ଗାଁ ଲୋକ ଙ୍କ ଗୋଟେ ଛୋଟିଆ ଭୁଲ ପାଇଁ ଚାଲିଗଲା ନାଗ ର ଜୀବନ,ତାପରେ ନାଗୁଣୀ Gaan ଲୋକଙ୍କ ପାଖରୁ ନେଲା ଏପରି ଭାବେ ନିଜର ପ୍ରତିଶୋଧ ଯେ ସାରା ଅଂଚଳ ରେ ହେଇଗଲା ହାହାକାର…ଦେଖନ୍ତୁ Video

Spread the love

ତେବେ ସାଧାରଣ ଭାବରେ ଯେତେବେଳେ ଆମେ ନାଗ ଓ ନାଗୁଣୀଙ୍କ ଯୋଡ଼ି ଦେଖି ଥାଉ ସେହି ସମୟରେ ସେମାନଙ୍କ ପାଖରୁ ଦୂରେଇ ରହିଥାଉ। କ୍ଷତି ପଂହଚାଇବା ଉଚିତ ନୁହେଁ। ଜଣଙ୍କୁ କ୍ଷତି ପହଞ୍ଚାଇବା ଫଳରେ ଅନ୍ୟଜଣେ ଏହାର ପ୍ରତିଶୋଧ ନିଶ୍ଚୟ ଭାବରେ ନେଇଥାଏ।ତେଣୁ ସେମାନଙ୍କ ପାଖରୁ ଦୂରେଇ ରହିବା ଫଳରେ ଯାଇ ଆପଣ ଭଲରେ ରହି ପାରିବେ ତେବେ ଆମେ ସେହିପରି ଏକ ଘଟଣା ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।

ଉତ୍ତରପ୍ରଦେଶର ଏକ ଗ୍ରାମରେ ଏକ ପରିବାର ରହୁଥିଲା।ତେବେ ଥରେ ନାଗ ଓ ନାଗୁଣୀଙ୍କ ଯୋଡ଼ି ତାଙ୍କର ଘର ପାଖକୁ ଚାଲି ଆସିଥିଲେ।ତେବେ ତାଙ୍କର ଘରେ ଅନେକ ପିଲା ଥିଲେ।ଯାହା ଫଳରେ ସେମାନେ ଏହା ଚିନ୍ତା କଲେ କି ହୁଏତ ସେମାନେ ତାଙ୍କର ଘରେ କାହାକୁ କ୍ଷତି ପହଞ୍ଚାଇବେ ଯାହା ଫଳରେ ସେମାନେ ସେମାନଙ୍କୁ ମରିବା ପାଇଁ ପ୍ରୟାସ କଲେ।

ତେବେ ନାଗୁଣୀ ସେଠାରୁ ଖସି ଚାଲି ଯାଇଥିଲା।ତେବେ ନାଗ କିନ୍ତୁ ସେମାନଙ୍କ ପାଖରୁ ଖସି ଯାଇ ପାରିଲେ ନାହିଁ।ଯାହା ଫଳରେ ସେମାନେ ସେଠାରେ ନାଗଙ୍କର ହତ୍ୟା କରି ଦେଇଥିଲେ।ନାଗୁଣୀ ତାଙ୍କର ଘରେ ତିନିଦିନ ଲୁଚି ରହିଲେ।ଏହା ପରେ ସୁଯୋଗ ଦେଖି ଯେତେବେଳେ ତାଙ୍କର ଘରେ ସମସ୍ତେ ଶୋଇଥିଲେ

ସେହି ସମୟରେ ସେ ତାଙ୍କର ଘରର ଏକ ସଦସ୍ୟଙ୍କୁ ଦଂଶନ କରି ଦେଇଥିଲେ।ତେବେ ଏହା କରିବା ପରେ ସେହି ବ୍ୟକ୍ତି ଜଣକ ପାଟି କରିଥିଲେ।ତେବେ ସମସ୍ତେ ସେଠାକୁ ଆସିବା ପରେ ଏହା ଜଣା ପଡ଼ିଲା କି ଏକ ନାଗୁଣୀ ତାଙ୍କର ପୁଅକୁ କାମୁଡି ଦେଇଛନ୍ତି।ଏହା ପରେ ତାଙ୍କୁ ତୁରନ୍ତ ଗୁଣିଆ ପାଖକୁ ନିଆ ଯାଇଥିଲା

ତେବେ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା।ଏହା ସହିତ ଏହା ପରେ ତାଙ୍କୁ ଚିକିତ୍ସାଳୟ ନିଆ ଯାଇଥିଲା।ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ଏହା ପରେ ତାଙ୍କର ପରିବାର ବହୁତ ଭୟଭୀତ ହୋଇ ଯାଇଥିଲେ।ଏହା ସହିତ ସେମାନେ ଗ୍ରାମର ଲୋକମାନଙ୍କ ତାଙ୍କୁ ସହାୟତା କରିବା ପାଇଁ କହି ଥିଲେ।

ତେବେ ଗ୍ରାମର ଲୋକମାନେ ଶେଷରେ ଏକାଠି ହୋଇ ସେହି ନାଗୁଣୀଙ୍କୁ ଖୋଜିବା ପାଇଁ ପ୍ରୟାସ କରିଥିଲେ।ତେବେ ଶେଷରେ ଖୋଜିବା ପରେ ସେହି ଗ୍ରାମର ଲୋକମାନେ ସେହି ନାଗୁଣୀକୁ ପାଇ ଯାଇଥିଲେ।ଏହା ସହିତ ଶେଷରେ ସେମାନେ ସେହି ନାଗୁଣୀର ହତ୍ୟା କରି ଦେଇଥିଲେ।ତେବେ ଏହାପରେ ଶେଷରେ ସେହି ନାଗୁଣୀ ଠାରୁ ତାଙ୍କର ପରିବାର ରକ୍ଷା ପାଇ ଯାଇଥିଲା।

ତେବେ ଏଥିରୁ ଏହା ସ୍ପଷ୍ଟ ହେଉଛି କି କେବେ ମଧ୍ୟ କୌଣସି ନାଗ କିମ୍ବା ନାଗୁଣୀଙ୍କୁ କ୍ଷତି ପହଞ୍ଚାଇବା ସଠିକ ନୁହେଁ ନଚେତ ସେମାନେ ନିଶ୍ଚୟ ଏହାର ପ୍ରତିଶୋଧ ନେଇ ଥାଆନ୍ତି।ତେବେ ଏହା ପରଠାରୁ ତାଙ୍କର ପରିବାର ଲୋକ ମଧ୍ୟ ନାଗ ଓ ନାଗୁଣୀ ପାଖରୁ ଦୂରେଇ ରହିବା ଆରମ୍ଭ କଲେ।

Leave a Reply

Your email address will not be published. Required fields are marked *