦଘାତ ଆସିବା ଫଳରେ ହୋଇଥିଲା।ଏହାପରେ ହେଉଛନ୍ତି ଦେବୁ ବୋଷ।ତାଙ୍କ ମୃତ୍ୟୁ ହୃଦଘାତ ଫଳରେ ହୋଇଥିଲା।ତାଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା।ଏହାପରେ ହେଉଛନ୍ତି ରାନୁ ପରିଜା।ତାଙ୍କ ମୃତ୍ୟୁ ୫୧ ବର୍ଷ ବୟସରେ ହୃଦଘାତ ଫଳରେ ହୋଇଥିଲା।ଏହିମାନେ ଥିଲେ ଓଡ଼ିଶାର କିଛି ଲୋକପ୍ରିୟ କଳାକାର ଯାହାର ମୃତ୍ୟୁ ଏହି ମହାମାରୀ ସମୟରେ ହୋଇ ଯାଇଛି ଓ ଏହା ଫଳରେ ସମସ୍ତ ଓଡ଼ିଆ ଫିଲ୍ମ ଜଗତର ଅନେକ ଅପୂରଣୀୟ କ୍ଷତି ହୋଇଯାଇଛି।

Leave a Reply

Your email address will not be published. Required fields are marked *