MBA ଛାତ୍ରୀ ସୁଶ୍ରୀ ଜାନୁଆରୀ ୩ରେ ଚାକିରୀରେ ଯୋଗ ଦେଇଥାନ୍ତେ,କିନ୍ତୁ ଆଜି ମୃତ୍ୟୁ ହେଲା କିପରି କେହି ବିଶ୍ୱାସ କରି ପାରୁ ନାହାନ୍ତି..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ କିଛି ବିଶେଷ ଖବର ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି।ଏହାକୁ ଶୁଣି ଆପଣ ମଧ୍ୟ ଅତ୍ୟନ୍ତ ଭାବରେ ଦୁଖିତ ହୋଇଯିବେ।ତେବେ ଏହି ଖବର ଟି ହେଉଛି ଜଣେ ବ୍ୟକ୍ତିଙ୍କର ତାଙ୍କ ଜୀବନରେ ଏକ ବହୁତ ବଡ଼ ସଙ୍କଟ ଆସିଛି।

ଆସନ୍ତୁ ଜାଣିବା ସେହି ବ୍ୟକ୍ତି ଜଣଙ୍କ କଣ କହୁଛନ୍ତି।ସେ ମିଡିଆ ଆଗରେ କାନ୍ଦି କାନ୍ଦି କହିଛନ୍ତି ସେ ବାୟା ଭଳି ହେଉଛି ବେହସ ହୋଇଯାଉଛି ମୋ ସହିତ ଆସି ପାରିଲା ନାହିଁ।ମୁଁ ଆଉ ଜଣଙ୍କୁ ଧରି ଦୁଇଜଣ କୋରାଫୁଟରୁ କାଲି ବାହାରିଲୁ ଛଅଟା ବେଳେ ଆଜି ଆସି ୭ଟା ବେଳେ ପହଞ୍ଚିଲୁ।ଝିଅ ବହୁତ ଖୁସି ଥିଲା।

ସକାଳୁ ବହୁତ ଖୁସି ହୋଇ ବହୁତ କଥା ବାର୍ତ୍ତା କରୁଥିଲା।କହୁଥିଲା ଭଲ ଅଛି ସେ ଏକ ଜବ ଫାଇନାନ୍ସରେ ସିଲେକ୍ସନ ହୋଇଯାଇଛି ସେ ତିନି ତାରିଖ ଦିନ ରସୁଲଗଡ଼ରେ ଜଏନ କରିଥାନ୍ତା।ସୋମ ବାର ଦିନ ଜଏନ କରିଥାନ୍ତା।ତାର ଏହାପରେ କଣ ହେଲା ସେ କାହିଁକି କଲା ମୁଁ କିଛି ଜାଣି ପାରିନାହିଁ।

ମତେ ବହୁତ କଷ୍ଟ ଲାଗୁଛି ବଡ଼ ଝିଅ ସେ ମୋ ଘରର।ସେ କାଲି ସକାଳେ ଫୋନ କଲା ବାପା ମୋର କଲେଜ ଫିସ ଦରକାର।ମୁଁ ସେଥିପାଇଁ ତା ଆକାଉଣ୍ଟକୁ ୪୫ ହଜାର ପଠାଇଲି ଏହାପରେ ମୁଁ ଫୋନ କଲି ତୋ ଆକାଉଣ୍ଟକୁ ପଇସା ଆସିଲା ନା ନାହିଁ ସେ ଆସିଲା ବୋଲି କହିଲା।ତା ମାଆ ସହିତ କିଛି କଥା ବାର୍ତା କଲା।

ଏହାପରେ ପାଞ୍ଚଟା ଅଧେ ବେଳକୁ କଲେଜ ପ୍ରିନ୍ସିପାଲ ମତେ ଫୋନ କରୁଛନ୍ତି ଆପଣ ସୁଶ୍ରୀ ପ୍ରଜ୍ଞାମିତାର ବାପା ତୁମ ଝିଅ ବହୁତ ସିରିଏସ ଅଛି।ଏହାପରେ ସେ ଆଉ ଫୋନ ଉଠାଇଲେ ନାହିଁ।ଏହାପରେ ଜଣା ପଡିଲା ଯେ ସେ ଆଉ ନାହିଁ।ତୁମେ ବାପା ମାଆ ଦୁଇଜଣ ଯାଇ ପହଞ୍ଚ।ତା ମାଆ ବାୟା ଭଳି ହେଉଛି ବେହସ ହେଉଛି ସେ ଆସି ପାରିଲା ନାହିଁ।

ଏବଂ ମୁଁ କୋରାଫୁଟରୁ ଆଜି ଆସି ପହଂଚିଲି।ଏହି କଥା କହିବା ବେଳେ ସେ କାନ୍ଦି ପକାଇଥିଲେ।ଏହାପରେ ଆମେ ଦେଖିଲୁ ଝିଅ ଟି ଆତ୍ମହତ୍ୟା କରିଛି।ରୁମ ଭିତରୁ ବନ୍ଦ ଅଛି।ଝିଅ ସକାଳୁ ବହୁତ ଖୁସି ଥିଲା ବୋଲି ସେ କହିଛନ୍ତି।ସେ ମୋ ଘରର ବଡ଼ ଝିଅ ବୋଲି କହିଥିଲେ ଏବଂ କାନ୍ଦି ପକାଇଥିଲେ।ବାସ୍ତବରେ ଏହା ଏକ ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଅଟେ।

Leave a Reply

Your email address will not be published. Required fields are marked *