ତପସ୍ୱିନୀ ସୁମିତଙ୍କ ଘରେ ରହିବେ ବୋଲି କୋର୍ଟର Direction ଅର୍ଡରରେ ନାହିଁ,ସାଙ୍ଘାତିକ କଥା କହିଲେ ସୁମିତ ଙ୍କ ଓକିଲ..ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ପ୍ରତିଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି।ଏହା ସହିତ ଏହି କଳହର ସମାଧାନ ହେବା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରି ନାହିଁ।ଏହା ସହିତ ଏହି କଳହର ସମାଧାନ କରିବା ପାଇଁ ବର୍ତ୍ତମାନ ଅନେକ ସ୍ତରରେ ପ୍ରୟାସ ଜାରୀ ରହିଛି।ତେବେ ଏହି କଳହ ଉପରେ ଜିଲ୍ଲା କୋର୍ଟ ନିଜର ରାୟ ଶୁଣାଣି କରି ସାରିଛନ୍ତି।ତେବେ କୋର୍ଟ ଏହା ଶୁଣାଣି କରିଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।

ଏହା ସହିତ ସେ ନିଜର ଶ୍ୱଶୁର ଘରେ ରହିବା ସହିତ ତାଙ୍କୁ ମାସିକ ତାଙ୍କର ଭରଣ ପୋଷଣ ପାଇଁ ୧୭ ହଜାର ଟଙ୍କା ମଧ୍ୟ ମିଳିବ।ତେବେ ଏହା ଜାଣିବା ପରେ ବର୍ତ୍ତମାନ ଏହି ଘଟଣାରେ ଆଉ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି।ତେବେ ଏହି ଘଟଣା ଉପରେ ବର୍ତ୍ତମାନ ଡକ୍ଟର ସୁମିତଙ୍କ ଓକିଲ ନିଜର ମତ ଦେଇଛନ୍ତି।

ଯାହା ମାଧ୍ୟମରେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ହେଉଛି ବୋଲି କହିଛନ୍ତି।ଏହା ସହିତ କୋର୍ଟଙ୍କ ନିର୍ଦ୍ଦେଶର ଅନ୍ୟ ଅର୍ଥ ବାହାର କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି।ତେବେ ସେ କହିଛନ୍ତି କି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ତପସ୍ୱିନୀଙ୍କୁ ତାଙ୍କର ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ କିଛି ଲୋକ ଏହି ଶୁଣାଣିର ଅବମାନନା କରିବା ସହିତ ଏହାର ଅନ୍ୟ ଅର୍ଥ ବାହାର କରି ବର୍ତ୍ତମାନ ତପସ୍ୱିନୀଙ୍କୁ ତାଙ୍କର ଘରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି।ତେବେ ଡକ୍ଟର ସୁମିତଙ୍କ ଓକିଲ ଏହା କହିବା ପରେ ବର୍ତ୍ତମାନ ସମସ୍ତଙ୍କୁ ପୁଣି ଝଟକା ଲାଗିଛି।ତେବେ ତପସ୍ୱିନୀଙ୍କ ଓକିଲ କହିଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।

ଏହା ସହିତ ସେଥିପାଇଁ ତପସ୍ଵିନୀଙ୍କ ଶ୍ୱଶୁର ତାଙ୍କର ରହିବା ପାଇଁ ତାଙ୍କର ଉପର ଘରେ ମଧ୍ୟ ଅନେକ ବ୍ୟବସ୍ଥା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ଏହା ପରେ ଅଚାନକ ଭାବରେ ତପସ୍ୱିନୀଙ୍କ ଓକିଲଙ୍କ ମତ ଉପରେ ବର୍ତ୍ତମାନ ଡକ୍ଟର ସୁମିତଙ୍କ ଓକିଲ ନିଜର ମତ ରଖିଛନ୍ତି।ଏହା ସହିତ ସେ କହିଛନ୍ତି କି ତପସ୍ୱିନୀଙ୍କ ଓକିଲ କୋର୍ଟଙ୍କ ନିର୍ଦ୍ଦେଶର ଅନ୍ୟ ଅର୍ଥ ବାହାର କରିବା

ସହିତ ତପସ୍ୱିନୀଙ୍କୁ ଡକ୍ଟର ସୁମିତଙ୍କ ଘରେ ରଖିବାକୁ ପ୍ରୟାସ କରୁଛନ୍ତି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ମଧ୍ୟ ଏହା ଉପରେ କିଛି କହି ନାହାନ୍ତି।ଏହା ସହିତ ଡକ୍ଟର ସୁମିତଙ୍କ ଓକିଲ କହିଛନ୍ତି କି ପ୍ରଶାସନ ସଠିକ ନିର୍ଦ୍ଦେଶ ନ ବୁଝି ଏପରି ଭାବରେ ତପସ୍ୱିନୀଙ୍କୁ ତାଙ୍କର ଶ୍ୱଶୁର ଘରେ ରଖିବା ପାଇଁ କିପରି ବାଧ୍ୟ କରି ପାରିବେ।

ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଅଚାନକ ଭାବରେ ଡକ୍ଟର ସୁମିତଙ୍କ ଓକିଲ ଏପରି ମତ ଦେବା ଫଳରେ ବର୍ତ୍ତମାନ ସମସ୍ତେ ଚକିତ ହୋଇ ଯାଇଛନ୍ତି।ଏହା ସହିତ ଡକ୍ଟର ସୁମିତଙ୍କ ଓକିଲ କହିଛନ୍ତି କି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି କେବଳ ସେହି ନିର୍ଦ୍ଦେଶ ପାଳନ ନ କରି ଏହାର ଭିନ୍ନ ଭିନ୍ନ ଅର୍ଥ ବାହାର କରାଯିବା ସହିତ ଏହାର ଅବମାନନା କରାଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *