ଅଭିନୟ ଛାଡ଼ି Village ରେ ଏଥର ପରିବା, ଫଳ ଚାଷ କଲେ ବବି Misra,କାରଣ ଜାଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହର ଧାର

Spread the love

ଅଭିନେତା ବବି ମିଶ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା ତାଙ୍କର ଅଭିନୟ ପାଇଁ ସେ ସମଗ୍ର ଓଡ଼ିଶାରେ ପରିଚିତ ହୋଇ ପାରିଛନ୍ତି।

ତେବେ ତାଙ୍କର ଅଭିନୟ ଦେଖିବା ପାଇଁ ଓଡ଼ିଶାର ଅନେକ ଲୋକ ପସନ୍ଦ କରନ୍ତି।ଏହି ଅଭିନେତା ଜଣଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ପାଇ ସାରିଛନ୍ତି।ତେବେ କିଛି ଦିନ ହେବ ଏହି ଅଭିନେତା ଜଣଙ୍କ ନିଜର ପାରିବାରିକ କଳହ ପାଇଁ ଅନେକ ସମସ୍ୟା ମଧ୍ୟରେ ଅଛନ୍ତି।

ତେବେ ତାଙ୍କର ପତ୍ନୀଙ୍କ ସହିତ ତାଙ୍କର ପାରିବାରିକ କଳହ ପାଇଁ ସେ ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ।ଏହା ସହିତ ଏହି ଅଭିନେତା ଜଣକ ନିଜର ଅଭିନୟ ପାଇଁ ଅନେକ ଚର୍ଚ୍ଚାରେ ରହୁଥିବା ସହିତ ସେ ବର୍ତ୍ତମାନ ନିଜର କଳହ ପାଇଁ ଅନେକ ଚର୍ଚ୍ଚାରେ ରହୁଛନ୍ତି।

ତେବେ ଏହି ଅଭିନେତା ଜଣଙ୍କ ବର୍ତ୍ତମାନ କିଛି ଦିନ ତଳେ ନିଜର ପତ୍ନୀଙ୍କ ସହିତ ଛାଡପତ୍ର ପାଇଁ ଅନେକ ଦିନ ଚର୍ଚ୍ଚାରେ ରହିଥିଲେ।ଏହା ସହିତ ସେ ବର୍ତ୍ତମାନ ପୁଣି ନିଜର ପଡୋଶୀ ତପି ମିଶ୍ରଙ୍କ ସହିତ କଳହ ପାଇଁ ଚର୍ଚ୍ଚାରେ ରହୁଛନ୍ତି।ସେ ନିଜର ପଡୋଶୀ ତପି ମିଶ୍ରଙ୍କ ସହିତ କଳହ କରି ତାଙ୍କୁ କରିବା ପାଇଁ ମଧ୍ୟ ଧମକ ଦେଇଥିଲେ।ଏହା ସହିତ ଏହି କଳହ କାରଣରୁ ସେ ବର୍ତ୍ତମାନ ନିଜର ପଡ଼ିଶୀଙ୍କ ସହିତ ମଧ୍ୟ ଭଲରେ ରହି ପାରୁ ନାହାଁନ୍ତି।

ତେବେ ସୂଚନା ଅନୁସାରେ ଏହା କୁହା ଯାଉଛି କି ବବି ମିଶ୍ର ବର୍ତ୍ତମାନ ନିଜର ଗ୍ରାମକୁ ଚାଲି ଯାଇଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ଗ୍ରାମରେ ସପୁରୀ ଚାଷ କରୁଥିବାର ଶୁଣା ଯାଉଛି।ଏହା ସହିତ ଏହି କାରଣ ପାଇଁ ସେ ବର୍ତ୍ତମାନ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ଛାଡିଥିଲେ।ଯାହାର ଫଳ ସ୍ୱରୂପ ସେ ଏହି ଭିଡିଓ ଜରିଆରେ ପୁଣି ସମସ୍ତଙ୍କ ଚର୍ଚ୍ଚାକୁ ଆସିଛନ୍ତି।ତେବେ ସେ ଏହି ଭିଡିଓରେ ନିଜର ବଗିଚାରେ କାମ କରିବା ସହିତ ଭିନ୍ନ ଭିନ୍ନ ପ୍ରକାରର ସପୁରୀ ଚାଷ କରୁଥିବାର ଦେଖା ଯାଇଥିଲା।

ଏହା ସହିତ ସେ ନିଜର ବଗିଚାର ଯତ୍ନ ମଧ୍ୟ ନେଉ ଥିବାର ଦେଖା ଯାଉଥିଲା।ଏହା ସହିତ ସେ ବର୍ତ୍ତମାନ ନିଜର ଗ୍ରାମକୁ ଚାଲି ଯାଇଥିବା ଖବର ବର୍ତ୍ତମାନ ଶୁଣା ଯାଉଛି।ଏହା ସହିତ ଏହି ଘଟଣା ପରେ ସେ ବର୍ତ୍ତମାନ ପୁଣି ଚର୍ଚ୍ଚାର ପରିସର ମଧ୍ୟକୁ ଆସିଛନ୍ତି।ତେବେ ତାଙ୍କ ଜୀବନରେ ଚାଲିଥିବା ସମସ୍ତ କଳହ କେବେ ଶେଷ ହେଉଛି ଏହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *