ଗୋଟିଏ ମାଆ ପେଟର ଭାଇ ଭଉଣୀ ଏକାଠି କରନ୍ତି ବିବାହ – କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ଏପରି ଘଟଣା ବିଷୟରେ ଜାଣିବା ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଏବଂ ଏହି ଘଟଣା ବିଷୟରେ ଆପଣ ଯାହାକୁ କହିବେ ସେ ମଧ୍ୟ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ଭଲ ଭାବରେ ଜାଣିପାରିବେ।ତେବେ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟକର କଥା ବିଷୟରେ।

ସାଙ୍ଗମାନେ ଆପଣମାନେ ତ ଜାଣିଛନ୍ତି ଯେ ଦୁନିଆର ଅନେକ ଦେଶରେ ବିବାହର ପରମ୍ପରା ସବୁ ପରସ୍ପର ଠାରୁ ଅଲଗା ଅଲଗା ରହିଥାଏ।ସବୁ ଦେଶରେ ତାଙ୍କର ନିଜ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ କରାଯାଇଥାଏ।ଗୋଟିଏ ଜିନିଷ ସବୁ ସ୍ଥାନରେ ସମାନ ହୋଇଥାଏ ତାହା ହେଉଛି ବିବାହ।କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ବିବାହ ବିଷୟରେ କହିବାକୁ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଭାଇ ସହିତ ଭଉଣୀର ବିବାହ।ସବୁଠାରୁ ବଡ଼ କଥା ହେଉଛି ଏହା ଆଉ କେଉଁଠି ନୁହେଁ ବରଂ ଆମ ଭାରତରେହିଁ।ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।ଛତିଶଗଡ଼ର ଅଧିବାସୀ ଅଞ୍ଚଳରେ ଧୁରଭା ଜନଜାତିଙ୍କ ମଧ୍ୟରେ ରକ୍ତ ସମ୍ପର୍କକୁ ବିଚାର କରାଯାଏ ନାହିଁ।କୁହାଯାଇଥାଏ ଯେ ଏଠାକାର ଲୋକ ନିଜ ଘରେ ଅନ୍ୟ ଘରର ଲୋକଙ୍କୁ ପଶିବକୁ ଦେଇନଥାନ୍ତି।

ଏହି କାରଣରୁ ଏହି ଜନଜାତିର ଲୋକମାନେ ଭଉଣୀ ସହିତ ଭାଇର ସମ୍ପର୍କକୁ ସ୍ଥିର କରିଥାନ୍ତି।କେବଳ ଘରର ଲୋକଙ୍କୁ ନିଜ ଇଚ୍ଛାରେ ବିବାହ କରିବାକୁ କୁଯଯାଇଥାଏ।ଏହି ବୈବାହିକ ସମ୍ଵନ୍ଧ ଉପରେ ନିରାଶା ବ୍ୟକ୍ତ କରିବାରୁ ଦଣ୍ଡ ବିଧାନ ମଧ୍ୟ ରଖାଯାଇଛି।ଛତିଶଗଡ଼ର ଅଧିବାସୀ ଅଞ୍ଚଳରେ ଆଜିବି ବିବାହ ବିଷୟରେ ଏକ ଅଦ୍ଭୁତ ବିଶ୍ୱାସ ରହିଛି।ଭାଇ ଭଉଣିଙ୍କ ବିବାହ ବ୍ୟତିତ ଏହି ଗ୍ରାମର ଲୋକମାନେ ଅନ୍ୟଏକ ପରମ୍ପରା ମଧ୍ୟ ଅନୁସରଣ କରନ୍ତି।

ଯେଉଁଥିରେ ବର ଏବଂ କନ୍ୟା ଅଗ୍ନିର ରୂପରେ ନୂହେ ବରଂ ବିବାହ ପାଇଁ ଜଳ ରୂପରେ ଆସନ୍ତି।ଯେକୌଣସି ସମୟରେ ଏଠାରେ ଜଳ ଏବଂ ବୃକ୍ଷ ପୂଜା କରାଯାଏ।ଆହୁରି ମଧ୍ୟ ଯେତେବେଳେ ବର ଏବଂ କନ୍ୟା ବିବାହ କରନ୍ତି ଗ୍ରାମର ସବୁ ଲୋକମାନେ ବିବାହ ଉତ୍ସବରେ ଯୋଗ ଦିଅନ୍ତି।ଯେଉଁ ଭାଇ ଭଉଣୀ ବିବାହ ପାଇଁ ରାଜି ନହୁଅନ୍ତି ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯାଏ।ବିଶେଷ କରି ଭାରତରେ ଅନେକ ରୀତିନୀତି ଜିନିଷ ରହିଛି ଯାହା ରହସ୍ୟ ମୟ ଅଟେ।ଏପରି ଖବର ଯାହା ଆପଣ ପ୍ରଥମଥର ଶୁଣିବା ପାଏ ମଧ୍ୟ ବିଶ୍ୱାସ କରିବେ ନାହିଁ।କିନ୍ତୁ ଏହା ସତ୍ୟ।

ଭାରତ ବିଭିନ୍ନ ଅଞ୍ଚଳ ବିଭିନ୍ନ ପ୍ରଜାତି ଏବଂ ବିଭିନ୍ନ ସଂସ୍କୃତି ପ୍ରକୃତିରେ ପରିପୂର୍ଣ୍ଣ।ଏଠାରେ ଅନେକ ଅଜବ ଘଟଣା ଏବଂ ରହସ୍ୟ ଲୁଚି ରହିଛି।ଏପରି କିଛି ରହସ୍ୟ ଅଛି ଯାହାର ଉତ୍ତର ବୈଜ୍ଞାନିକ ମାନଙ୍କ ପାଖରେ ମଧ୍ୟ ନାହିଁ।

Leave a Reply

Your email address will not be published. Required fields are marked *