Jajpur ରେ ସାମ୍ନାକୁ ଆସିଲେ ଆଉ ଜଣେ ତପସ୍ୱିନୀ,କହିଲେ ତପସ୍ଵିନୀ ଭଉଣୀ ଭଳିଆ ମତେବି ସହଯୋଗ କରନ୍ତୁ,ମୋ ମା ଛଡ଼ା ମୋର କେହି ନାହାନ୍ତି..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବା ଘଟଣା ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବା ପରେ ବର୍ତ୍ତମାନ ଏହିଭଳି ଆଉ ଏକ ଘଟଣା ଯାଜପୁର ଅଞ୍ଚଳରେ ଦେଖିବାକୁ ମିଳିଛି।ତେବେ ସେଠାରେ ମଧ୍ୟ ଜଣେ ମହିଳା ନିଜର ଶ୍ୱଶୁର ଘର ଦୋକାନ ସମ୍ମୁଖରେ ବସି ସେଠାରେ ଧାରଣା ଦେଉ ଥିବାର ଆଜି ଦେଖା ଯାଇଥିଲା।ଏହା ସହିତ ସେ ସେଠାରେ ଅନେକ ସମୟ ବସି ରହିଥିବାର ମଧ୍ୟ ଦେଖା ଯାଇଥିଲା।

ତେବେ ସୂଚନା ଅନୁସାରେ ଜଣେ ମହିଳା ନିଜର ଶ୍ୱଶୁର ଘରର ଦୋକାନ ସମ୍ମୁଖରେ ସେହିପରି ଭାବରେ ବସି ରହିଥିଲେ।ଏହା ସହିତ ସେଠାରେ ଅନେକ ସମୟ ବସି ରହିବା ପରେ ସେ ତାଙ୍କର ଶ୍ୱଶୁର ଘର ଲୋକଙ୍କୁ ତାଙ୍କୁ ନିଜର ହକ ଦେବା ପାଇଁ ମଧ୍ୟ କହିଥିଲେ।ଏହା ସହିତ ସେ ସେଠାରେ ଅନେକ ସମୟ ପର୍ଯ୍ୟନ୍ତ ବସି ରହିଥିଲେ।

ଏହା ସହିତ ସେ ମଧ୍ୟ ତପସ୍ୱିନୀଙ୍କ ଭଳି ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ସେଠାରେ ଧାରଣା ଦେଇ ଥିବାର ଦେଖା ଯାଇଥିଲା।ଏହା ସହିତ ସେ ଏହା ବିରୁଦ୍ଧରେ ଅନେକ କଥା କହିଥିଲେ।ତେବେ ସେ ସେଠାରେ ବସି ନିଜର ଶ୍ୱଶୁର ଘର ଲୋକଙ୍କୁ ଗାଳି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।ଏହା ସହିତ ସେ ସେଠାରେ ଅନେକ ସମୟ ବସି ରହିବା ପରେ ମଧ୍ୟ ତାଙ୍କର କଥା କେହି ଶୁଣୁ ନାହାନ୍ତି ବୋଲି ମଧ୍ୟ ସେ କହିଥିଲେ।

ଏହା ସହିତ ସେ କହିଥିଲେ କି ତାଙ୍କର ଏହି ଦୁନିଆରେ କେହି ନଥିବାରୁ ତାଙ୍କୁ ଅନେକ ନିର୍ଯାତନା ଦିଆ ଯାଉଛି ବୋଲି ମଧ୍ୟ ସେ କହିଥିଲେ।ତେବେ ତାଙ୍କର ପତିଙ୍କୁ ଏହା ସମ୍ପର୍କରେ ପଚାରିବାରୁ ସେ କହିଥିଲେ କି ତାଙ୍କର ବିବାହ କିଛି ବର୍ଷ ତଳେ ହୋଇଥିଲା।ଏହା ସହିତ ସେ କହିଥିଲେ କି ତାଙ୍କର ବିବାହ ହେବାର କିଛି ସମୟ ପରେ ସେ ତାଙ୍କର ଘରକୁ ଚାଲି ଯାଇଥିଲେ।

ଏହା ସହିତ ସେ ତାଙ୍କର ଘରକୁ ଯିବା ସହିତ ତାଙ୍କର ଶ୍ୱଶୁର ଘରୁ ସମସ୍ତ ଜିନିଷ ନେଇ ଯାଇଥିଲେ।ଏହା ସହିତ ଛାଡ଼ପତ୍ର ପାଇଁ ବର୍ତ୍ତମାନ କୋର୍ଟରେ ସେମାନଙ୍କର କେସ ଚାଲି ଥିଲା।ଏହା ସହିତ ଏହାପରେ ମଧ୍ୟ ସେ ଏପରି ଭାବରେ ଆସି କଣ ପାଇଁ ଝଗଡ଼ା କରୁଛନ୍ତି ବୋଲି ବର୍ତ୍ତମାନ ତାଙ୍କର ପତି ପ୍ରଶ୍ନ କରିଥିଲେ।

ଏହା ସହିତ ତାଙ୍କର ପତି କହିଥିଲେ କି ସେ ଏପରି ଭାବରେ ଆଗରୁ ଅନେକ ଥର ଆସି ଏପରି ଝଗଡ଼ା କରିଛନ୍ତି।ତେବେ ସେ କହିଥିଲେ କି ତାଙ୍କୁ କିଛି କ୍ଷତିପୂରଣ ଦିଆଯାଉ।କାରଣ ତାଙ୍କର ପତି ତାଙ୍କୁ ବିବାହ କରିବାର କିଛି ଦିନ ପରେ ଛାଡ଼ି ଦେଇଥିଲେ।ତେବେ ତାଙ୍କର ପତି ଏହା ଉପରେ କହିଥିଲେ କି ସେ ନିଜେ ନିଜେ ଚାଲି ଯାଇଥିଲେ।ଶେଷରେ ପୋଲିସ ନିଜେ ଆସି ସେହି ମହିଳାଙ୍କୁ ନିଜ ସହିତ ନେଇ ଯାଇଥିଲା।ଏହା ସହିତ ତାଙ୍କର ସମସ୍ତ ଅଭିଯୋଗ ଥାନାରେ ଲେଖାଯିବ ବୋଲି ପୋଲିସ କହିଥିଲା।

Leave a Reply

Your email address will not be published. Required fields are marked *