ନିଜ Bramhanagar ଘର ଛାଡି କୁଆଡେ ଗଲେ ତପସ୍ୱିନୀ ଙ୍କ ଶଶୁର ପ୍ରମୋଦ ସାହୁ,ଘର ପ୍ରବେଶ କଲେ ତପସ୍ୱିନୀ ବାହାରିଗଲେ ଶଶୁର କାହିଁକି…ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ତାଙ୍କର ପତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ଉପରେ କୋର୍ଟ ନିଜର ରାୟ ଦେଇ ସାରିଛନ୍ତି।ଏହା ସହିତ ସେମାନଙ୍କ ମଧ୍ୟରେ ଥିବା କଳହ ବର୍ତ୍ତମାନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି।ତେବେ ତପସ୍ଵିନୀଙ୍କ ଓକିଲ ଏହା କହିଥିଲେ କି ତପସ୍ଵିନୀ ନିଜର ଘରେ ରହି ପାରିବେ।ଏହା ସହିତ ତାଙ୍କର ଭରଣ ପୋଷଣ ପାଇଁ ଡକ୍ଟର ସୁମିତଙ୍କ ପରିବାର ଲୋକ ତାଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବେ।ତେବେ ଏହା ତପସ୍ଵିନୀଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିଲେ।

ତେବେ ଏହାପରେ ମଧ୍ୟ ତପସ୍ଵିନୀଙ୍କୁ ତାଙ୍କର ଶ୍ୱଶୁର ଘରକୁ ପ୍ରବେଶ କରିବା ପାଇଁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।ତାଙ୍କର ଶ୍ୱଶୁର ତାଙ୍କୁ ତାଙ୍କର ଘରେ ରଖିବାର ବ୍ୟବସ୍ଥା କରୁଥିବା ସମୟରେ ଡକ୍ଟର ସୁମିତଙ୍କ ଓକିଲ ଏହା ଉପରେ ନିଜର କିଛି ମତ ରଖିଥିଲେ।ସେ କହିଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବା ସମ୍ପର୍କରେ କୋର୍ଟ କୌଣସି ପ୍ରକାରର ମଧ୍ୟ ନିଷ୍ପତି ନେଇ ନାହାଁନ୍ତି।

ଏହା ସହିତ ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବୋଲି ସେ କହିଥିଲେ।ତେବେ ଶେଷରେ ଅନେକ ବାଦ ବିବାଦ ସତ୍ତ୍ୱେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯାଇ ବହୁତ ଅଧିକ ଖୁସି ଥିବା ମଧ୍ୟ ଜଣା ପଡ଼ିଛି।ହେଲେ

ଏହି ଘଟଣାର ଗୋଟିଏ ସମାଧାନ ବାହାରିବା ପରେ ଆଉ ଏକ ଅସୁବିଧା ବାହାରି ଯାଉଛି।ତେବେ ତପସ୍ଵିନୀ ନିଜର ଘରକୁ ଆସିବା ତାଙ୍କର ଶ୍ବଶୁରଙ୍କୁ ବିଲକୁଲ ମଧ୍ୟ ଭଲ ଲାଗିଲା ନାହିଁ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବା ପରେ ବର୍ତ୍ତମାନ ତାଙ୍କର ଶ୍ୱଶୁର ଏକ ଅଦ୍ଭୁତ ପଦକ୍ଷେପ ନେଇ ଯାଇଛନ୍ତି।

ତେବେ ତାଙ୍କର ପରିବାର ଲୋକ ତପସ୍ଵିନୀ ତାଙ୍କର ଘରକୁ ଆସିବା ଫଳରେ ଅନେକ ଅସନ୍ତୁଷ୍ଟ ହୋଇ ଯାଇଛନ୍ତି।ଏହା ସହିତ ସେମାନେ ତପସ୍ଵିନୀଙ୍କୁ ତାଙ୍କର ଘରକୁ ଆଣିବା ପାଇଁ ରାଜି ନଥିବା ସହିତ ସେମାନେ ନିଜର ଘରେ ତାଙ୍କର ଉପସ୍ଥିତିକୁ ନେଇ ଭଲ ଅନୁଭବ କରୁ ନଥିବାର ମଧ୍ୟ ଅନୁମାନ କରାଯାଉଛି।

ଏହା ସହିତ ସେହି କାରଣରୁ ବର୍ତ୍ତମାନ ତପସ୍ଵିନୀଙ୍କ ଶ୍ୱଶୁର ତାଙ୍କର ଘର ଛାଡ଼ି ଚାଲି ଯାଇଛନ୍ତି।ଏହା ସହିତ ଏହା ସମ୍ପର୍କରେ ସେ ଏକ ଭିଡିଓ କରି ଏହାର ସୂଚନା ଦେଇଥିଲେ।ତେବେ ତାଙ୍କର ପରିବାର ଲୋକ ବର୍ତ୍ତମାନ ଅନେକ ଦୁଃଖିତ ଥିବା ମଧ୍ୟ ଜଣା ପଡ଼ିଛି।ତେବେ ତପସ୍ଵିନୀ ନିଜର ଅନେକ ପ୍ରଚେଷ୍ଟା ପରେ ଶେଷରେ ନିଜର ଶ୍ୱଶୁର ଘରକୁ ଯିବାରେ ସଫଳ ହୋଇ ପାରିଥିବା ବେଳେ

ତପସ୍ଵିନୀ କହିଛନ୍ତି କି ନିଜର ଶ୍ୱଶୁର ଏପରି ଭାବରେ ଘର ଛାଡ଼ି ଚାଲିଯିବା ତାଙ୍କୁ ଭଲ ଲାଗିଲା ନାହିଁ।ଏହା ସହିତ ତପସ୍ଵିନୀଙ୍କ ଶ୍ୱଶୁର କହିଛନ୍ତି କି ପ୍ରଶାସନ ଜୋର କରି ତପସ୍ଵିନୀଙ୍କୁ ତାଙ୍କର ଘରେ ରଖି ଦେଇଛି।ଏହା ସହିତ ସେହି କାରଣରୁ ବର୍ତ୍ତମାନ ତପସ୍ଵିନୀଙ୍କ ଉପସ୍ଥିତି ତାଙ୍କୁ ଭଲ ଲାଗିଲା ନାହିଁ।ଯାହା ଫଳରେ ସେ ବର୍ତ୍ତମାନ ନିଜର ଘର ଛାଡ଼ି ଚାଲି ଯାଇଛନ୍ତି।

Leave a Reply

Your email address will not be published. Required fields are marked *