ଶ୍ମଶାନ ଘାଟ ଖୋଳା ହେବା ସମୟରେ ମିଳିଲା ୨୦ ଦିନ ର ବଞ୍ଚିଥିବା ପିଲା – ମଣିଷ ହେବାକୁ ଲାଜ ଲାଗିବ ଏହାକୁ ପଢିବା ପରେ..

Spread the love

ସାଙ୍ଗମାନେ କଣ ହେଲା ଯେବେ ଖୋଳା ହେବା ସମୟରେ ବାହାରିଲା ୨୦ ଦିନର ବଞ୍ଚିଥିବା ଶିଶୁ ଛୁଆ।ଏହି ଦୃଶ୍ୟ ଦେଖିକରି ସମସ୍ତ ବ୍ୟକ୍ତି ଆଚମ୍ବିତ ହୋଇଗଲେ।ଆପଣ ମାନେ ତ ସମସ୍ତେ ଜାଣିଥିବେ ଯେ ଶ୍ମଶାନ ଘାଟ ଏକ ପବିତ୍ର ଜାଗା ଅଟେ।ଆଠରେ ଆତ୍ମାକୁ ମୋକ୍ଷର ପ୍ରାପ୍ତି ମିଳିଥାଏ।ଏହି କାରଣରୁ ଶ୍ମଶାନ ମହାଦେବଙ୍କୁ ମଧ୍ୟ ଅତିପ୍ରିୟ ଅଟେ।ମହାଦେବ ସେହିଠାରେ ହିଁ ବାସ କରିଥାନ୍ତି।କିନ୍ତୁ ମନୁଷ୍ୟ ଏତେ ପାପି ହୋଇ ଯାଇଛି ଯେ ସେ ଶ୍ମଶାନ ଭଳି ପବିତ୍ର ଜାଗାକୁ ମଧ୍ୟ ଅପବିତ୍ର କରି ଦେଉଛି।

ଏହି ଚମତ୍କାର ଘଟଣା ହେଉଛି ୨୦୧୬ ମସିହାର।ମୟୂର ନାମକ ଏକ ବ୍ୟକ୍ତି ଶ୍ମଶାନ ଘାଟ ଦେଇ ଯାଉଥିଲା।ଏବେ ତାକୁ ଭିତରୁ ଏକ ଶିଶୁର କାଣ୍ଡ ଶୁଭିଲା।ଯେହେତୁ ଏହି ସ୍ୱର ଶ୍ମଶାନ ଭିତରୁ ଆସୁଥିଲା ତ ସେ ବହୁତ ଡ଼ରିଗଲା।କିନ୍ତୁ ସେ ଧ୍ୟାନ ଦେଇ ଶୁଣିଲା ଯେ ଏହି ସ୍ୱର ବନ୍ଦ ହିଁ ହେଉନାହିଁ।ଏହାପରେ ସେ କିଛି ସାହସୀ ଲୋକ ମାନଙ୍କୁ ଏକାଠି କଲା।

ଏମାନେ ସମସ୍ତେ ମିଶି ଶ୍ମଶାନ ଘାଟ ଭିତରକୁ ଗଲେ।ସେଠାରେ ସେମାନେ ଯେଉଁ ଦୃଶ୍ୟ ଦେଖିଲେ ସେମାନେ ଆଶ୍ଚର୍ୟ୍ଯ ହୋଇଗଲେ।ସେଠାରେ ମାତ୍ର ୨୦ ଦିନର ଏକ ଶିଶୁ କାନ୍ଦୁଥିଲା।ଏହାର ପୁରା ଶରୀର ମାଟି ଭିତରେ ପୋତି ହୋଇ ରହିଥିଲା।ବାହାରକୁ କେବଳ ତାର ମୁଁହ ଦେଖା ଯାଉଥିଲା। ଜଣା ନାହିଁ କେଉଁ ରାକ୍ଷସ ପ୍ରଭୃତିର ଲୋକ ମାନେ ଏହିପରି କୋମଳ ଶିଶୁକୁ ଏପରି ଛାଡ଼ି ପାରିଲେ।ଏହାପରେ ସେ ଜାଗାକୁ ଖୋଳି ମୟୂର ସେହି ଶିଶୁକୁ ବାହାର କଲେ।

ଏହା ସହିତ ସେ ପୋଲିସରେ ଏତଲା ମଧ୍ୟ ଦାୟର କଲେ।ପୋଲିସ ଏହାର ସମ୍ପୂର୍ଣ ଯାଞ୍ଚ କଲା ପରେ ସେହି ଶିଶୁକୁ ଏକ ଅନାଥ ଆଶ୍ରମରେ ଛାଡ଼ିଲା।ମୟୂର ମହାଦେବଙ୍କ ଏକ ବହୁତ ବଡ ଭକ୍ତ ଥିଲେ।ତା ସହିତ ଯେଉଁ ଘଟଣା ଘଟିଥିଲା ତାହା ତାକୁ ବ୍ୟସ୍ତ ବିବ୍ରତ କରୁଥିଲା।ଏହାପରେ ସେ ସିଧା ଯାଇ ମହାଦେବଙ୍କ ମନ୍ଦିରରେ ପହଞ୍ଚି ଗଲା।

ତା ମୁଣ୍ଡରେ ଏକ ଅଲଗା ପ୍ରକାର ବିଚାର ଧାରା ଚାଲିଲା।ସେ ଭାବିଲା ଯେ ସେହି କୁକର୍ମ କରିଥିବା ବ୍ୟକ୍ତି ମାନଙ୍କୁ ଦୋଷ ଦେବ ନଚେତ ସେମାନେ ଆଗକୁ ଏହିପରି କାଣ୍ଡ ଘଟାଇ ପାରନ୍ତି।ତାକୁ ଧୀରେ ଧୀରେ ବୁଝି ଆସିଲା ଯେ ଏଥିରେ ପୋଲିସ କିଛି କରିପାରିବ ନାହିଁ।ସେ ଶ୍ମଶାନ ଘାଟ ପାଖରେ ଯେଉଁ ସବୁ ଛୋଟ ଦୋକାନ ସବୁ ଥିଲା ସେଠାରେ ଯାଇ ପଚରା ଉଚୁରା କଲା।

ସେ ସେଠାରେ ଥିବା ଏକ କ୍ୟାମେରାରା ସାହାଯ୍ୟ ନେଲା।ସେ ସେଠାରେ ଦେଖିଲା ଯେ ଦୁଇଟି ବ୍ୟକ୍ତି ଏକ ଶିଶୁ ପୁତ୍ରିକୁ ନେଇ ଶ୍ମଶାନ ଘାଟ ଭିତରକୁ ଯାଉଛନ୍ତି।ଆଉ କିଛି ସମୟ ପରେ ଖାଲି ହାତରେ ଫେରୁଛନ୍ତି।ସେ ତୁରନ୍ତ ଯାଇ ଏହାକୁ ପୋଲିସକୁ ଦେଖାଇଲା।ଶେଷରେ ଯାଞ୍ଚ ପରେ ଜଣା ପଡିଲା ଯେ ଏହି କର୍ମକୁ ଜଣେ ପୁଅ ଓ ତା ବାପା ମିଶିକି କରିଥିଲେ।ସେ ନିଜ ଦୋଷ ସ୍ଵୀକାର କଲା।ସେମାନଙ୍କୁ ଜେଲ ହୋଇଗଲା ଓ ସେହି ଶିଶୁକୁ ଆଣି ତା ମା ପାଖରେ ଛାଡି ଦିଆଗଲା।

Leave a Reply

Your email address will not be published. Required fields are marked *