୧୩ ବର୍ଷର ପିଲାକୁ ମନେ ପଡ଼ିଲା ନିଜ ପୂର୍ବ ଜନ୍ମ ବିଷୟରେ – ପୂର୍ବ ଜନ୍ମର ଲୁଚେଇଥିବା ଖଜାନା ବିଷୟରେ କହିଲେ ଆଉ ତାପରେ ଯାହା ମିଳିଲା..

Spread the love

କଣ ହେଲା ଯେବେ ୧୩ ବର୍ଷର ଝିଅକୁ ମନେ ପଡ଼ିଲା ତାର ପୁନର୍ଜନ୍ମ।ଏହା ପରେ ସେ ତା ପିତାଙ୍କ ହତ୍ୟାକାରୀ ମାନଙ୍କୁ ଦଣ୍ଡ ଦେଲା।ଏହି ଚମତ୍କାରୀ କଥା ଶୁଣି ଆପଣଙ୍କର ବି ରୋମ ଠିଆ ହୋଇଯିବ।୨୦୧୦ ମସିହାରେ ଉତ୍ତରପ୍ରଦେଶର ବଳରାମପୂର ନାମକ ଜିଲ୍ଲାରେ ଏକ ଗରିବ କୃଷକ ଯାହାର ନାମ କମଳ ଚୌଧୁରୀ ନିଜ ୧୦ ବର୍ଷର ଝିଅ ପୁଷ୍ପା ସହିତ ରହୁଥିଲେ।ତାଙ୍କ ପରିବାରରେ ତାଙ୍କ ବଡ଼ଭାଇ ଓ ତାଙ୍କ ପତ୍ନୀ ମଧ୍ୟ ବସବାସ କରୁଥିଲେ।

ଗୋଟିଏ ସମୟରେ କମଳଙ୍କ ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା।ସେ ଏକ ଛୋଟ ଜମିରେ ଭାଗ ଚାଷ କରୁଥିଲେ ଓ ଯାହାବି ଫସଲ ଉତ୍ପନ ହେଉଥିଲା ତାକୁ ମାଲିକକୁ ଦେଇଦଉଥିଲେ।ତାଙ୍କ ଘରେ ଦୁଇ ବେଳର ରୋଟି ମଧ୍ୟ ଯୁଟୁନଥିଲା।କିନ୍ତୁ ତାଙ୍କର ମହାଦେବଙ୍କ ଉପରେ ବହୁତ ଆସ୍ଥା ଥିଲା।ସେ ପ୍ରତିଦିନ ମହାଦେବ ମନ୍ଦିରକୁ ଯାଇ ନିଜ ପରିବାର ପାଇଁ ପ୍ରାର୍ଥନା କରୁଥିଲେ।

ଏହିପରି ଭାବେ ପ୍ରତିଦିନ ଚାଲୁଥିଲା।ଧୀରେ ଧୀରେ ତାଙ୍କ ପରିବାରର ସମସ୍ୟା ବହୁତ ଖରାପ ହୋଇଗଲା।ଥରେ ରାତିରେ ସେ ଯେତେବେଳେ ନିଜ କ୍ଷେତରେ କାମ କରୁଥିଲେ ତ ତାଙ୍କ କୋଦାଳରେ କିଛି ବାଡେଇ ହେବା ଭଳି ଲାଗିଲା।ସେ ଯେତେବେଳେ ତାକୁ ବାହାରକୁ ଆଣି ଦେଖିଲେ ତ ସେଥିରେ ଏକ ମାଠିଆ ସୁନାରେ ପୂର୍ଣ୍ଣ ଥିଲା।

କମଳ ବହୁତ ସରଳ ବ୍ୟକ୍ତି ଥିଲେ।କିନ୍ତୁ ତାଙ୍କ ବଡ଼ ଭାଇ କମଳଙ୍କୁ ଏତେ ଭଲ ପାଉନଥିଲେ।ସେ ଭାବିଲେ କି ଯଦି ତାଙ୍କୁ ମାରିଦିଆଯାଏ ତ ସବୁ ସୁନା ତାଙ୍କର ହୋଇଯିବ।ଏହା ଭାବି କମଳ ଯେତେବେଳେ ସୋଇଥିଲେ ତ ଏ ଦୁଇଜଣ ତାଙ୍କୁ ତକିଆ ଦ୍ଵାରା ମାରିବାକୁ ଚେଷ୍ଟା କଲେ ଓ ଏହି ସମୟରେ ତାଙ୍କ ଝିଅ ସେଠାରେ ପହଞ୍ଚିଗଲା।ସେମାନେ ତାଙ୍କ ଝିଅକୁ ମାରି ତାଙ୍କ ସମସ୍ତ ସୁନା ନେଇଗଲେ।

ପରେ ଗୋରଖପୁର ଠାରେ ଏକ ପୁତ୍ରିର ଜନ୍ମ ହେଲା ଓ ସେ ଏହିଭଳି କାମ ସବୁ କରିବାକୁ ଲାଗିଲା।ଧୀରେ ଧୀରେ ଆରୋହୀ ବଡ ହେବାକୁ ଲାଗିଲା।ଯେତେବେଳେ ଆରୋହୀ ବଳରାମପୂର ଦେଇ ଯାଉଥିଲା ତ ସେହିଠାରେ ଅଟକି କମଳ ଚୋଧୁରୀଙ୍କ ଠିକଣା ପଚାରିଲା। ସତ କହିବାକୁ ଗଲେ ଆରୋହୀ ରୂପରେ ପୁଷ୍ପାର ହିଁ ପୁନର୍ଜନ୍ମ ହୋଇଥିଲା।

ଆରୋହୀ ତାର ପୂର୍ବ ଜନ୍ମରେ ଘଟିଥିବା ସମସ୍ତ କଥା ତାର ମାତା ପିତା ଓ ପୋଲିସକୁ କହିଲା।ପୋଲିସ ସିଧା ଯାଇ କମଳଙ୍କ ବଡ ଭାଇର ଘରେ ପହଞ୍ଚିଲା।ସେ ପୋଲିସକୁ ଯାଇ ସେହି ଜାଗା ସବୁ ଦେଖାଇଲା ଯେଉଁଠାରେ ତାଙ୍କ ବଡ ଭାଇ କମଳଙ୍କୁ ମାରିପୋତିଥିଲେ।ସେଠାରୁ ସେମାନଙ୍କର କଙ୍କାଳ ଅବଶେଷ ବାହାରିଲା। ପୋଲିସ ତାଙ୍କ ବଡଭାଇ ଓ ତାଙ୍କ ପତ୍ନୀଙ୍କୁ ଶେଷରେ ଗିରଫ କଲା।

Leave a Reply

Your email address will not be published. Required fields are marked *