Khusi ଙ୍କୁ ଛାଡ଼ି ପଳାଇଲେ ରୂପା ଓ ପିଣ୍ଟୁ,ଆଉ ତାପରେ ଖୁସି ଯାହା କରିଲେ ଦେଖିଲେ ଆପଣ ମଧ୍ୟ ହସି ହସି ହେଇଯିବେ ବେଦମ…ଦେଖନ୍ତୁ Video

Spread the love

ଅଭିନେତା ଓ ଅଭିନେତ୍ରୀ ରୂପା ଓ ପିଣ୍ଟୁଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ସେମାନଙ୍କର ଅଭିନୟ ଅନେକ।ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ସେମାନଙ୍କ ଅଭିନୟ ପାଇଁ ଅନେକ ଲୋକ ସେମାନଙ୍କୁ ନିଜର ପ୍ରିୟ ଅଭିନେତା ଓ ପ୍ରିୟ ଅଭିନେତ୍ରୀ ଭାବରେ ଗ୍ରହଣ କରି ନେଇଛନ୍ତି।ତେବେ ସେମାନଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷିତ ଲାଗିଥାଏ।

ଯାହା ଫଳରେ ଅନେକ ଲୋକ ତାଙ୍କର ଅଭିନୟ ଫଳରେ ଅନେକ ପ୍ରଭାବିତ ହୋଇ ଥାଆନ୍ତି ତେବେ ସେମାନେ ପରସ୍ପରକୁ ବିବାହ କରିବା ପରେ ପ୍ରଥମେ ଛୋଟ ଛୋଟ ଭିଡିଓ କରିବା ଆରମ୍ଭ କରିଥିଲେ।ଏହା ପରେ ସେମାନେ ଏହି ଭିଡିଓ ମାଧ୍ୟମରେ ଅନେକ ଲୋକପ୍ରିୟତା ପାଇ ପାରିଥିଲେ।

ଏହା ସହିତ ବିଶେଷ ଭାବରେ ଲୋକମାନେ ସେମାନଙ୍କ ଭିଡିଓ ଦେଖିବା ପାଇଁ ଅନେକ ପସନ୍ଦ କରିବା ଆରମ୍ଭ କରିଥିଲେ।ଏହା ସହିତ ଏହା ପରେ ସେମାନେ ଧୀରେ ଧିରେ ଲୋକପ୍ରିୟତା ପାଇ ଚାଲିଲେ।ଏହା ସହିତ ସେମାନେ ଅନେକ ଆଲବମ କରିବା ପାଇଁ ସୁଯୋଗ ମଧ୍ୟ ପାଇଲେ।ତେବେ ଏହିପରି ଭାବରେ ସେମାନେ ଧୀରେ ଧୀରେ ଲୋକପ୍ରିୟତା ପାଇ ଚାଲିଲେ।

ଏହା ସହିତ ସେମାନେ ଶେଷରେ ଅନେକ ଲୋକପ୍ରିୟତା ପାଇ ଯାଇଥିଲେ।ତେବେ ସେମାନଙ୍କ ଲୋକପ୍ରିୟତା ପାଇଁ ସେମାନେ ଅନେକ ଧନ ଅର୍ଜନ କରିବାରେ ବର୍ତ୍ତମାନ ସଫଳ ହୋଇ ପାରିଛନ୍ତି।ତେବେ ନିକଟରେ ସେମାନେ ରୁପାଙ୍କ ଗ୍ରାମରେ ହେଉଥିବା ମେଲଣ ଦେଖିବା ପାଇଁ ଯାଇଥିଲେ।

ଏହା ସହିତ ସେଠାରେ କିଛିଦିନ ରହିବା ପରେ ସେମାନେ ବର୍ତ୍ତମାନ ନିଜର ଘରକୁ ଫେରିବା ପାଇଁ ବାହାରୁ ଥିବାର ଦେଖା ଯାଇଥିଲା।ଏହା ସହିତ ସେମାନେ ସେଠାରେ ନିଜର ଝିଅକୁ ଛାଡ଼ି ମିଛରେ ଚାଲି ଯାଇଥିଲେ।ତେବେ ଏହା ଦେଖି ତାଙ୍କର ଝିଅ ତାଙ୍କ ପଛେ ପଛେ ଗୋଡ଼ାଇ ଥିଲେ।ଏହା ସହିତ ଅନେକ ଲୋକ ସେଠାରେ ଛିଡା ହୋଇ ଏହାକୁ ଦେଖୁଥିଲେ।

ତେବେ ସେମାନେ ନିଜର ଝିଅକୁ ଜାଣି ଜାଣି ସେଠାରେ ଛାଡି ଯାଇଥିଲେ।ତେବେ ସେମାନେ ଏହା ଦେଖୁଥିଲେ କି ସେମାନଙ୍କର ଝିଅ ସେଠାରେ କଣ କରୁଛି ତେବେ ଏହା ପରେ ସେମାନେ ପୁଣି ଆସି ନିଜର ଝିଅକୁ ନେଇ ଯାଇ ଥିଲେ।ତେବେ ସେମାନେ କେବଳ ନିଜର ଝିଅ ସହିତ କିଛି ମଜା କରୁଥିବାର ଦେଖା ଯାଇଥିଲା।

ଏହା ସହିତ ରୂପା ମଧ୍ୟ ନିଜର ଘରକୁ ଆସି ସେଠାରେ ଅନେକ ସମୟ ବିତାଇ ଥିଲେ।ଏହା ସହିତ ସେ ଅନେକ ଖୁସି ମଧ୍ୟ ଥିଲେ।ତେବେ ନିଜର ଘରକୁ ଛାଡ଼ି ଯିବା ସମୟରେ ସେ ଅଳ୍ପ ଦୁଃଖ ପ୍ରକାଶ କରିଥିଲେ।ଏହା ସହିତ ସେ ଶେଷରେ ନିଜର ଶ୍ୱଶୁର ଘରକୁ ଯାଇଥିଲେ।ଏହା ସହିତ ସେ ନିଜର ପତିଙ୍କ ସହିତ ନିଜର ଝିଅକୁ ନେଇ ତାଙ୍କର ଶ୍ୱଶୁର ଘରକୁ ଚାଲି ଯାଇ ଥିଲେ ଏହା ସହିତ ତାଙ୍କ ପରିବାର ଲୋକ ତାଙ୍କୁ ବିଦାୟ ଜଣାଇ ଥିଲେ।

Leave a Reply

Your email address will not be published. Required fields are marked *