ଏପରି ଗୁଣ ଥିବା କନ୍ୟା ମିଳିଲେ ତୁରନ୍ତ ବିବାହ କରିନେବା ଉଚିତ – ନହେଲେ ଜୀବନସାରା କାନ୍ଦିବେ ଆପଣ..

Spread the love

ତେବେ ଆମ ଦିନ୍ଦୁ ଧର୍ମରେ ନାରୀ ମାନଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆ ଯାଇଛି।କିନ୍ତୁ ଆଜି କାଲି ଅନେକ କାରଣରୁ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗୁଛି।ଯାହାର ଫଳ ସ୍ୱରୂପ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି।ତେବେ ଏପରି ହେବାର କାରଣ ହେଉଛି ସେମାନେ ଅନେକ ସମୟରେ ନିଜର ଜାତକ ତଥା ରାଶିର ସଠିକ ମିଳନ ନ କରି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି।

ତେବେ ଏହା ସହିତ ସେମାନଙ୍କର ଗୁଣ ମଧ୍ୟ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ।ତେବେ ଆମେ ବର୍ତ୍ତମାନ ଏପରି ନାରୀଙ୍କ ବିଷୟରେ ଆଲୋଚନା କରିବା ଯେଉଁ ମାନଙ୍କୁ ତୁରନ୍ତ ବିବାହ କରିନେବା ଉଚିତ।ତେବେ ଆମେ ଯେତେବେଳେ କାହାକୁ ବିବାହ କରିଥାଉ ତେବେ ପ୍ରଥମେ ସେହି ପୁଅ ଓ ଝିଅଙ୍କ କୁଣ୍ଡଳୀ ମାନଙ୍କର ମିଳନ କରିନେବା ଉଚିତ।

ଏପରି ଅନେକ ସମୟରେ ହୋଇଥାଏ କି କିଛି ବ୍ୟକ୍ତିମାନେ ବିବାହ ପୂର୍ବରୁ କୁଣ୍ଡଳିର ମିଲନ ନ କରି ତୁରନ୍ତ ବିବାହ କରି ନେଇଥାନ୍ତି।ଫଳରେ ସେମାନଙ୍କ କୁଣ୍ଡଳିରେ ମାଙ୍ଗଳିକ ଦୋଷ ରହି ଯାଇଥାଏ।ଫଳରେ ସେମାନଙ୍କର ବୈବାହିକ ଜୀବନ ସୁଖମୟ ହୁଏ ନାହିଁ ସେଥିପାଇଁ ବିବାହ ପୂର୍ବରୁ କୁଣ୍ଡଳୀ ମାନଙ୍କ ମିଳନ କରାଇ ନେବା ଜରୁରୀ ଅଟେ।

ଏହା ସହିତ ଏହା ଧ୍ୟାନ ରଖିବା ଆବଶ୍ୟକ କି ଯେଉଁ ବ୍ୟକ୍ତିଙ୍କୁ ଆପଣ ବିବାହ କରୁଛନ୍ତି ଯେପରି ତାଙ୍କର ଗୋତ୍ର ଆପଣଙ୍କ ଗୋତ୍ର ସହ ସମାନ ହୋଇ ନଥିବ।କାରଣ ଏପରି କରିବା ଫଳରେ ଏହା ବିଶ୍ୱାସ ରହିଛି କି ସେମାନଙ୍କ ମିଳନରୁ ଜାତ ହୋଇଥିବା ଶିଶୁ ଶାରିରୀକ ଅକ୍ଷମ ଓ କୌଣସି ରୋଗର ଶିକାର ମଧ୍ୟ ହୋଇପାରେ।ତେଣୁ ନିଜ ସହ ସମାନ ଥିବା ଗୋତ୍ର ସହ ବିବାହ କରିବା ଉଚିତ ନୁହେଁ।

ଏହାକୁ ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରମାଣ କରାଯାଇଛି।ଏହା ସହିତ ଯଦି କୌଣସି ପୁରୁଷ ବା ମହିଳାଙ୍କ ଅନ୍ୟ କାହା ସହିତ ସମ୍ପର୍କ ରହିଥାଏ ତେବେ ସେହି ଭଳି ପୁରୁଷ ବା ମହିଳାଙ୍କୁ ବିବାହ କରିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ।କାରଣ ଏହିଭଳି ବ୍ୟକ୍ତିଙ୍କୁ ବିବାହ କଲେ ସେମାନେ ଆପଣଙ୍କ ତୁଳନା ସର୍ବଦା ଅନ୍ୟ ସହିତ କରିବାକୁ ଲାଗିବେ ଯାହା କଳହ ଅରମ୍ଭ କରିବ।

ଏହା ସହିତ ସେହି ମହିଳା ମାନଙ୍କ ଠାରୁ ଦୂରରେ ରୁହନ୍ତୁ ଯେଉଁ ମହିଳା ମାନେ ସକାଳୁ ଶଯ୍ୟା ତ୍ୟାଗ କରି ପାରନ୍ତି ନାହିଁ।କାରଣ ଆମ ଶାସ୍ତ୍ରରେ କୁହ ଯାଇଛି ଯେଉଁ ସହିଲା ମାନେ ଡେରିରେ ଶଯ୍ୟା ତ୍ୟାଗ କରନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି।ସେଥିପାଇଁ ଡେରିରେ ଶଯ୍ୟା ତ୍ୟାଗ କରୁଥିବା ମହିଳା ମାନଙ୍କୁ ବିବାହ କରନ୍ତୁ ନାହିଁ।ନଚେତ ଆପଣ ମାନଙ୍କୁ ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ରହିବାକୁ ପଡିବ।

ଏହା ସହିତ ଯେଉଁ ନାରୀମାନେ କଟୁ ବଚନ କହିଥାନ୍ତି ସେହି ମହିଳା ମାନଙ୍କୁ କେବେ ମଧ୍ୟ ବିବାହ କରିବା ଉଚିତ ନୁହେଁ।କାରଣ ଏହା ଫଳରେ ଗୃହରେ ସର୍ବଦା କଳହ ଲାଗି ରହିଥାଏ।ଯାହା ଫଳରେ ସେମାନଙ୍କ ଘରେ ସର୍ବଦା ଅଶାନ୍ତି ରହିଥାଏ।ତେଣୁ କେବଳ ମଧୁର ବଚନ କହୁଥିବା ମହିଳା ମାନଙ୍କୁ ବିବାହ କରିବା ଉଚିତ ଓ କଟୁ ବଚନ କହୁଥିବା ମହିଳା ମାନଙ୍କ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *