ଗୃହ ପ୍ରବେଶ ଆଗରୁ ଏମିତି ହେଇଥିଲା ଓକିଲ ମାନଙ୍କ Argument ଉପୁଜିଥିଲା ଗରମା ଗର୍ମୀ ପରିସ୍ଥିତି ଆଉ ତାପରେ ଯାହା ହେଇଥିଲା..ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ଉପରେ କୋର୍ଟ ନିଜର ରାୟ ଶୁଣାଣି କରି ସାରିଛନ୍ତି।ତେବେ କୋର୍ଟ ଏହା ନିର୍ଦ୍ଦେଶ ଦେଇଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ ଏହା ସହିତ ତପସ୍ଵିନୀ ନିଜର ଭରଣ ପୋଷଣ ପାଇଁ ଡକ୍ଟର ସୁମିତଙ୍କ ପରିବାର ପାଖରୁ ମାସିକ ୨୭ ହଜାର ଟଙ୍କା ପାଇବେ।ଏହା ସହିତ ଏହା ଶୁଣାଣି ହେବା ପରେ ତପସ୍ଵିନୀ ବହୁତ ଅଧିକ ଖୁସି ହୋଇ ଯାଇଥିଲେ।

ଏହା ସହିତ ସେ ଏହା ଚିନ୍ତା କରିଥିଲେ କି ତାଙ୍କର ଅନେକ ଦିନର ତପସ୍ୟା ପରେ ସେ ନିଜର ଶ୍ୱଶୁର ଘରକୁ ଯାଇ ପାରିବେ।ତେବେ ଏହା ଶୁଣାଣି ହେବା ପରେ ଅଚାନକ ଭାବରେ ଆଉ କିଛି ଘଟଣା ମଧ୍ୟ ଘଟି ଯାଇଥିଲା।ତେବେ ଯେତେବେଳେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯିବାକୁ ବାହାରିଥିଲେ ସେହି ସମୟରେ ଏହା ଜଣା ପଡ଼ିଲା କି ଡକ୍ଟର ସୁମିତଙ୍କ ଓକିଲ କହୁଛନ୍ତି କି ତପସ୍ୱିନୀଙ୍କୁ ତାଙ୍କର ଭରଣ ପୋଷଣ ପାଇଁ ୧୭ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ ସେ ତାଙ୍କର ଶ୍ୱଶୁର ଘରେ ରହିବେ ଏହା ସମ୍ପର୍କରେ କୋର୍ଟ କୌଣସି ପ୍ରକାରର ମଧ୍ୟ ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି ଡକ୍ଟର ସୁମିତଙ୍କ ଓକିଲ କହିଥିଲେ।ତେବେ ଏହା ଶୁଣିବା ପରେ ତପସ୍ଵିନୀ ଅନେକ ଦୁଃଖିତ ହୋଇ ପଡ଼ିଥିଲେ।ତେବେ ଏହି କଥା ବହୁତ ଅଧିକ ବଢିବା ଫଳରେ ଶେଷରେ ସେଠାରେ ପ୍ରଶାସନ ପହଞ୍ଚି ଏହି ଘଟଣାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲା।

ତେବେ ପ୍ରମୋଦ ସାହୁଙ୍କୁ ଅନେକ ବୁଝାଇବା ପରେ ମଧ୍ୟ ସେ ଏହି କଥାକୁ ସଠିକ ଭାବରେ ବୁଝି ନଥିଲେ।ଏହା ସହିତ ତପସ୍ଵିନୀଙ୍କ ଓକିଲ ମଧ୍ୟ ସେଠାରେ ରହିବା ସହିତ କୋର୍ଟ ଦେଇଥିବା ନିର୍ଦ୍ଦେଶର ସଠିକ ବ୍ୟାଖ୍ୟା କରିଥିଲେ।ତେବେ ଏହାପରେ ଡକ୍ଟର ସୁମିତଙ୍କ ଓକିଲ ମଧ୍ୟ ସେଠାରେ ପହଞ୍ଚି କୋର୍ଟ ଦେଇଥିବା

ନିର୍ଦ୍ଦେଶରେ ସେପରି କିଛି ତପସ୍ୱିନୀଙ୍କ ନିଜର ଶ୍ୱଶୁର ଘରକୁ ଯିବା ସମ୍ପର୍କରେ କିଛି ଉଲ୍ଲେଖ ନାହିଁ ବୋଲି କହିଥିଲେ।ତେବେ ଏହିପରି ଭାବରେ ଅନେକ ସମୟ ସେଠାରେ କଳହ ଲାଗି ରହିଥିଲା।ତେବେ ଶେଷରେ ଅନେକ ପ୍ରୟାସ ପରେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯାଇ ପାରିଥିଲେ।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହିଛନ୍ତି।

ତେବେ ପ୍ରମୋଦ ସାହୁ କିନ୍ତୁ କୋର୍ଟଙ୍କର ଏହି ନିଷ୍ପତିରେ ଖୁସି ନଥିବା କଥା ସ୍ପଷ୍ଟ ଭାବରେ ଜଣା ପଡୁଥିଲା।ଏହା ସହିତ ତପସ୍ଵିନୀ ମଧ୍ୟ ନିଜର ଓକିଲଙ୍କ ସହିତ ପରାମର୍ଶ କରି ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ପ୍ରବେଶ କରି ସାରିଛନ୍ତି।ତେବେ ତପସ୍ଵିନୀ କହିଥିଲେ କି ଶେଷରେ ସତ୍ୟର ଜୟ ହୋଇଛି।

ଏହା ସହିତ ପ୍ରମିଳା ମାଉସୀ ନଡ଼ିଆ ବାଡେଇ ତପସ୍ଵିନୀଙ୍କ ଗୃହ ପ୍ରବେଶ କରାଇ ଥିଲେ।ତେବେ ସେଠାରେ କିଛି ସମୟ ପର୍ଯ୍ୟନ୍ତ ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ଯାଇଥିଲା।ସେଠାରେ ଥିବା ପ୍ରଶାସନିକ ଅଧିକାରୀ ସମସ୍ତ ଘଟଣାର ସମାଧାନ କରି ତପସ୍ଵିନୀଙ୍କ ଗୃହ ପ୍ରବେଶ କରାଇ ଥିଲେ।

Leave a Reply

Your email address will not be published. Required fields are marked *