ମୁଖ୍ୟମନ୍ତ୍ରୀ CM ଙ୍କ ଏହି ପରି କଟିବ ୨୦୨୨ ବର୍ଷ,ଜ୍ୟୋର୍ତିବିଦ ପ୍ରଭାତ କୁମାର ମହାପାତ୍ର…ଦେଖନ୍ତୁ Video

Spread the love

ତେବେ ବର୍ତ୍ତମାନ ନୂତନ ବର୍ଷର ଆରମ୍ଭ ହୋଇ ସାରିଛି।ଏହା ସହିତ ଏହି ନୂତନ ବର୍ଷ ଅନେକ ଲୋକଙ୍କ ପାଇଁ ଅନେକ କିଛି ଶୁଭ ସମୟ ନେଇ ଆସିବା ସହିତ କିଛି ଲୋକମାନଙ୍କ ପାଇଁ ଏହି ବର୍ଷ ଅନେକ ସଫଳତା ମଧ୍ୟ ନେଇ ଆସିଛି।ତେବେ ଆମେ ବର୍ତ୍ତମାନ ଏହି ନୂତନ ବର୍ଷ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କିପରି ରହିବ ଏହା ଆମେ ଏହି ସମ୍ପର୍କରେ ଭଲ ଭାବରେ ଆଲୋଚନା କରିବା।

ତେବେ ଏହି ବର୍ଷ ଆମର ମୁଖ୍ୟ ମନ୍ତ୍ରୀଙ୍କ ପାଇଁ କିଛି ଭଲ ମଧ୍ୟ ହେବାକୁ ଯାଉଛି।ଏହା ସହିତ ଏହି ବର୍ଷ ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି ଖରାପ ହେବା ମଧ୍ୟ ହେବାକୁ ଯାଉଛି।ତେବେ ଏହି ନୂତନ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଶାସନ ବହୁତ ଭଲ ଭାବରେ ଚାଲିବ।ଏହା ସହିତ ଏହି ସମସ୍ତ ଲୋକମାନେ ଅନେକ ଭଲ ସମୟ ଅତିବାହିତ କରିବାକୁ ଯାଉଛନ୍ତି।

ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ କିଛି ଆର୍ଥିକ ସମସ୍ୟା ଜଡ଼ିତ ହୋଇ ପାରେ।ଆମ ରାଜ୍ୟରେ ଆରମ୍ଭ ସମୟରେ ସବୁକିଛି ଠିକ ରହିବ।କିନ୍ତୁ ବର୍ଷର ମଧ୍ୟ ଭାଗରେ ରାଜ୍ୟରେ ଆର୍ଥିକ ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି।ଏହା ସହିତ ମୁଖ୍ୟ ମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି।

ଏହା ସହିତ ରାଜ୍ୟରେ ଅନେକ ଲୋକଙ୍କ ସ୍ଵାସ୍ଥ୍ୟ ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ ରାଜ୍ୟରେ ରୋଗର ପରିମାଣ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଛି।ତେବେ ଏହି ସମସ୍ତ କାରଣରୁ ମୁଖ୍ୟ ମନ୍ତ୍ରୀଙ୍କୁ ରାଜ୍ୟ ପାଇଁ କିଛି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।ଏହା ସହିତ ରାଜ୍ୟରେ କିଛି ଲୋକମାନଙ୍କ ସ୍ଵାସ୍ଥ୍ୟ ସହିତ ଜଡ଼ିତ ସମସ୍ୟା ଅଧିକ ହୋଇ ପାରେ।

ରାଜ୍ୟରେ ସବୁକିଛି ସଠିକ ଚାଲିଥିବା ସମୟରେ ଏପ୍ରିଲ ବେଳକୁ ରାଜ୍ୟରେ ଆର୍ଥିକ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି।ତେଣୁ ରାଜ୍ୟର ଲୋକମାନଙ୍କୁ ସଠିକ ଭାବରେ ଏହାକୁ ନଜରରେ ରଖି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶାସନ ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ ରାଜ୍ୟର ଲୋକମାନେ ମଧ୍ୟ ଅନେକ ଉନ୍ନତି କରିବେ।ତେଣୁ ସେହି କାରଣରୁ ରାଜ୍ୟର ଲୋକମାନଙ୍କୁ ନିଜର ସମସ୍ତ କାର୍ଯ୍ୟ ସଠିକ ଭାବରେ କରିବାର ମଧ୍ୟ ଆବଶ୍ୟକତା ରହିଛି।ଏହା ସହିତ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଵାସ୍ଥ୍ୟ ପାଇଁ ଯତ୍ନବାନ ହେବା ଆବଶ୍ୟକ।କାରଣ ଏହି ସମୟରେ ତାଙ୍କର ସ୍ଵାସ୍ଥ୍ୟ ଖରାପ ହେବାର ଅନେକ ସମ୍ଭାବନା ରହିଛି।

ଏହା ସହିତ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ଲୋକମାନଙ୍କ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଯାଉଛନ୍ତି।ଯାହା ଫଳରେ ରାଜ୍ୟର ଲୋକମାନେ ଅନେକ ଉନ୍ନତି କରିବା ସହିତ ସେମାନଙ୍କ ପାଇଁ ଏହା ଅନେକ ଭଲ ସମୟ ନେଇ ଆସିବ।ତେବେ ଲୋକସଭା ଓ ବିଧାନସଭାରେ କିଛି ଅସ୍ଵବାଭିକ ଘଟଣା ଘଟିବାର ସମ୍ଭାବନା ରହିଛି।ତେଣୁ ରାଜ୍ୟର ମନ୍ତ୍ରୀ ମାନଙ୍କୁ ସତର୍କ ରହି କାର୍ଯ୍ୟ କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *